ଏପର୍ଯ୍ୟନ୍ତ ୧୫ଟି ଦେଶକୁ କୋଭିଡ୍ ଟିକା ଯୋଗାଇଛି ଭାରତ । ଏବେ ବି ଧାଡିରେ ଅଛନ୍ତି ଆହୁରି ୨୫ ଦେଶ । ସୂଚନା ଦେବେ…

କନକ ବ୍ୟୁରୋ: ଭାରତ ଏପର୍ଯ୍ୟନ୍ତ ୧୫ଟି ଦେଶକୁ କୋଭିଡ୍-୧୯ ଟିକା ଯୋଗାଇ ଦେଇଛି । ଆହୁରି ୨୫ଟି ଦେଶ ବିଭିନ୍ନ ସ୍ତରରେ ଭାରତ ପ୍ରସ୍ତୁତ କୋଭିଡ୍ ଟିକା ପାଇଁ ଧାଡିରେ ଅଛନ୍ତି ବୋଲି କହିଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର । ତେବେ ଏହି ଟିକା ପାଇଁ ଲାଗିଥିବା ଧାଡିରେ ତିନି ବର୍ଗର…

ସରଗରମ ହେଉଛି ପଶ୍ଚିମବଙ୍ଗ ରାଜନୀତି । ବିଜେପିର ପରିବର୍ତନ ଯାତ୍ରା ଚାଲିଥିବା ବେଳେ ଆସନ୍ତାକାଲି ପଶ୍ଚିମବଙ୍ଗ ଯିବେ…

କନକ ବ୍ୟୁରୋ: ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ଯେତିକି ପାଖେଇ ଆସୁଛି, ରାଜନୈତିକ ବାତାବରଣ ସେତିକି ଉଷ୍ମ ହେବାରେ ଲାଗିଛି। ଆସନ୍ତାକାଲି ପଶ୍ଚିମବଙ୍ଗ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ବିଜେପିର ପରିବର୍ତନ ଯାତ୍ରାରେ ସେ ଯୋଗ ଦେବା କାର୍ଯ୍ୟକ୍ରମ ରହିଛି । ଏହାସହ ବିଭିନ୍ନ…

ଲଭ ଜିହାଦ୍ ଆଇନ୍ ଆଣିବାକୁ ନେଇ ପଛଘୁଞ୍ଚା ଦେଲେ ଗୁଜୁରାଟ ସରକାର । ବିଶେଷଜ୍ଞ ଓ ଏଜିଙ୍କ ପରାମର୍ଶ ପରେ ବଡ ନିଷ୍ପତ୍ତି

କନକ ବ୍ୟୁରୋ: ଲଭ୍ ଜିହାଦ ଆଇନ ଆଣିବାକୁ ପଛ ଘୁଂଚା ଦେଲେ ଗୁଜୁରାଟ ସରକାର । ଲଭ ଜିହାଦ ଆଇନ ରାଜ୍ୟରେ ଲାଗୁ ନକରିବା ପାଇଁ ବିଜୟୀ ରୁପାଣୀଙ୍କ ସରକାର ନିଷ୍ପତି ନେଇଛନ୍ତି । ପୂର୍ବରୁ ଗୁଜରାଟରେ ଧର୍ମାନ୍ତରୀକରଣକୁ ନେଇ ଆଇନ ରହିଥିବାରୁ ଏପରି ନିଷ୍ପତି ନିଆଯାଇଥିବା ଜଣାପଡିଛି । ଏହାଛଡା…

ଆମେରିକାରେ ଭାଙ୍ଗିବ ଦୀର୍ଘ ବର୍ଷର ପରମ୍ପରା । ଡୋନାଲ୍ଡ ଟ୍ରମ୍ପଙ୍କୁ ଗୋପନୀୟ ସୂଚନା ଦେବ ନାହିଁ ବାଇଡେନ ସରକାର ।

କନକ ବ୍ୟୁରୋ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଗୋପନୀୟ ସୂଚନା ଦେବ ନାହିଁ ବାଇଡେନ ସରକାର । ଦୀର୍ଘ ଦିନ ହେଲା ଅନୁସରଣ କରାଯାଇ ଆସୁଥିବା ଏହି ପରମ୍ପରା ଭାଙ୍ଗିବାକୁ ଯାଉଛି । ଆମେରିକାର ଏକ ଟିଭି ଚ୍ୟାନଲେକୁ ସାକ୍ଷାତକାର ଦେଇ ରାଷ୍ଟ୍ରପତି ଜୋ ବାଇଡେନ ଏହା ସ୍ପଷ୍ଟ…

ନବଦ୍ୱୀପରେ ନଡ୍ଡାଙ୍କ ପରିବର୍ତ୍ତନ ରଥଯାତ୍ରା । ମମତାଙ୍କ ଉପରେ ବର୍ଷିଲେ ବିଜେପି ଅଧ୍ୟକ୍ଷ । ବେଙ୍ଗଲ ରାଜନୀତି ସରଗରମ…

କନକ ବ୍ୟୁରୋ: ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ନୂଆ ସମ୍ଭାବନା ହୋଇ ସାମ୍ନାକୁ ଆସୁଛି ବିଜେପି । ଆଉ ଏପରି ସମୟରେ ଦଳୀୟ କର୍ମୀଙ୍କ ମନରେ ନୂଆ ଉତ୍ସାହ ଓ ଜୋସ ଭରି ଦେବାକୁ ପଶ୍ଚିମବଙ୍ଗର ନବଦ୍ୱୀପରେ ପରିବର୍ତନ ରଥଯାତ୍ରାର ଶୁଭାରମ୍ଭ କରିଛନ୍ତି ବିଜେପି ରାଷ୍ଟ୍ରୀୟ…

ଶାନ୍ତିପୂର୍ଣ୍ଣ ଭାବେ ଶେଷ ହେଲା କୃଷକଙ୍କ ଚକାବନ୍ଦ ଆନ୍ଦୋଳନ । ଆଇନ୍ ପ୍ରତ୍ୟାହାର କରିବାକୁ ୨ ତାରିଖ ଯାଏଁ ସମୟ ଦେଲେ…

କନକ ବ୍ୟୁରୋ: ଦେଶବ୍ୟାପୀ ୩ ଘଂଟିଆ ଚକାବନ୍ଦ ଆନ୍ଦୋଳନରୁ ଦିଲ୍ଲୀକୁ ବାଦ ଦେଇଥିଲେ ଚାଷୀ ସଂଗଠନ । ହେଲେ ସବୁଠୁ ଅଧିକ କଡା ସୁରକ୍ଷାର ବନ୍ଦୋବସ୍ତ କରାଯାଇଥିଲା ଦେଶର ରାଜଧାନୀ ଦିଲ୍ଲୀରେ । ଜାନୁୟାରୀ ୨୬ରେ ଟ୍ରାକ୍ଟର ରାଲିର ଉପଦ୍ରବ ଓ ଲାଲକିଲ୍ଲାରେ ହିଂସାର ତିକ୍ତ ଅନୁଭୁତି ଦିଲ୍ଲୀ…