ସମ୍ବଲପୁରୀ ଗୀତ ଗାଇଲେ ଦୁଇ ଆସାମୀ ଭଉଣୀ । ଅନ୍ତରା ନନ୍ଦି ଓ ଅଙ୍କିତା ନନ୍ଦିଙ୍କ ଡାଲଖାଇ ଓ ରଙ୍ଗବତୀ ଗାଇ ଚର୍ଚ୍ଚାରେ…

କନକ ବ୍ୟୁରୋ: ଆସାମୀ ଝିଅ ଗାଉଛନ୍ତି ସମ୍ବଲପୁରୀ ଗୀତ । ଆଉ ଯାହାର ତାଲେ ତାଲେ ଝୁମୁଛନ୍ତି ଦର୍ଶକ । ସମ୍ବଲପୁରୀ ଶାଢୀ ସାଙ୍ଗକୁ ଡାଲଖାଇ ଓ ରଙ୍ଗବତୀ ଗୀତ ଗାଇ ଏବେ ଚର୍ଚ୍ଚାରେ ଦୁଇ ଭଉଣୀ ଅନ୍ତରା ଏବଂ ଅଙ୍କିତା । ଅନ୍ତରା ନନ୍ଦି ଓ ଅଙ୍କିତା ନନ୍ଦି । ଓଡିଆ ଲୋକଙ୍କ ପାଇଁ ଏ ନାଁ ବୋଧ ହୁଏ…

ଉତ୍ତରାଖଣ୍ଡରେ ଭୟଙ୍କର ଜଳପ୍ରଳୟ । ମୃତକଙ୍କ ପରିବାର ପାଇଁ ୪ ଲକ୍ଷ ଲେଖାଏଁ ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

କନକ ବ୍ୟୁରୋ: ଉତ୍ତରାଖଣ୍ଡରେ ଭୟଙ୍କର ଜଳପ୍ରଳୟ । ମତୃକଙ୍କ ପରିବାର ପାଇଁ ଅନୁକମ୍ପା ରାଶି ଘୋଷଣା କଲେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂହ ରାୱତ । ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ପରିବାରକୁ ସରକାର ୪ ଲକ୍ଷ ଲେଖାଏଁ ଟଙ୍କା ଦେବେ ବୋଲି ଘୋଷଣା…

ଭାରତ-ଇଂଲଣ୍ଡ ପ୍ରଥମ ଟେଷ୍ଟ: ଶତକରୁ ବଞ୍ଚିଲେ ରିଷଭ ପନ୍ତ । ତୃତୀୟ ଦିନ ଶେଷ ସୁଦ୍ଧା ଟିମ୍ ଇଣ୍ଡିଆର ସ୍କୋର ୨୫୭

କନକ ବ୍ୟୁରୋ: ଚେନ୍ନାଇରେ ଚାଲିଥିବା ଭାରତ-ଇଂଲଣ୍ଡ ପ୍ରଥମ ଟେଷ୍ଟର ତୃତୀୟ ଦିନରେ ଲଢିଛି ଟିମ୍ ଇଣ୍ଡିଆ । ରିଷଭ ପନ୍ତ ଓ ଚିତେଶ୍ୱର ପୂଜାରାଙ୍କ ଇଂନିସ ବଳରେ ଦଳ ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ୬ ୱିକେଟ୍ ହରାଇ ୨୫୭ ରନ୍ ସଂଗ୍ରହ କରିଛି । ହାତରେ ଏବେ ମାତ୍ର ୪ଟି ୱିକେଟ୍ ବାକି ଥିଲେ ବି ଦଳ…

ବୟନ ଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନଙ୍କ ଗାଡି ଦୁର୍ଘଟଣାଗ୍ରସ୍ଥ । ଇନୋଭା କାରକୁ ଧକ୍କା ଦେଲା ବାଇକ୍ । ଡ୍ରାଇଭର ଆହତ,…

କନକ ବ୍ୟୁରୋ: ରାଜ୍ୟ ବୟନ ଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନଙ୍କ ଗାଡ଼ି ଦୁର୍ଘଟଣାର ସମ୍ମୁଖୀନ ହୋଇଛି। କୋରାପୁଟ-ରାଣୀଗଡ-ବୋରିଗୁମ୍ମା ରାଜ୍ୟ ରାଜପଥ-୩୨୬ର ଛତର୍ଲା ନିକଟରେ ବୟନଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନଙ୍କ ଇନୋଭା କାର ସହ ଏକ ବାଇକ୍ ମୁହାଁମୁହିଁ ଧକ୍କା ହୋଇଥିବା ସୂଚନା ମିଳିଛି।…

ଭୁବନେଶ୍ୱରରେ ଦିବ୍ୟାଙ୍ଗଙ୍କୁ ଯୌନ ନିର୍ଯାତନା ମାମଲା । ମୁଖ୍ୟ ଅଭିଯୁକ୍ତ ସୁରେଶ ବେହେରାଙ୍କ ସମେତ ୫ ଗିରଫ ।

କନକ ବ୍ଯୁରୋ: ଭିନ୍ନକ୍ଷମଙ୍କୁ ଯୌନ ନିର୍ଯାତନା ମାମଲାରେ ବନ୍ଧା ହେଲା ସୁରେଶ ବେହେରା । ସୁରେଶ ସମେତ ୫ ଜଣଙ୍କୁ ଗିରଫ କରିଛି କମିଶନରେଟ ପୁଲିସ । ନିଖିଳ ଉକ୍ରଳ ଶାରିରିକ ଭିନ୍ନକ୍ଷମ କଲ୍ୟାଣ ମହାସଂଘର ସମ୍ପାଦକ ସୁରେଶ ବେହେରା ବନ୍ଧା ହୋଇଛି । ଏହାସହ ଖୋର୍ଦ୍ଧା ଡିଏସଏସଓ ସଂଗ୍ରାମ ଦାସ,…

ଉତ୍ତରାଖଣ୍ଡ ଜଳପ୍ରଳୟକୁ ନେଇ ମତ ରଖିଲେ ମୋଦି । କହିଲେ, ସାରା ଦେଶ ଏବେ ଉତ୍ତରାଖଣ୍ଡ ସହିତ ଛିଡା ହୋଇଛି ।

କନକ ବ୍ୟୁରୋ: ଉତ୍ତରାଖଣ୍ଡର ଏଭଳି ଦୁର୍ଭାଗ୍ୟପୂର୍ଣ୍ଣ ସ୍ଥିିତି ଉପରେ ମୁଁ ଲଗାତାର ନଜର ରଖିଛି । ସାରା ଭାରତ ଆଜି ଉତ୍ତରାଖଣ୍ଡ ସହିତ ଛିଡା ହେଇଛି । ଫସି ରହିଥିବା ପ୍ରତିଟି ଲୋକଙ୍କୁ ବଞ୍ଚାଇବା ପାଇଁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ବରିଷ୍ଠ ଅଧିକାରୀଙ୍କ ସହ ମଧ୍ୟ ମୁଁ କଥାବାର୍ତ୍ତା…