Browsing Category

ମନୋରଞ୍ଜନ

ପରଲୋକରେ କ୍ରୀଷ୍ଣା କପୁର ! ପରିବାର ସମେତ ବଲିଉଡ୍ ମଧ୍ୟ ଜଣାଇଲା ଦୁଃଖ ।

ହିନ୍ଦୀ ସିନେ ଜଗତର ପ୍ରଥମ ସୋ’ ମ୍ୟାନ୍ ରାଜ୍ କପୁରଙ୍କ ପତ୍ନୀ କ୍ରୀଷ୍ଣା ରାଜ କପୁରଙ୍କର ଆଜି ସକାଳେ ମୁମ୍ବାଇଠାରେ ପରଲୋକ ହୋଇ ଯାଇଛି। ସେ ଭୋର ୪ଟା ସମୟରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିବା କୁହାଯାଉଛି ।ତାଙ୍କର ପରଲୋକ ଖବର ପ୍ରଥମେ ଜଣାଶୁଣା ଅଭିନେତ୍ରୀ ରବିନା ଟଣ୍ଡନ୍ ନିଜର ଟ୍ୟୁଟର…
Read More...

ଅସୁସ୍ଥ ହେଲେ ଅଭିନେତା ଋଷି କପୁର ! ଚିକିତ୍ସା ପାଇଁ ଗଲେ ଆମେରିକା ।

ବଲିଉଡର ବରିଷ୍ଠ ଅଭିନେତା ଋଷି କପୁର୍ ଏବେ ନିଜ କାମରୁ ଛୁଟି ନେଇ କିଛି ଦିନଲାଗି ଆମେରିକା ଯାଇଥିବା କଥା ଜଣାପଡ଼ିଛି । ସେ ସେଠାରେ ଚିକିତ୍ସିତ ହେବାପାଇଁ ଯାଉଥିବାର ସୂଚନା ଦେଇଛନ୍ତି ନିଜର ଟ୍ୟୁଟରରେ। ସେଗତ ୪୫ ବର୍ଷ ଧରି ଅଭିନୟ କ୍ଷେତ୍ରରେ ସକ୍ରିୟ ଅଛନ୍ତି। ଏଣୁ ତାଙ୍କପାଇଁ ବ୍ୟସ୍ତ…
Read More...

ରାସ୍ତାରେ ଗୀତ ଗାଇଲେ ଏହି ଫେମସ୍ ପପ୍ ଗାୟକ ! ହେଲେ କାହିଁକି ଆସନ୍ତୁ ଜାଣିବା ।

ନିଜ ଗୀତରେ କୋଟି କୋଟି ଲୋକଙ୍କ ହୃଦୟ ଜିତୁଥିବା ଗାୟକ ଜଷ୍ଟିନ ବିବର କିଛି ଦିନ ହେବ ଖାସ କାରଣ ଯୋଗୁଁ ଚର୍ଚ୍ଚାର ବିଷୟ ପାଲଟିଛନ୍ତି । ବିଗତ ଦିନରେ ଆମେରିକାର ପ୍ରସିଦ୍ଧ ମଡେଲ ହେଲି ବାଲ୍ଡବିନଙ୍କୁ ବିବାହ କରିବା ଖବରକୁ ନେଇ ସେ ଚର୍ଚ୍ଚାରେ ରହିଛନ୍ତି । ପୁଣିଥରେ ସେ ତାଙ୍କ ଭାବି…
Read More...

ଟଲିଉଡ୍ : ଏହି ଫିଲ୍ମର ଗୋଟିଏ ସିନରେ ଖର୍ଚ୍ଚ ହେଲା ୫୪ କୋଟି !

ଆଜିକାଲି ଅନେକ ବଡ ବଡ ପ୍ରୋଜେକ୍ଟର ଫିଲ୍ମ ପ୍ରସ୍ତୁତ କରାଯାଉଛି । ୨୦୦କୋଟି ବଜେଟର ଫିଲ୍ମ ଯେପରିକି ଏବେ ସାଧାରଣ କଥା । ତେବେ ସାଉଥରେ ଏହିଭଳି ଏକ ଫିଲ୍ମରେ ୮ମିନିଟର ଏକ ସିନ ପାଇଁ କେବଳ ୫୪କୋଟି ଟଙ୍କା ଖର୍ଚ୍ଚ ହୋଇଛି । ସମ୍ପୂର୍ଣ୍ଣ ଫିଲ୍ମ ବଜେଟ ୨୦କୋଟି ଟଙ୍କା ରହିଥିବା ବେଳେ କେବଳ…
Read More...

ଉଦଯାପିତ ହେଲା ଚକଲେଟ୍ ଅଲରାଉଣ୍ଡର ପ୍ରତିଯୋଗିତା ! କିଟ୍ ଛାତ୍ରୀ କସ୍ତୁରୀ ଦାସ ହେଲେ ଚକଲେଟ ଅଲରାଉଣ୍ଡର୍ ।

ନୃତ୍ୟ, ସଙ୍ଗୀତ, କମେଡି, ମିମିକ୍ରି ଓ ଗପ କୁହାର ଏକ ଜବରଦସ୍ତ ପ୍ରତିଯୋଗିତା ଚାଲିଥିଲା ହାଇଟେକ ମେଡିକାଲ କଲେଜ ପରିସରରେ । କେବେ ବିଦେଶୀ ନୃତ୍ୟର ଫ୍ୟୁଜନ ପୁଣି ଶାସ୍ତ୍ରୀୟ ସଙ୍ଗୀତର ତାଳେ ତାଳେ ନିଜକୁ ଅନ୍ୟଠୁ ଶ୍ରେଷ୍ଠ ବୋଲି ପ୍ରମାଣ କରିବାକୁ ୨୪ ଜଣ ଫାଇନାଲିଷ୍ଟଙ୍କ ମଧ୍ୟରେ ଚାଲିଥିଲା…
Read More...

ନିଜର ସୁନ୍ଦରତା ଏବଂ ଡ୍ରେସିଙ୍ଗ୍ ସେନ୍ସକୁ ନେଇ ଖୁବ୍ ଚର୍ଚ୍ଚାରେ ରହିଛନ୍ତି ଏହି ସ୍ପୋର୍ଟସ୍ ଆଙ୍କର ! ଖୁବ୍ ପସନ୍ଦ…

ମୟନ୍ତୀ ଲେଙ୍ଗର୍ ଚିହ୍ନିଥିବେ ତ ନିଶ୍ଚୟ । ଯଦି ବି ଚିହ୍ନିନାରହାନ୍ତି ତେବେ ଆଜି ଆମେ ଆପଣଙ୍କୁ ଏହି ସୁନ୍ଦରୀ ଆଙ୍କରଙ୍କ ବିଷୟରେ କହିବାକୁ ଯାଉଛୁ । ସ୍ପୋର୍ଟସ୍ ଆଙ୍କର ଭାବେ ଖୁବ୍ ଜଣାଶୁଣା ମୟନ୍ତୀ କେବଳ ନିଜର ସୁନ୍ଦରତାକୁ ନେଇ ଲୋକପ୍ରିୟ ହୋଇଛନ୍ତି ଏହା ନୁହଁ ସେ ନିଜର ପୋଷାକ…
Read More...

ଏବେ ଆପଣଙ୍କ ପିଲା ବି ବନିପାରିବେ କୋଟିପତି, କେବିସିର ହଟ୍ ସିଟରେ ବସି ଦେଇପାରିବେ ବିଗବିଙ୍କ ପ୍ରଶ୍ନର ଉତ୍ତର !…

ଏବେ ଆପଣଙ୍କ ପିଲା ମଧ୍ୟ ବିଗବି ଅମିତାଭ ବଚ୍ଚନଙ୍କ ସୋର ଉତର ଦେଇ କୋଟିପତି ବନିପାରିବେ । ‘କୌନ ବନେଗା କରୋଡପତି’ର ସିଜିନ-୧୦ ଆରମ୍ଭ ହୋଇସାରିଛି । ଗୋଟିଏ ପଟରେ ଯେଉଁଠି ସୋର ଲୋକପ୍ରିୟତା ବଢି ଚାଲିଛି, ଅନ୍ୟପଟରେ କେବିସି ଜୁନିୟର ଆରମ୍ଭ ହେବା ନେଇ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇସାରିଲାଣି…
Read More...

ରିଲିଜ୍ ହେଲା ରେଡିଓ ଚକଲେଟ୍ ର ନୂଆ ରୋମାଂଟିକ ଗୀତ ‘ମୋ ଆଖି ଆଇନା’ : ରେଡିଓ ଚକଲେଟ୍ ଆପରେ ଶୁଣିପାରିବେ ଏହି ଗୀତ

ଓଡ଼଼ିଶାର ଲୋକପ୍ରିୟ ଏଫଏମ୍ ରେଡିଓ ଚକଲେଟରେ ରିଲିଜ ହୋଇଯାଇଛି ନୂଆ ରୋମାଂଟିକ ଗୀତ ‘ମୋ ଆଖି ଆଇନା’ । ମନକୁ ଛୁଇଁଲା ପରି ଏହି ଗୀତଟିକୁ ଗାଇଛନ୍ତି ଓଡ଼ିଶାର ଲୋକପ୍ରିୟ ଗାୟକ କୁମାର ବାପି । ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି କାର୍ତ୍ତିକ କୁମାର । ଗୁରୁ ଶତପଥୀ ସଂଗୀତ ରଚନା କରିଥିବା ବେଳେ…
Read More...

୮୯ ବର୍ଷରେ ସୁର ସାମ୍ରାଜ୍ଞୀ ଲତା ମଙ୍ଗେସକର : ୩୬ଟି ଆଂଚଳିକ ଓ ବିଦେଶୀ ଭାଷାରେ ଗାଇଛନ୍ତି ଗୀତ

କନକ ବ୍ୟୁରୋ : ୮୯ ବର୍ଷରେ ସୁର ସାମ୍ରାଜ୍ଞୀ ଲତା ମଙ୍ଗେସକର । ପ୍ରଖ୍ୟାତ ଗାୟିକା ଲତା ଆଜି ତାଙ୍କର ଜନ୍ମଦିନ ପାଳନ କରିଛନ୍ତି । ମାତ୍ର ୧୩ ବର୍ଷ ବୟସରେ ମରାଠୀ ପିଲ୍ମ ‘କିଟି ହାସଲ’ ରେ ଗୀତ ଗାଇ କ୍ୟାରିୟର ଆରମ୍ଭ କରିଥିଲେ କୋକିଳ କଣ୍ଠୀ ଲତା । ଇନ୍ଦୋରର ଏକ ମରାଠୀ ପରିବାରରେ ଭାରତର ଏହି…
Read More...

ରିଲିଜ୍ ହେଲା ‘ଠଗ୍ସ ଅଫ୍ ହିନ୍ଦୋସ୍ତାନ’ର ପ୍ରଥମ ଟ୍ରେଲର୍ : ଦେଖିବାକୁ ମିଳିଲା ଅମିତାଭ୍ ବଚ୍ଚନ, ଆମିର୍ ଖାନଙ୍କ…

ବହୁ ପ୍ରତିକ୍ଷାର ଅନ୍ତଃ ହୋଇଛି । ଶେଷରେ ଆସି ଯାଇଛି ଆମିର୍ ଖାନ୍, ଅମିତାଭ ବଚ୍ଚନଙ୍କ ଅଭିନୀତ ଚଳଚ୍ଚିତ୍ର ‘ଠଗ୍ସ ଅଫ୍ ହିନ୍ଦୋସ୍ତାନ’ର ପ୍ରଥମ ଟ୍ରେଲର୍ । ୧୭ଶହ ମସିହାର ପୃଷ୍ଠଭୂମି ଉପରେ ଆଧାରିତ ହୋଇଛି ଚଳଚ୍ଚିତ୍ରର କାହାଣୀ । ଆଉ ଫିଲ୍ମରେ ସ୍ଥାନ ପାଇଛି ଭରପୁର ଆକ୍ସନ ଓ ଦମଦାର୍ ଡାଏଲଗ୍…
Read More...