Browsing Category

ବିଜେପୁର

ବିଜେପୁରରେ ବିଜେଡିର ବାଜି ରୀତା ସାହୁ !

କନକ ବ୍ୟୁରୋ : ବିଜେପୁର ବିବାଦରେ ପୂର୍ଣ୍ଣଛେଦ ଟାଣିଲେ ବିଜେଡି ସୁପ୍ରିମୋ । ଦିବଙ୍ଗତ ବିଧାୟକ ସୁବଳ ସାହୁଙ୍କ ପତ୍ନୀ ରୀତା ସାହୁଙ୍କ ନାଁରେ ମୋହର ମାରିଛନ୍ତି ନବୀନ ପଟ୍ଟନାୟକ । ବିଜେପୁର ଉପ-ନିର୍ବାଚନରେ ରିତା ସାହୁଙ୍କୁ ବିଜେଡି, ପ୍ରାର୍ଥୀ କରିବ ବୋଲି ନବୀନ ଘୋଷଣା କରିଛନ୍ତି । ଦୁଇ…
Read More...

ବିଜେପୁର ବିଜୟ ପାଇଁ ‘ରୀତା’ଙ୍କ ନାଁରେ ବାଜି ଖେଳିଲେ ନବୀନ । ତୃଣମୁଳ ସ୍ତରରେ ମିଳିବ ତ’ କର୍ମୀଙ୍କ ସହଯୋଗ?

କନକ ବ୍ୟୁରୋ : ବିଜେପୁରରେ ରୀତା ସାହୁଙ୍କ ପ୍ରାର୍ଥୀତ୍ୱକୁ ନେଇ ଲାଗି ରହିଥିବା ସସପେନ୍ସରୁ ପରଦା ଉଠାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜେପୁରରୁ ବିଜେଡିର ପ୍ରାର୍ଥୀ ଭାବେ ରୀତା ସାହୁଙ୍କ ନାମ ଘୋଷଣା କରିଛନ୍ତି ନବୀନ । ଏହାଫଳରେ ବିଜେପୁରରେ ରୀତା ସାହୁଙ୍କୁ ନେଇ ଲାଗି ରହିଥିବା…
Read More...

ବରଗଡ଼ ବିଜେଡି ରାଜନୀତିରେ ଛକାପଂଝା ! ବିଜେପୁରରେ ରୀତା ସାହୁଙ୍କ ସମ୍ଭାବ୍ୟ ପ୍ରାର୍ଥିତ୍ୱ ଚର୍ଚ୍ଚାକୁ ଖଣ୍ଡନ କଲେ…

କନକ ବ୍ୟୁରୋ : ଶନିବାର ଦିନ ବିଜେପୁରର ଦିବଙ୍ଗତ ବିଧାୟକ ସୁବଳ ସାହୁଙ୍କ ପତ୍ନୀ ଓ ପୁଅ ବିଜେଡିରେ ମିଶିବା ପରେ ବରଗଡ଼ ରାଜନୀତି ସରଗରମ ହୋଇଛି । ଆସନ୍ତା ନିର୍ବାଚନରେ ସୁବଳଙ୍କ ପତ୍ନୀ ରୀତା ସାହୁ ବିଜେଡି ଟିକେଟରେ ବିଜେପୁରରୁ ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା ହେଉଛି । ଏହା ଉପରେ…
Read More...

ନବୀନଙ୍କୁ ତଥାଗତ ଦେବେ କି ଟ୍ୱିଟର ବାର୍ତ୍ତା ! ମୁଁ ହିନ୍ଦୀ ବୁଝେନି ବିଜେପୁର ଜନତା ବୁଝିବେ କିଭଳି? ସାଂସଦ ଦେଖାଇବେ…

Replied in Oriya to Hon'ble Union Minister Sri Narendra S Tomar expressing inability to comprehend his Hindi letter. -TS pic.twitter.com/gRVfgUrOln — Office of T Satpathy (@SatpathyLive) August 19, 2017 କିଛି ଦିନ ଆଗରୁ ହିନ୍ଦୀ ଭାଷା…
Read More...

ନବୀନଙ୍କ ବିଜେପୁର ଗୋଟିଚାଳନା ! ସିଂ ହେଲେ କିଙ୍ଗ୍ , କ୍ଷମତା ହରାଇଲା ଆଚାର୍ଯ୍ୟ ପରିବାର . . ସୁଶାନ୍ତ ସିଂ ହେଲେ…

ବିଜେଡିରେ ମିଶିଲେ ଦିବଂଗତ ବିଧାୟକ ସୁବଳ ସାହୁଙ୍କ ପରିବାର । ୩ ହଜାର ସମର୍ଥକଙ୍କ ସହ ଆସି ନବୀନଙ୍କ ନୀତି, ଆଦର୍ଶ ଆଉ ବିକାଶର ଧାରାକୁ ସମର୍ଥନ ଜଣାଇ ଶଙ୍ଖ ଫୁଙ୍କିଲେ । ଗଣମାଧ୍ୟମରେ ଏସବୁ ଶଦ୍ଦ ଦେହସୁହା ହୋଇଗଲାଣି । ନେତା ମାନେ ମଧ୍ୟ ଏସବୁ ଶଦ୍ଦକୁ ଘୋଷିଦେଲେଣି । ଯେତେବେଳେ ଆବଶ୍ୟକ…
Read More...

ବିଜେପୁର ଲଢେଇ ! ଆଜି ବିଜେଡିରେ ମିଶିବେ ସ୍ୱଗର୍ତ ବିଧାୟକ ସୁବଳ ସାହୁଙ୍କ ପରିବାର, ନୂଆ ରଣନୀତି ସହ ମଇଦାନକୁ ଓହ୍ଲାଇବ…

କନକ ବ୍ୟରୋ : ଆଜି ବିଜେଡିରେ ଯୋଗଦେବେ ବିଜେପୁରର ଦିବଗଂତ ବିଧାୟକ ସୁବଳ ସାହୁଙ୍କ ପରିବାର । ନବୀନ ନିବାସ ଆସି ସୁବଳଙ୍କ ପତ୍ନୀ, ପୁଅ ଓ ତାଙ୍କର ହଜାର ହଜାର ସମର୍ଥକ ଆଜି ଦିନ ୧୧ଟା ବେଳେ ବିଜେଡିରେ ଯୋଗ ଦେବେ । ପାଖାପାଖି ୩୫୦ରୁ ୪୦୦ ଗାଡିରେ ସୁବଳଙ୍କ ହଜାର ହଜାର ସମର୍ଥକ ଭୁବନେଶ୍ୱର…
Read More...

ସୁବଳ ସାହୁଙ୍କ ପତ୍ନୀ ହୋଇପାରନ୍ତି ବିଜେଡିର ବିଧାୟକ ପ୍ରାର୍ଥୀ ! ବିଜେପୁର ଉପନିର୍ବାଚନ ପାଇଁ ସରଗରମ ହେଲା ରାଜନୀତି

କନକ ବ୍ୟୁରୋ : ବିଜେଡିରେ ମିଶିବେ ବିଜେପୁରର ଦିବଗଂତ ବିଧାୟକ ସୁବଳ ସାହୁଙ୍କ ପରିବାର । ସୁବଳଙ୍କ ପତ୍ନୀ, ତାଙ୍କ ପୁଅ ଓ ସମର୍ଥକମାନେ ମଧ୍ୟ ବିଜେଡିରେ ମିଶିବେ । ଏଥିସହ ଉପନିର୍ବାଚନରେ ସୁବଳଙ୍କ ପତ୍ନୀ ନିର୍ବାଚନ ଲଢିବେ । ଆସନ୍ତା ୨୩ତାରିଖରେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ…
Read More...

ବିଜେଡ଼ିରେ ମିଶିବେ ସୁବଳଙ୍କ ପରିବାର ! ସ୍ପଷ୍ଟ କଲେ ବିଧାୟକଙ୍କ ପୁଅ

କନକ ବ୍ୟୁରୋ : ବିଜେଡ଼ିରେ ମିଶିବେ ସୁବଳଙ୍କ ପରିବାର । ନିକଟରେ ପରଲୋକ ଘଟିଥିବା ବରଗଡ଼ ଜିଲ୍ଲା ବିଜେପୁର ନିର୍ବାଚନ ମଣ୍ଡଳୀର ବିଧାୟକ ସ୍ୱର୍ଗତ ସୁବଳ ସାହୁଙ୍କ ପରିବାର ବିଜୁ ଜନତା ଦଳରେ ସାମିଲ ହେବେ । ସ୍ୱର୍ଗତ ବିଧାୟକ ସୁବଳ ସାହୁଙ୍କ ପୁଅ ସୁମିତ ସାହୁ ଗୁରୁବାର ଏହା ସ୍ପଷ୍ଟ କରିଛନ୍ତି ।…
Read More...

ବିଜେଡିରେ ମିଶିବେ ଦିବଂଗତ କଂଗ୍ରେସ୍ ବିଧାୟକ ସୁବଳ ସାହୁଙ୍କ ପରିବାର !

କନକ ବ୍ୟୁରୋ : ବିଜେଡିରେ ମିଶିପାରନ୍ତି ବିଜେପୁରର ଦିବଗଂତ ବିଧାୟକ ସୁବଳ ସାହୁଙ୍କ ପରିବାର । ସୁବଳଙ୍କ ପତ୍ନୀ, ତାଙ୍କ ପୁଅ ଓ ସମର୍ଥକମାନେ ବିଜେଡିରେ ମିଶିବେ । ଆସନ୍ତା ୨୩ତାରିଖରେ ନବୀନ ନିବାସରେ ନବୀନଙ୍କ ଭେଟିବା ସହ ବିଜେଡିରେ ଯୋଗଦେବେ । ଏହି ସୂଚନା ଦେଇଛନ୍ତି ଶ୍ରମ ମନ୍ତ୍ରୀ…
Read More...

ବିଜେପିର ୧୨୦ ବନାମ ବିଜେଡିର ୧୨୩ ! ସଂଖ୍ୟାକୁ ନେଇ ଅଙ୍କକଷା, ହେଲେ ସମୀକରଣ ନିର୍ଦ୍ଧାରଣ କରିବ କିଏ ରାଜନୀତିର…

କନକ ବ୍ୟୁରୋ : ରାଜ୍ୟରେ ବିଧାନସଭା ନିର୍ବାଚନ ଆହୁରି ଦେଢ ବର୍ଷ ବାକି ଅଛି । ହେଲେ ରାଜ୍ୟ ରାଜନୈତିକ ବାତାବରଣ ବେଶ ଉଷ୍ମ ହେବାରେ ଲାଗିଲାଣି । ସଂସଦ ପାଇଁ ହେବାକୁ ଥିବା ନିର୍ବାଚନ ସାଙ୍ଗରେ ରାଜ୍ୟରେ ବିଧାନସଭା ନିର୍ବାଚନ ହେବ । ଯଦି ଆଗୁଆ ନିର୍ବାଚନ ନ’ହୁଏ ତେବେ ୨୦୧୯ ମାର୍ଚ୍ଚ ମାସ…
Read More...