ଇସ୍ରାଏଲ୍ ଦୂତାବାସ ନିକଟରେ ବିସ୍ଫୋରଣ ଘଟଣା । ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ କହିଲେ ଭାରତ ଉପରେ ଭରସା ଅଛି

କନକ ବ୍ୟୁରୋ: ନୂଆଦିଲ୍ଲୀ ସ୍ଥିତ ଇସ୍ରାଏଲ୍ ଦୂତାବାସ ନିକଟରେ ବିସ୍ଫୋରଣ ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁ । ଭାରତ ଉପରେ ତାଙ୍କ ଯଥେଷ୍ଟ ଭରସା ଅଛି ବୋଲି ସେ କହିଛନ୍ତି । ଏଥିସହ ତାଙ୍କୁ ଘଟଣା ସମ୍ପର୍କରେ ପ୍ରତିଟି ଅପଡେଟ୍…

କେଜିଏଫ-୨ର ରିଲିଜ ତାରିଖ ଘୋଷଣା

କନକ ବ୍ୟୁରୋ: ସାଉଥ୍ ସୁପରଷ୍ଟାର  ୟଶ୍ ଓ ସଞ୍ଜୟ ଦତ୍ତ ଅଭିନୀତ ଫିଲ୍ମ କେଜିଏଫ-୨ର ରିଲିଜ ତାରିଖ ଘୋଷଣା କରାଯାଇଛି । ଏହି ଫିଲ୍ମଟି ଚଳିତବର୍ଷ ଜୁଲାଇ ମାସରେ ରିଲିଜ ହେବ । ସିନେ ସମୀକ୍ଷକ ତରଣ ଆଦର୍ଶଙ୍କ ସୂଚନା ମୁତାବକ ଫିଲ୍ମଟି ଜୁଲାଇ ୧୬ ତାରିଖରେ ରିଲିଜ ହେବ । ଏହି ଫିଲ୍ମର ମୁଖ୍ୟ…

ଦିଲ୍ଲୀରେ ଶେଷ ହେଲା ଧ୍ୱଜାବତରଣ ସମାରୋହ । ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ତିନି ସେନାର ମୁଖ୍ୟ ଉପସ୍ଥିତ

କନକ ବ୍ୟୁରୋ: ଦିଲ୍ଲୀ ବିଜୟ ଚୌକରେ ଆୟୋଜିତ ହୋଇଛି ଧ୍ୱଜାବତରଣ ସମାରୋହ । ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ତିନି ସେନାର ମୁଖ୍ୟଙ୍କ ସହ ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ସାଧାରଣତନ୍ତ୍ର ଦିବସ ୩ ଦିନ ପରେ ଧ୍ୱଜାବତରଣ…

ପୂର୍ବତନ ଉପରାଷ୍ଟ୍ରପତି ହମିଦ ଅନସାରିଙ୍କ ବହିକୁ ନେଇ ବିବାଦ । ‘ବାଏ ମେନି ଏ ହାପି ଆକସିଡେଂଟ’ରେ ମୋଦିଙ୍କୁ…

କନକ ବ୍ୟୁରୋ: ପୂର୍ବତନ ଉପରାଷ୍ଟ୍ରପତି ହମିଦ ଅନସାରିଙ୍କ ବହିକୁ ନେଇ ଏକ ବିବାଦ ଦେଖାଦେଇଛି । ଏହାର କାରଣ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନେଇ ଏଥିରେ ଅନସାରି ଲେଖିଥିବା କିଛି କଥା । ଏହି ବହିର ନାଁ ରହିଛି ‘ବାଏ ମେନି ଏ ହାପି ଆକସିଡେଂଟ’ । ସେ ଏଥିରେ ଲେଖିଛନ୍ତି ଯେ, ଉପରାଷ୍ଟ୍ର୍ରତି…

କରୋନା ସଂକଟ ଭିତରେ ଆରମ୍ଭ ହେଲା ସଂସଦର ବଜେଟ୍ ଅଧିବେଶନ । ରାଷ୍ଟ୍ରପତି କହିଲେ ଚାଷୀଙ୍କ ସ୍ୱାର୍ଥ ରକ୍ଷା କରିବ ୩ଟି…

କନକ ବ୍ୟୁରୋ: କରୋନା ସଂକଟ ଓ କୃଷକମାନଙ୍କ ଆନ୍ଦୋଳନ ଭିତରେ ଆରମ୍ଭ ହୋଇଛି ସଂସଦର ବଜେଟ ଅଧିବେଶନ । ରାଷ୍ଟ୍ରପତି ରାମନାଥ କୋବିନ୍ଦ ସମ୍ବୋଧନ ସହିତ ଅଧିବେଶନ ଆରମ୍ଭ ହୋଇଛି । ରାଷ୍ଟ୍ରପତି ତାଙ୍କ ସମ୍ବୋଧନରେ ପ୍ରଥମେ କରୋନା ସମୟରେ ହରାଇଥିବା ଲୋକଙ୍କୁ ମନପକାଇ ଦୁଃଖ ପ୍ରକାଶ କରିଥିଲେ । ଏହା…

ବଳ ଗୋଟାଇବା ପାଇଁ ଚାଷୀଙ୍କ ମହାପଂଚାୟତ । ରାକେଶ ଟିକାୟତଙ୍କ ଡାକରାରେ ଉତ୍ତରପ୍ରଦେଶ ମୁଜାଫରନଗରରେ ବସିଛି ଚାଷୀଙ୍କ…

କନକ ବ୍ୟୁରୋ: କଣ ରହିବ କୃଷକଙ୍କ ଆଗାମୀ ରଣନୀତି? ସେ ନେଇ ଉତରପ୍ରଦେଶ ମୁଜାଫରନଗରରେ ବସିଛି ଚାଷୀଙ୍କ ମହା ପଂଚାୟତ । ବିଶେଷ କରି ୨୬ ଜାନୁଆରୀରେ ଚାଷୀଙ୍କ ଟ୍ରାକ୍ଟର ରାଲି ପରେ ବ୍ୟାକଫୁଟରେ ଅଛନ୍ତି କୃଷକ ସଂଗଠନ । ତଥାପି କୃଷି ଆଇନ ପ୍ରତ୍ୟାହାର ଦାବିରେ ଜାରି ରଖିଛନ୍ତି ଆନ୍ଦୋଳନ ।…