୪ବର୍ଷ ପରେ ଆଜି ଜେଲରୁ ମୁକଳିଲେ ଏଆଇଏମଡିଏମକେର ପୂର୍ବତନ ନେତ୍ରୀ ଶଶିକଳା 

କନକ ବ୍ୟୁରୋ: ମୁକୁଳିଲେ ଶଶିକଳା । ପ୍ରାୟ ୪ବର୍ଷ ପରେ ଆଜି ଜେଲରୁ ମୁକଳିଲେ ଏଆଇଏମଡିଏମକେର ପୂର୍ବତନ ନେତ୍ରୀ ଶଶିକଳା । ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ବେଙ୍ଗାଲୁରରେ ଏକ ଜେଲରେ ସଜା କାଟୁଥିଲେ ଶଶିକଳା ।  ଜାନୁଆରୀ ୨୦ରେ ଶଶିକଳା କୋଭିଡରେ ଆକ୍ରାନ୍ତ ଥିବା ଜଣାପଡିବା ପରେ…

ଭାରତ ଅଭିମୁଖେ ବାୟୁସେନାର ବାହୁବଳୀ । ଫ୍ରାନ୍ସରୁ ବାହାରିଲା ଆଉ ୩ଟି ରାଫେଲ ବିମାନ

କନକ ବ୍ୟୁରୋ: ଭାରତ ଅଭିମୁଖେ ବାୟୁସେନାର ବାହୁବଳୀ । ଫ୍ରାନ୍ସରୁ ବାହାରିଲା ଆଉ ୩ଟି ରାଫେଲ ବିମାନ । ଫ୍ରାନ୍ସରୁ ଭାରତ ନନଷ୍ଟପ ଯାତ୍ରା କରିବ ଏହି ଲଢୁଆ ବିମାନ । ଏହି ଯାତ୍ରା ସମୟରେ ଆକାଶରେ ହିଁ ଇନ୍ଧନ ଭରିବ ଏହି ଲଢୁଆ ବିମାନ । ଗୁଜରାଟ ଜାମନଗରରେ ଏହି ୩ଟି ବିମାନ ଅବତରଣ କରିବ ।…

ରାଜଧାନୀ ଦିଲ୍ଲୀ ଟ୍ରାକ୍ଟର ରାଲିରେ ଦୋହଲି ଗଲା ପରେ ଚାଷୀ ଆନ୍ଦୋଳନକୁ ଝଟକା । ଭାରତୀୟ କିଷାନ ୟୁନିୟନ୍ ଓ ରାଷ୍ଟୀୟ…

କନକ ବ୍ୟୁରୋ:  ରାଜଧାନୀ ଦିଲ୍ଲୀ, ଟ୍ରାକ୍ଟର ରାଲିରେ ଦୋହଲି ଗଲା ପରେ, ଚାଷୀ ଆନ୍ଦୋଳନକୁ ଝଟକା ଲାଗିଛି । ଭାରତୀୟ କିଷାନ ୟୁନିୟନ୍ ଓ ରାଷ୍ଟୀୟ କିଷାନ ମଜଦୁର ସଂଗଠନ ଆନ୍ଦୋଳନରୁ ଓହରି ଆସିଛନ୍ତି । ଭାରତୀୟ କିଷାନ ୟୁନିୟନ୍ କହିଛି, ଯେଉଁମାନଙ୍କର ଉଦ୍ଦେଶ୍ୟ ଠିକ୍ ନୁହେଁ ସେମାନଙ୍କ ସହ…

ଗଣତନ୍ତ୍ର ଦିବସରେ ଅରାଜକତା ପରେ ଅଭେଦ୍ୟ ଦୁର୍ଗରେ ପରିଣତ ହେଲା ଲାଲକିଲ୍ଲା । ସଂସ୍କୃତି ମନ୍ତ୍ରୀଙ୍କ ସ୍ଥିତି…

କନକ ବ୍ୟୁରୋ: ଗଣତନ୍ତ୍ର ଦିବସ ଅବସରରେ ରାଜଧାନୀରେ ଦିଲ୍ଲର ଛାତିରେ ଯାହା ଘଟଣା ଘଟିଲା ତାହା ସାରା ଦେଶ ଦେଖିଲା । କୃଷି ଆଇନକୁ ବିରୋଧ ନାଁରେ ଟ୍ରାକ୍ଟର ରାଲିରେ ସାମିଲ ହୋଇ ହଜାର ହଜାର ଚାଷୀ ଆଇନ ଭାଙ୍ଗିଲେ । ଏପରିକି ଲାଲ କିଲ୍ଲା ଉପରକୁ ଯାଇ ଶିଖ ଧର୍ମୀୟ ପତାକା ଲଗାଇଲେ । ଅନୁମତି…

ଅନୁଗୁଳ ନାଲକୋର ହେବ ସମ୍ପ୍ରସାରଣ । ଧର୍ମେନ୍ଦ୍ରଙ୍କ ପତ୍ରର ଉତ୍ତର ରଖିଲେ କେନ୍ଦ୍ର ଖଣି ଓ କୋଇଲା ମନ୍ତ୍ରୀ ପ୍ରହ୍ଲାଦ…

କନକ ବ୍ୟୁରୋ: ଅନୁଗୁଳ ଜିଲ୍ଲାର ନାଲକୋ ଆଲୁମିନିୟମ ପ୍ଲାଂଟ ସଂପ୍ରସାରଣ ପାଇଁ ଭାରତ ସରକାରଙ୍କ ଖଣି ଓ କୋଇଲା ମନ୍ତ୍ରଣାଳୟ ପକ୍ଷରୁ ସବୁ ପଦକ୍ଷେପ ନେଉଛନ୍ତି । ଗତ ଜାନୁଆରୀ ୪ରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଲେଖିଥିବା ପତ୍ରର ଉତ୍ତରରେ ଦେଇ କେନ୍ଦ୍ର ଖଣି, କୋଇଲା ଓ ସଂସଦୀୟ…

ଫେବୃଆରୀ ମାସ ପାଇଁ ଆସିଲା ଗାଇଡଲାଇନ୍ – ସୁଇମିଂ ପୁଲ୍, ସିନେମା ହଲ୍ ଏବଂ ଥିଏଟର ପାଇଁ ଆସିବ ନୂଆ…

କନକ ବ୍ୟୁରୋ: ଫେବୃଆରୀ ମାସ ପାଇଁ ଆସିଲା ଗାଇଡଲାଇନ୍ । କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଫେବୃଆରୀ ମାସ ପାଇଁ ଘୋଷଣା କରିଛି ନୂଆ ଗାଇଡଲାଇନ୍ । ଏହି କଟକଣା ଫେବୃଆରୀ ପହିଲାରୁ ଆରମ୍ଭ ହୋଇ ଏହି ମାସର ଶେଷ ପର୍ଯ୍ୟନ୍ତ ବଳବତ୍ତର ରହିବ । ଗାଇଡଲାଇନରେ କୁହାଯାଇଛି ଯେ, କେନ୍ଦ୍ର ଓ ରାଜ୍ୟ ସରକାର…