Browsing Category

ବିଜେପୁର

ଅଗ୍ନିପରୀକ୍ଷା ହେବ ବିଜେପୁର ! ନେତାଙ୍କୁ ନେଇ ନବୀନଙ୍କ ବୈଠକ, ଶାହାଙ୍କ ରଣନୀତିର ଅସଲ ପରୀକ୍ଷା . . କଂଗ୍ରେସ ପାଇଁ…

କନକ ବ୍ୟୁରୋ : ବିଜେପୁର ଉପନିର୍ବାଚନ ପାଇଁ ବିଗୁଲ ବାଜିନି, ହେଲେ ରାଜନୈତିକ ସ୍ତରରେ ରଣନୀତି ତିଆରି ଆରମ୍ଭ ହୋଇଛି । ଆଗରେ ଅଛି ଶାସକ ବିଜେଡି । ନବୀନ ନିବାସରେ ଆଜି ବରଗଡ ପର୍ଯବେକ୍ଷକଙ୍କ ସମେତ ଜିଲ୍ଲାର ଟାଣୁଆ ନେତାଙ୍କୁ ନେଇ ନବୀନ କରିଥିଲେ ପ୍ରସ୍ତୁତି ବୈଠକ । ସୂଚନା ଅନୁସାରେ, ଦଳ…
Read More...

ମାଲକାନଗିରି ସୀମାରେ ମାଓବାଦୀଙ୍କ ହିଂସାକାଣ୍ଡ ! ଓଡ଼ିଶା-ଛତିଶଗଡ ସୀମା ବିଜାପୁରରେ ଯାତ୍ରୀବାହୀ ବସ ଜାଳିଦେଲେ ନକ୍ସଲ

କନକ ବ୍ୟୁରୋ: ମାଲକାନଗିରି ସୀମାରେ ମାଓବାଦୀଙ୍କ ହିଂସାକାଣ୍ଡ । ଓଡ଼ିଶା-ଛତିଶଗଡ ସୀମା ବିଜାପୁରରେ ଯାତ୍ରୀବାହୀ ବସ ଜାଳିଦେଇଛନ୍ତି ମାଓବାଦୀ । ଭୋପାଳପାଟନମରୁ ବୋରେଗୁଡା ଯାଉଥିବା ଏକ ଯାତ୍ରୀବାହୀ ବସରେ ନିଆଁ ଲଗାଇଦେଇଛନ୍ତି ମାଓବାଦୀ । ସମସ୍ତ ଯାତ୍ରୀଙ୍କୁ ବସରୁ ଓହ୍ଲାଇବା ପରେ ବସରେ ନିଆଁ…
Read More...

ବିଧାନସଭା ଆରମ୍ଭରୁ ହଙ୍ଗାମା ! ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ପ୍ରସଙ୍ଗରେ ଶାସକ ଦଳ ବିଧାୟକଙ୍କ ହୋହାଲ୍ଲା,…

କନକ ବ୍ୟୁରୋ : ବିଧାନସଭାର ମୌସୁମୀ ଅଧିବେସନର ଦ୍ୱିତୀୟ ଦିନ ଆରମ୍ଭରୁ ହଟ୍ଟଗୋଳ । ଗୃହ କାର୍ଯ୍ୟ ଆରମ୍ଭରୁ ଶାସକ ଦଳର ବିଧାୟକମାନେ ଗୃହରେ ହଙ୍ଗାମା କରିଛନ୍ତି । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ପ୍ରସଙ୍ଗ ଉଠାଇଛି ଶାସକ ଦଳ । କେନ୍ଦ୍ର ସରକାର ନୀତି ନିର୍ଦ୍ଧାରଣ କରିବା ଦାବିରେ ନିଜ…
Read More...

ବିଧାନସଭା ମୌସୁମୀ ଅଧିବେଶନର ପ୍ରଥମ ଦିନ ! ଦିବଙ୍ଗତ ସଦସ୍ୟଙ୍କ ସ୍ମୃତିରେ ଗୃହ ମୂଲତବୀ

କନକ ବ୍ୟୁରୋ: ଓଡିଶା ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହୋଇଛି । ପ୍ରଥମ ଦିନରେ ଦିବଙ୍ଗତ ସଦସ୍ୟ ଓ ସହୀଦ କନେଷ୍ଟବଳଙ୍କ ସମ୍ମାନାର୍ଥେ ଆସନ୍ତାକାଲି ଶୁକ୍ରବାର ପର୍ଯ୍ୟନ୍ତ ଗୃହକୁ ମୂଲତବୀ ଘୋଷଣା କରିଛନ୍ତିି ବାଚସ୍ପତି । ମୌସୁମୀ ଅଧିବେଶନର ପ୍ରଥମ ଦିନରେ ଦିବଙ୍ଗତ ସଦସ୍ୟଙ୍କୁ ଦିଆଗଲା…
Read More...

ଆଜିଠାରୁ ବିଧାନସଭା ଅଧିବେଶନ : ବିଚାର ଓ ପାରିତ ପାଇଁ ଆସିପାରେ ୯ଟି ବିଲ୍‌

କନକ ବ୍ୟୁରୋ : ଗୁରୁବାରଠାରୁ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେବ। ୧୬ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ସ୍ୱଳ୍ପକାଳୀନ ଅଧିବେଶନରେ ମୋଟ ୮ଟି କାର୍ଯ୍ୟଦିବସ ରହିଛି । ଏ ମଧ୍ୟରେ ୬ଟି ସରକାରୀ ଓ ୨ଟି ବେସରକାରୀ କାର୍ଯ୍ୟଦିବସ । ଗୁରୁବାର ସକାଳ ୧୧ଟାରେ ଅଧିବେଶନ ଆରମ୍ଭ ହେବ ଓ…
Read More...

ବିଜେପୁରରେ ଅଗ୍ନିପରୀକ୍ଷା ! ସୁବଳ ସାହୁଙ୍କ ଦେହାନ୍ତ ପରେ ବିଜେପୁରରେ ଉପନିର୍ବାଚନ ନେଇ ଚର୍ଚ୍ଚା

କନକ ବ୍ୟୁରୋ: ବିଜେପୁରରେ ଅଗ୍ନିପରୀକ୍ଷା ଦିବଂଗତ କଂଗ୍ରେସ ବିଧାୟକ ସୁବଳ ସାହୁଙ୍କ ଦ୍ୱାଦଶାହ ଅବସରରେ ଦଳମତ ନିର୍ବିଶେଷରେ ହଜାର ହଜାର ଲୋକ ବରପାଲିରେ ଯୋଗ ଦେଇଥିଲେ । ସ୍ୱର୍ଗତ ସାହୁଙ୍କର ଦ୍ୱାଦଶାହ କାର୍ଯ୍ୟକ୍ରମ ଶେଷ ହେବା ସହିତ ବରଗଡ଼ ଜିଲ୍ଲାର ବିଜେପୁର ବିଧାନସଭା ଆସନରେ ଉପନିର୍ବାଚନ…
Read More...

ଅଗ୍ନିପରୀକ୍ଷା ହେବ ବିଜେପୁର ! ଲଢେଇ ତ୍ରିମୁଖୀ . . ଗଡ ବଂଚାଇବ କଂଗ୍ରେସ, ନା ଧସେଇ ପଶିବ ବିଜେଡି? ପତିଆରା…

ବିଜେପୁର ପାଲଟିବ ରାଜ୍ୟ ରାଜନୀତିର ବ୍ୟାଟଲ ଗ୍ରାଉଣ୍ଡ । କଂଗ୍ରେସ ବିଧାୟକ ସୁବଳ ସାହୁଙ୍କ ଦେହାନ୍ତ ପରେ ଏହି ଆସନ ପାଇଁ ଉପନିର୍ବାଚନ ହେବା ନିଶ୍ଚିତ । ସାଧାରଣ ନିର୍ବାଚନ ଆହୁରି ୨୦ ମାସ ଥିବା ବେଳେ ଉପ ନିର୍ବାଚନ ପାଇଁ ତତଲା ପବନ ବହିବା ଆରମ୍ଭ କଲାଣି । ରାଜନୈତିକ ଅଙ୍କକଷା ସହ ପ୍ରତି…
Read More...

ଉପନିର୍ବାଚନ ହେବ ଅଗ୍ନିପରୀକ୍ଷା ! ସଂକେତ ମିଳିବ, ଓଡିଶାର ମୁଡ୍ କଣ? ବଦଳୁଛି କି ରାଜନୀତିର ପାଣିପାଗ

କଂଗ୍ରେସ ବିଧାୟକ ସୁବଳ ସାହୁଙ୍କ ଦେହାନ୍ତ ପରେ ଏବେ ନଜର ଆଗକୁ ହେବାକୁ ଥିବା ଉପନିର୍ବାଚନ ଉପରେ । ବ୍ୟବସ୍ଥା ଅନୁସାରେ ୬ ମାସ ଭିତରେ ହବେ ଉପ-ନିର୍ବାଚନ । ସାଧାରଣ ନିର୍ବାଚନ ଆହୁରି ୨୦ ମାସ ଥିବା ବେଳେ ରାଜ୍ୟ ରାଜନୀତିରେ ଏବେ ଉପ ନିର୍ବାଚନ ପାଇଁ ତତଲା ପବନ ବହିବା ଆରମ୍ଭ କଲାଣି ।…
Read More...

କଂଗ୍ରେସ ବିଧାୟକ ସୁବଳ ସାହୁଙ୍କ ପରଲୋକ ! ପଶ୍ଚିମ ଓଡିଶାର ଟାଣୁଆ ନେତା ଥିଲେ ସୁବଳ

କନକ ବ୍ୟୁରୋ: ବରିଷ୍ଠ କଂଗ୍ରେସ ନେତା ତଥା ବିଜେପୁର ବିଧାୟକ ସୁବଳ ସାହୁଙ୍କ ପରଲୋକ ହୋଇଛି । ରାଜଧାନୀ ଭୁବନେଶ୍ୱରର ଏକ ଘରୋଇ ହସପିଟାଲରେ ତାଙ୍କର ମୃତ୍ୟୁ ହୋଇଛି । ଗତ ୮ମାସ ତଳେ ସେ ଅର୍ଶ ରୋଗରେ ପିଡୀତ ଥିବା ବେଳେ ପରେ ତାଙ୍କୁ କ୍ୟାନସର ହୋଇଥିବା ଜଣାପଡିଥିଲା । ସେ ପ୍ରଥମେ ମୁମ୍ବାଇରେ…
Read More...

ବରଗଡ : ମେଲଛାମୁଣ୍ଡା ଥାନାରେ ନିଆଁ ଲଗାଇଲେ ଉତ୍ୟକ୍ତ ଗ୍ରାମବାସୀ

କନକ ବ୍ୟୁରୋ : ବରଗଡ଼ ଜିଲ୍ଲାର ମେଲଛାମୁଣ୍ଡା ଥାନାରେ ଉତ୍ୟକ୍ତ ଗ୍ରାମବାସୀ ନିଆଁ ଲଗାଇ ବ୍ୟାପକ ଜଳାପୋଡ଼ା କରିଛନ୍ତି । ୪ ବର୍ଷର ନିଖୋଜ ଶିଶୁ ପୁତ୍ର ପୀୟୁଷ ଜୈନର ଶବ ଉଦ୍ଧାର ହେବା ପରେ ଲୋକେ ଏହି କାଣ୍ଡ ଭିଆଇଛନ୍ତି । ଶିଶୁ ପୁତ୍ର ଶବକୁ ନେଇ ପ୍ରଥମେ ବରଗଡ ଏସପିଙ୍କ ଅଫିସ ଆଗରେ ଧାରଣା…
Read More...