ବାଇଲ ପ୍ରତ୍ୟାହାର ଦାବିରେ ଏଏସଆଇ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା : ସ୍ମାରକପତ୍ର ଦେବାକୁ ଯିବାବେଳେ ସୁପରିଟେଣ୍ଡେଂଟ ନଥିବାରୁ ବ୍ରହ୍ମେଶ୍ୱରପାଟଣାବାସୀଙ୍କ ଧାରଣା; ସେପଟେ ଏକାମ୍ର କ୍ଷେତ୍ରରେ ପ୍ରତ୍ୟାହାର ଦାବି କରି ରାଜ୍ୟପାଳଙ୍କୁ ଦାବି ପତ୍ର ଦେଲା କଂଗ୍ରେସ

8