ନୟାଗଡରେ ଶିକ୍ଷୟିତ୍ରୀଙ୍କ ତଣ୍ଟି କାଟିଲା ଯୁବକ । ନିଜେ ମଧ୍ୟ ଆତ୍ମହତ୍ୟା କରିବାକୁ ଉଦ୍ୟମ । ଗୁରୁତର ଅବସ୍ଥାରେ…

କନକ ବ୍ୟୁରୋ: ଶରଣକୁଳ ଥାନା ଅନ୍ତର୍ଗତ ଗୋଡିପଡାରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଜଣେ ସ୍କୁଲ ଶିକ୍ଷୟିତ୍ରୀଙ୍କ ତଣ୍ଟି କାଟିଦେଇଛି ଜଣେ ଯୁବକ। ଶିକ୍ଷୟିତ୍ରୀଙ୍କ ତଣ୍ଟି କାଟିବା ପରେ ଅଭିଯୁକ୍ତ ଯୁବକ ନିଜର ତଣ୍ଟି କାଟି ଆତ୍ମହତ୍ୟା ଉଦ୍ୟମ କରିଛି। ଉଭୟଙ୍କୁ ନୟାଗଡ଼ ଜିଲ୍ଲା ମୁଖ୍ୟ…

ମଧ୍ୟପ୍ରଦେଶ ଫେରିଯିବ ବାଘୁଣୀ ସୁନ୍ଦରୀ । ମଧ୍ୟପ୍ରଦେଶ ବନ ବିଭାଗ ପକ୍ଷରୁ ପ୍ରକ୍ରିୟା ଆରମ୍ଭ

କନକ ବ୍ୟୁରୋ: ମଧ୍ୟପ୍ରଦେଶ ଫେରିଯିବ ବାଘୁଣୀ ସୁନ୍ଦରୀ । ସୁନ୍ଦରୀକୁ ମଧ୍ୟପ୍ରଦେଶ ଫେରାଇ ନେବା ପାଇଁ ମଧ୍ୟପ୍ରଦେଶ ବନ ବିଭାଗ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି । ଏନେଇ ଓଡ଼ିଶା ପିସିସିଏପ୍ ହରିଶଙ୍କର ଉପାଧ୍ୟାୟ ସୂଚନା ଦେଇଛନ୍ତି । ବାଘୁଣୀ ସୁନ୍ଦରୀକୁ ମଧ୍ୟପ୍ରଦେଶ ନିଆଯାଇ ସେଠାରେ…

ମମତା ବାନାର୍ଜୀଙ୍କ ଚିନ୍ତା ବଢିଲା । ଦଳ ଛାଡିଲେ ରାଜୀବ ବାନାର୍ଜୀ । ବିଜେପିରେ ସାମିଲ ହେବାକୁ ଏକାଧିକ ଟିଏମସି…

କନକ ବ୍ୟୁରୋ: ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ପୂର୍ବରୁ ନେତାମାନଙ୍କ ଦଳ ବଦଳ ପ୍ରକ୍ରିୟା ଏବେ ଜୋର ଧରିଛି । ବିଶେଷକରି ତୃଣମୂଳ କଂଗ୍ରେସରୁ ତମାମ ନେତା ଆସି ବିଜେପିରେ ସାମିଲ ହେଉଛନ୍ତି । ଯାହା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି । ଏହାରି…

ସେରମ୍ ଇନଷ୍ଟିଚ୍ୟୁଟ୍ ଆଣୁଛି ଆଉ ଏକ କୋଭିଡ୍ ଟିକା । ଭାରତରେ ପରୀକ୍ଷଣ ପାଇଁ ମାଗିଛି ଅନୁମତି । ଜୁନ୍ ମାସରେ କରିପାରେ…

କନକ ବ୍ୟୁରୋ: ଭାରତକୁ ଖୁବଶୀଘ୍ର ମିଳିପାରେ ଆଉ ଏକ କୋଭିଡ୍ ଟିକା । ଦେଶରେ କୋଭିସିଲ୍ଡ ଟିକା ପ୍ରସ୍ତୁତ କରିଥିବା ସେରମ୍ ଇନଷ୍ଟିଚ୍ୟୁଟ୍ ଦେଶକୁ ଆଉ ଏକ ଟିକା ଆଣିବାକୁ ପ୍ରସ୍ତୁତ ହେଉଛି । ଯାହାର ନାଁ ରହିଛି ନୋଭାଭାକ୍ସ । ସମ୍ଭବତ ଏହି ଟିକାକୁ କମ୍ପାନୀ ଜୁନ୍ ମାସରେ ଲଞ୍ଚ କରିପାରେ ।…

ସିଙ୍ଘୁ, ଟିକରି ଓ ଗାଜିପୁର ବର୍ଡରେ ଇଣ୍ଟରନେଟ୍ ସେବା ବନ୍ଦ । ଜାନୁଆରୀ ୩୧ ପର୍ଯ୍ୟନ୍ତ ବନ୍ଦ ରହିବ ସେବା ।…

କନକ ବ୍ୟୁରୋ: ଦିଲ୍ଲୀରେ ଚାଷୀ ଆନ୍ଦୋଳନ ଚାଲିଥିବାବେଳେ ସିଙ୍ଘୁ, ଟିକରି ଓ ଗାଜିପୁର ବର୍ଡରରେ ୩୧ ତାରିଖ ପର୍ଯ୍ୟନ୍ତ ଇଣ୍ଟରନେଟ୍ ସେବାକୁ ବନ୍ଦ କରିଦିଆଯାଇଛି । କେନ୍ଦ୍ର ଗୃହ ମନ୍ତ୍ରାଳୟ ତରଫରୁ ଏନେଇ ନିର୍ଦ୍ଦେଶାନାମା ଜାରି କରାଯାଇଛି । ଏହିସବୁ ଅଞ୍ଚଳରେ ୨୯ ତାରିଖରୁ ୩୧ ତାରିଖ…

ମୋଦିଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ । ଚାଷୀ ଆନ୍ଦୋଳନ ଓ ଦାବିକୁ ନେଇ ଜୋରଦାର ଆଲୋଚନା । ମୋଦୀ କହିଲେ…

କନକ ବ୍ୟୁରୋ: କେନ୍ଦ୍ରୀୟ ବଜେଟ୍ ଆସିବା ପୂର୍ବରୁ ଶନିବାର ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ବସିଛି । ଯେଉଁଥିରେ ଚାଷୀ ଆନ୍ଦୋଳନ ଓ ସେମାନଙ୍କର ଦାବିକୁ ନେଇ ଆଲୋଚନା ହୋଇଛି । ଏହି ସର୍ବଦଳୀୟ ବୈଠକରେ କଂଗ୍ରେସ ନେତା ଗୁଲାମ ନବୀ ଆଜାଦଙ୍କ ସହିତ ଟିଏମସି ନେତା ସୁଦୀପ…