Browsing Category

ରାଜ୍ୟ ରାଜନୀତି

୨୦୨୪ ନିର୍ବାଚନ ପାଇଁ ସରିଲା ପ୍ରଚାର । ଅନ୍ତିମ ପରୀକ୍ଷାକୁ ଅପେକ୍ଷା, ଫଳାଫଳ ଉପରେ ନେତା-ଜନତାଙ୍କ ନଜର…

କନକ ବ୍ୟୁରୋ: ସବୁଆଡେ ଶୂନଶାନ, ସବୁଠି ନିରବତା । ସରିଗଲା ଘୋଘା, ସରିଗଲା ପ୍ରଚାର । ମାରାଥନ ରାଲି, ବିଶାଳ ଶୋଭାଯାତ୍ରାରେ ସବୁଦିନ ପାଇଁ ଲାଗିଲା ବ୍ରେକ୍ । କାରଣ ୨୦୨୪ ପାଇଁ ଆଜିଠୁ ପ୍ରଚାର ଶେଷ । ଚଳିତ ନିର୍ବାଚନରେ ଆଉ ନାହିଁ କୌଣସି ବି ପର୍ଯ୍ୟାୟ । ଜୁନ ୧ରେ ଦେଶର ଅନ୍ତିମ ତଥା ସପ୍ତମ…
Read More...

ଜାତୀୟ ଗଣମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ବଡ ବୟାନ । କହିଲେ, ପାଣ୍ଡିଆନ ନୁହଁନ୍ତି ରାଜ୍ୟବାସୀ ବାଛିବେ ମୋ ଉତ୍ତରାଧିକାରୀ

କନକ ବ୍ୟୁରୋ : ବିରୋଧୀଙ୍କ ଘନ ଘନ ଆକ୍ରମଣ ଓ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ପ୍ରଧାନମନ୍ତ୍ରୀ ପ୍ରଶ୍ନ ଉଠାଇବା ପରେ ପ୍ରେସମିଟ୍ ଡାକି ସବୁ ଅଭିଯୋଗକୁ ଖଣ୍ଡନ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ଅର୍ଥାତ ଶେଷ ପର୍ଯ୍ୟାୟ ନିର୍ବାଚନ ପ୍ରଚାରର ଶେଷ ଦିନରେ ଖବର ସରବରାହ ସଂସ୍ଥା ଏଏନଆଇକୁ…
Read More...

ନିର୍ବାଚନ ଫଳାଫଳ ପୂର୍ବରୁ ନବୀନଙ୍କ ବଡ ବୟାନ । କହିଲେ, ବିଜେଡି ପୁଣିଥରେ ସରକାର ଗଢିବ ଏବଂ ଲୋକସଭାରେ ଭଲ ପ୍ରଦର୍ଶନ…

କନକ ବ୍ୟୁରୋ : ଶେଷ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ଫଳାଫଳକୁ ନେଇ ବଡ ବୟାନ ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଚଳିତ ନିର୍ବାଚନରେ ବିଜେଡି ଭଲ ପ୍ରଦର୍ଶନ କରିବ । ଓଡ଼ିଶାରେ ପୁଣିଥରେ ବିଜେଡି ଦୃଢ ସରକାର ଗଢିବ ବୋଲି କହିଛନ୍ତି ନବୀନ । ସେହିଭଳି ଲୋକସଭା ଆସନରେ ମଧ୍ୟ ବିଜେଡିର…
Read More...

ଯଦି ପ୍ରକୃତରେ ପ୍ରଧାନମନ୍ତ୍ରୀ ମୋ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଚିନ୍ତିତ, ତେବେ ଫୋନ୍ କରିପାରିଥାନ୍ତେ । ଏମିତି…

କନକ ବ୍ୟୁରୋ : ଏଏନଆଇକୁ ସାକ୍ଷାତକାର ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ମୋ ସ୍ୱାସ୍ଥ୍ୟାବସ୍ଥା ସମ୍ପୂର୍ଣ୍ଣ ଠିକ୍ ଅଛି । ମୁଁ ସମ୍ପୂର୍ଣ୍ଣ ଫିଟ୍ ଅଛି । ବିଜେପିର କିଛି ନେତା ୧୦ ବର୍ଷ ହେବ ମୋ ସ୍ୱାସ୍ଥ୍ୟକୁ ନେଇ ଅପପ୍ରଚାର କରୁଛନ୍ତି । ସେହିଭଳି ପ୍ରଧାନମନ୍ତ୍ରୀଙ୍କ ବୟାନକୁ…
Read More...

ପାଣ୍ଡିଆନ ମୋ ଉତ୍ତରାଧିକାରୀ ନୁହନ୍ତି, ଓଡ଼ିଶାବାସୀ ସ୍ଥିର କରିବେ କିଏ ହେବ ଉତ୍ତରାଧିକାରୀ । ଶେଷ ପର୍ଯ୍ୟାୟ ନିର୍ବାଚନ…

କନକ ବ୍ୟୁରୋ : ଶେଷ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ବଡ ବୟାନ ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଏଏନଆଇକୁ ଦେଇଥିବା ସାକ୍ଷାତକାରରେ ନବୀନ କହିଛନ୍ତି, ପାଣ୍ଡିଆନ ମୋ ଉତ୍ତରାଧିକାରୀ ନୁହନ୍ତି ବରଂ ଉତ୍ତରାଧିକାରୀ କିଏ ହେବ ତାହା ରାଜ୍ୟବାସୀ ନିଷ୍ପତ୍ତି ନେବେ ବୋଲି କହିଛନ୍ତି…
Read More...

ପ୍ରତିଶ୍ରୁତି ଦେଇ ଭୁଲିଯାଆନ୍ତି, ନିର୍ବାଚନ ଆସିଲେ ଭୋଟ୍ ମାଗିବାକୁ ଆସନ୍ତି କେନ୍ଦ୍ରୀୟ ନେତା । ବାହାନଗାରୁ…

କନକ ବ୍ୟୁରୋ : ବାହାନଗାରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ ଭି.କେ ପାଣ୍ଡିଆନ । ଭୋଟ୍ ମାଗିବା ସହ ବିରୋଧୀଙ୍କୁ ଟାର୍ଗେଟ୍ କରିଛନ୍ତି । ପାଣ୍ଡିଆନ୍ କହିଛନ୍ତି, କେନ୍ଦ୍ରରେ ଥିବା ବିଜେପି ସରକାର କହିଥିଲେ, ଆମେ ଶାସନକୁ ଆସିଲେ ଦରଦାମ୍ କମ୍ କରିବୁ । ପେଟ୍ରୋଲ୍ ଡିଜେଲ୍ ଓ ଏଲପିଜି ଦର…
Read More...

ଓଡ଼ିଶାରେ ବିଜେପି-ବିଜେଡି ପାର୍ଟନରସିପ ଚାଲିଛି, ଏହାକୁ ନିଶ୍ଚୟ ଭାଙ୍ଗିବୁ । ସିମୁଳିଆ ସଭାରୁ ବିଜେଡି ଓ ବିଜେପି ଉପରେ…

କନକ ବ୍ୟୁରୋ : ସିମୁଳିଆରେ ରାହୁଲଙ୍କ ଜନସଭା । ବିଶାଳ ଜନସଭାକୁ ସମ୍ବୋଧିତ କରିବା ସହ ପ୍ରଥମରୁ ବିଜେପିର କେନ୍ଦ୍ର ସରକାର ଉପରେ ବର୍ଷିଛନ୍ତି । ରାହୁଲ କହିଛନ୍ତି, ଏହା ପ୍ରଥମ ନିର୍ବାଚନ ଯେଉଁଠି ସମ୍ବିଧାନକୁ ବଞ୍ଚାଇବାକୁ ଲଢେଇ କରୁଛି ଇଣ୍ଡିଆ ମେଣ୍ଟ । ଅନ୍ୟପଟେ ବିଜେପି ଓ ଆରଏସଏସ ଲୋକ…
Read More...

ବିଜେପି ନିଜର ଜ୍ୟୋତିଷ ପରିବର୍ତ୍ତନ କରୁ, ଯାହା ଆକଳନ କରୁଛି ଫେଲ ମାରୁଛି । ସାମ୍ବାଦିକ ସମ୍ମିଳନୀରେ ବିଜେପିକୁ…

କନକ ବ୍ୟୁରୋ : ବିଜେଡିରେ ୬ ମାସରେ ବିସ୍ଫୋରଣ ହେବା ନେଇ ପ୍ରଧାନମନ୍ତ୍ରୀ ମୋଦୀ କହିବା ପରେ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ନେତା ଭି.କେ ପାଣ୍ଡିଆନ୍ । ବିଜେପି ନିଜର ଜ୍ୟୋତିଷ ପରିବର୍ତନ କରିବାକୁ ପାଣ୍ଡିଆନ୍ ପରାମର୍ଶ ଦେଇଛନ୍ତି । ବିଜେପି ସବୁବେଳେ ନିଜର ରଣନୀତି ପରିବର୍ତନ କରୁଛି । …
Read More...

ବ୍ୟକ୍ତିଗତ ଆକ୍ଷେପ କରିବା ବିଜେପିର ଷ୍ଟାଣ୍ଡାର୍ଡ ଫର୍ମୁଲା । ମୋଦୀଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖିଲେ ଭି.କେ…

କନକ ବ୍ୟୁରୋ : ମୋଦୀଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖିଲେ ଭି.କେ ପାଣ୍ଡିଆନ୍ । କଟାକ୍ଷ କରି କହିଲେ, ବିଜେପି ନିଜର ଜ୍ୟୋତିଷ ପରିବର୍ତ୍ତନ କରୁ । ବିଜେପି ସବୁବେଳେ ନିଜର ଷ୍ଟ୍ରାଟେଜି ପରିବର୍ତ୍ତନ କରୁଛି । ସବୁ ରାଜ୍ୟରେ ବ୍ୟକ୍ତିଗତ ଆକ୍ଷେପ କରେ ବିଜେପି । ବ୍ୟକ୍ତିଗତ ସ୍ତରରେ ଆକ୍ଷେପ…
Read More...

ହେଲିକପ୍ଟର ଦେଖାଇବାକୁ କହି ଲୋକଙ୍କୁ ଜନସଭାକୁ ଆଣୁଛି ବିଜେଡି । ଅଭିଯୋଗ ଆଣିଲା କଂଗ୍ରେସ

କନକ ବ୍ୟୁରୋ : ଜୁନ ୧ରେ ଜଳେଶ୍ୱର ନିର୍ବାଚନ ମଣ୍ଡଳୀ ପାଇଁ ପଡ଼ିବ ଭୋଟ । ଏଥିପାଇଁ ବିଭିନ୍ନ ସ୍ଥାନରେ ପଥପ୍ରାନ୍ତ ସଭା ଓ ଜନସଭା କରି ଭୋଟ ମାଗୁଛନ୍ତି କଂଗ୍ରେସ ପ୍ରାର୍ଥୀ ସୁଦର୍ଶନ ଦାସ । ତାଙ୍କ ସହ ବାଲେଶ୍ୱର ସାଂସଦ ପ୍ରାର୍ଥୀ ଶ୍ରୀକାନ୍ତ ଜେନା ମଧ୍ୟ ପ୍ରଚାର କରିଛନ୍ତି । ଦୁର୍ନୀତି କଥା…
Read More...