Browsing Category

ମନୋରଞ୍ଜନ

ଲୋକପ୍ରିୟ ଓଲିଉଡ୍ ପ୍ରଯୋଜକ ସୁବାତ ରାଉତଙ୍କ ପରଲୋକ ! ୬୨ ବର୍ଷ ବୟସରେ ହେଲା ପରଲୋକ

ଓଲିଉଡର ଜଣାଶୁଣା ନିର୍ମାତା ତଥା ବିତରକ ସୁବାସ ରାଉତଙ୍କର ଆଜି ଭୋର ୪ଟା ସମୟରେ କଟକର ଛତ୍ରବଜାରସ୍ଥିତ ବାସଭବନରେ ପରଲୋକ ଘଟିଯାଇଚି। ମୃତ୍ୟୁବେଳକୁ ତାଙ୍କୁ ୬୨ ବର୍ଷ ବୟସ ହୋଇଥିଲା। ଶ୍ରୀ ତୁଳସୀ ପିକ୍ଚର୍ସ ବ୍ୟାନରରେ ନିର୍ମିତ ସୁପରହିଟ୍ ସିନେମା ‘ସୁନା ଚଢେଇ’ରୁ ଓଡ଼ିଆ ସିନେମା ପ୍ରଯୋଜନାରେ…
Read More...

ପୁଣି ଥରେ ହୃଦୟ ଜିତିଲେ ବଲିଉଡର ଖିଲାଡି ଅକ୍ଷୟ କୁମାର : ଏସିଡ଼ ପୀଡିତାଙ୍କୁ ସହାୟତା କଲେ ୫ ଲକ୍ଷ ଟଙ୍କା

ବଲିଉଡର ଖିଲାଡି ଅଭିନେତା ଅକ୍ଷୟ କୁମାର ସିନେମା ବ୍ୟତୀତ ଦେଶ, ସମାଜ ପାଇଁ କରାଯାଉଥିବା କାମ ପାଇଁ ମଧ୍ୟ ଖବରରେ ରହୁଛନ୍ତି । କିନ୍ତୁ ଅକ୍ଷୟ ଏହି ସମାଜସେବା କାମ ଲାଇମ୍ ଲାଇଟ୍ ରେ ଆସିବା ପାଇଁ କରନ୍ତିନି । ନିକଟରେ ଏସିଡ ପୀଡିତା ଲକ୍ଷ୍ମୀ ଅଗ୍ରୱାଲ ତାଙ୍କର ଆର୍ଥିକ ଅସୁବିଧା ବିଷୟରେ…
Read More...

ବିବାହ କରିବେ କି ଏହି ସୁନ୍ଦରୀ ଗାୟିକା ? କଥାରେ କଥାରେ ବିବାହ ଆଡକୁ ଇସାରା କଲେ ନେହା । 

ବଲିଉଡର ଲୋକପ୍ରିୟ କଣ୍ଠଶିଳ୍ପୀ ନେହା କକ୍କର ନିଜ ବ୍ୟକ୍ତିଗତ ଜୀବନକୁ ନେଇ ପୁଣି ଚର୍ଚ୍ଚାର ପରିସରକୁ ଆସିଛନ୍ତି । ପୂର୍ବରୁ ତାଙ୍କର ହିମାନ୍ସ କୋହଲୀଙ୍କ ସହ ପ୍ରେମ ସଂପର୍କକୁ ନେଇ ଚର୍ଚ୍ଚା ହୋଇଥିବା ବେଳେ ହିମାନ୍ସ ତାଙ୍କର ଜଣେ ଭଲ ବନ୍ଧୁ ବୋଲି କହି ଆସୁଥିଲେ ନେହା । କିନ୍ତୁ ଏବେ ସେ…
Read More...

ଅଷ୍ଟମ ଦିନରେ ‘ଚକଲେଟ୍ ଅଲରାଉଣ୍ଡର’ ପ୍ରତିଯୋଗିତା ! ଖୁବ ଶିଘ୍ର ଆରମ୍ଭ ହେବାକୁ ଯାଉଛି ଫିନାଲେ ।

ଓଡିଶାର ନିଜର ପ୍ରଥମ ଘରୋଇ ଏଫ.ଏମ୍ ଚ୍ୟାନେଲ ରେଡିଓ ଚକଲେଟ୍ ତରଫରୁ ଆରମ୍ଭ ହୋଇଥିବା ଚକଲେଟ୍ ଅଲରାଉଣ୍ଡର ପ୍ରତିଯୋଗିତାର ଆଜି ଥିଲା ଅଷ୍ଟମ ଦିନ । ଅଷ୍ଟମ ଦିନରେ ହାଇଟେକ ମେଡିକାଲ୍ କଲେଜର ପ୍ରାୟ ୬୦ ଜଣ ପ୍ରତିଯୋଗି ନାଚ, ଗୀତ, କମେଡି, ଷ୍ଟୋରି ଟେଲିଙ୍ଗ ଆଦି ପ୍ରତିଯୋଗିତାରେ ଅଂଶ ଗ୍ରହଣ…
Read More...

ଆଲିଆ-ରଣବୀରଙ୍କ ସଂପର୍କକୁ ସ୍ୱୀକାର କଲେ ମା’ ସୋନି ରାଜଦାନ ! ବାଜିଉଠିବ କି ସାହାନାଇ ?

କିଛି ମାସ ହେଲାଣି ବଲିଉଡ୍ ଅଭିନେତା ରଣବୀର ଏବଂ ଅଭିନେତ୍ରୀ ଆଲିଆଙ୍କ ପ୍ରେମ ସଂପର୍କକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ବିଭିନ୍ନ ସମୟରେ ଦୁହିଁଙ୍କ ପରିବାରକୁ ଏକାଠି ଦେଖାଯାଉଛି । ରଣବୀର ଏବଂ ଆଲିଆ ଦୁହେଁ ଦୁହିଁଙ୍କୁ ଡ଼େଟ୍ କରୁଥିବା ନେଇ ସର୍ବସମ୍ମୁଖରେ ମାନି ସାରିଥିବା ବେଳେ ଏବେ…
Read More...

ଷଷ୍ଠ ଦିନରେ ‘ଚକଲେଟ୍ ଅଲରାଉଣ୍ଡର’ ପ୍ରତିଯୋଗିତା ! ରାଜା ବଗିଚା ସିଟି କଲେଜରେ ଅନୁଷ୍ଠିତ ହେଲା ସ୍ୱତନ୍ତ୍ର…

ଓଡିଶାର ନିଜର ପ୍ରଥମ ଘରୋଇ ଏଫ.ଏମ୍ ଚ୍ୟାନେଲ ରେଡିଓ ଚକଲେଟ୍ ତରଫରୁ ଆରମ୍ଭ ହୋଇଥିବା ଚକଲେଟ୍ ଅଲରାଉଣ୍ଡର ପ୍ରତିଯୋଗିତାର ଆଜି ଥିଲା ଷଷ୍ଠ ଦିନ । ଷଷ୍ଠ ଦିନରେ ରାଜା ବଗିଚା ସିଟି କଲେଜର ପ୍ରାୟ ୫୦୦ ଜଣ ଛାତ୍ରଛାତ୍ରୀ ନାଚ, ଗୀତ, କମେଡି, ଷ୍ଟୋରି ଟେଲିଙ୍ଗ ଆଦି ପ୍ରତିଯୋଗିତାରେ ଅଂଶ ଗ୍ରହଣ…
Read More...

“ବିଗ୍ ବସ୍ -୧୨” ଘରେ ପ୍ରେମ ସଂପର୍କକୁ ନେଇ ଫସିଲେ ଅନୁପ୍-ଜସଲିନ୍ ! ପ୍ରଥମ ଦିନରେ ଖୋଲିଗଲା ପୋଲ୍ । 

“ବିଗ୍ ବସ୍ – ସିଜନ୍ ୧୨” ଆରମ୍ଭ ହେବା ପରେ ପ୍ରଶଂସକଙ୍କ ପାଟିରେ କେବଳ ଦୁଇ ଜଣ ପ୍ରତିଯୋଗୀଙ୍କ ନାଁ ଏବଂ ଏହି ଦୁଇ ପ୍ରତିଯୋଗୀ ହେଲେ ପ୍ରସିଦ୍ଧ ଭଜନ ଗାୟକ ଅନୁପ୍ ଜଲୌଟା ଏବଂ ତାଙ୍କ ଗାର୍ଲଫ୍ରେଣ୍ଡ ଜସଲୀନ୍ । ବୟସରେ ଅନୁପଙ୍କ ଠାରୁ ୩୭ ବର୍ଷ ଛୋଟ ହୋଇଥିବା ଜସଲୀନ୍ ବିଗ୍ ବସର ଗ୍ରାଣ୍ଡ…
Read More...

ପୂର୍ବ କ୍ରିକେଟର ଶ୍ରୀସନ୍ଥଙ୍କ କୋହଭରା କାହାଣୀ ! ଆତ୍ମହତ୍ୟା କରିବାକୁ ଚାହୁଁଥିଲେ ଶ୍ରୀସନ୍ଥ,ପତ୍ନୀ ସାଜିଥିଲେ…

ପୂର୍ବ କ୍ରିକେଟର ଶ୍ରୀସନ୍ଥ ଏବେ କଲର୍ସ ଚ୍ୟାନେଲରେ ପ୍ରସାରିତ ହେଉଥିବା ରିୟାଲିଟି ସୋ’ ବିଗ୍ ବସ୍ରେ ଯୋଗ ଦେବା ପରେ ତାଙ୍କୁ ନେଇ ଅନେକ ବ୍ୟକ୍ତିଗତ ରାଜ୍ର ଖୁଲାସା ହୋଇଛି । ତାଙ୍କ ପେସାଦାର ଜୀବନ ଖୋଲା ବହି ହୋଇଥିବା ବେଳେ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ସେ କେବେ ହେଲେ କିଛି କୁହନ୍ତି…
Read More...

ପଞ୍ଚମ ଦିନରେ ‘ଚକଲେଟ୍ ଅଲରାଉଣ୍ଡର’ ପ୍ରତିଯୋଗିତା ! ସତ୍ୟସାଇ ମହିଳା ମହାବିଦ୍ୟାଳୟରେ ଅନୁଷ୍ଠିତ ହେଲା ସ୍ୱତନ୍ତ୍ର…

ଓଡିଶାର ନିଜର ପ୍ରଥମ ଘରୋଇ ଏଫ.ଏମ୍ ଚ୍ୟାନେଲ ରେଡିଓ ଚକଲେଟ୍ ତରଫରୁ ଆରମ୍ଭ ହୋଇଥିବା ଚକଲେଟ୍ ଅଲରାଉଣ୍ଡର ପ୍ରତିଯୋଗିତାର ଆଜି ଥିଲା ପଞ୍ଚମ ଦିନ । ପଞ୍ଚମ ଦିନରେ ସତ୍ୟସାଇ ମହିଳା ମହାବିଦ୍ୟାଳୟର ପ୍ରାୟ ୫୦ ଜଣ ଛାତ୍ରଛାତ୍ରୀ ନାଚ, ଗୀତ, କମେଡି, ଷ୍ଟୋରି ଟେଲିଙ୍ଗ ଆଦି ପ୍ରତିଯୋଗିତାରେ ଅଂଶ…
Read More...

ଆରମ୍ଭ ହେଲା ଛୋଟ ପରଦାର ବିବାଦୀୟ ଶୋ’ ବିଗ୍ ବସ୍ ସିଜିନ୍ ୧୨ : ଦେଖିବାକୁ ମିଳିଲା ‘ସଲମାନ’ଙ୍କ ଜଲୱା

ଆରମ୍ଭ ହୋଇ ଯାଇଛି ଛୋଟପରଦାର କଂଟ୍ରୋଭର୍ସିଆଲ୍ ଶୋ’ ବିଗ୍ ବସ୍ ସିଜିନ୍ ୧୨ । ସୁପରଷ୍ଟାର୍ ସଲମାନ୍ ଖାନ୍ ଏକ ଧମାକେଦାର କାର୍ଯ୍ୟକ୍ରମ ଜରିଆରେ ଆରମ୍ଭ କରିଛନ୍ତି ଏହି ପ୍ରୋଗ୍ରାମ । ସଲମାନଙ୍କ ଡ୍ୟାନ୍ସ ଧମାଲ ସହ ପ୍ରତିଯୋଗୀମାନେ ବିଗ୍ ବସ୍ ଘରେ ପ୍ରବେଶ କରିଛନ୍ତି । ଏହି ପ୍ରତିଯୋଗୀଙ୍କ…
Read More...