ଗରିବ ପିଲାଙ୍କ ପଢ଼ାବହି ପଡିଛି କବାଡିଖାନାରେ । ବସ୍ତାରେ କ୍ୱିଣ୍ଟାଲ କ୍ୱିଣ୍ଟାଲ ପଢା ବହି ନଷ୍ଟ ।

କନକ ବ୍ୟୁରୋ: ପିଲାଙ୍କ ପାଠ୍ୟ ପୁସ୍ତକ କବାଡି ଖାନାରେ ବିକ୍ରିି ହେଉଛି । ଗଜପତି ଆର.ଉଦୟଗିରି ଶିଆଳିଲଟି ବାଳିକା ବିଦ୍ୟାଳୟର ପଢା ବହି ସବୁ ଗଞ୍ଜାମ ପାଟପୁର କବାଡି ଖାନାରେ । ପିଲା ପାଠ ପଢିବାକୁ ବିଭିନ ପଦକ୍ଷେପ ସବୁ ନିଆଯାଉଛି । ଏପରିକି ମାଗଣାରେ ପାଠ୍ୟ ପୁସ୍ତକ ଯୋଗାଯାଉଛି । ହେଲେ…

ବାଙ୍କୀରେ ନିଆରା ବିବାହ: କରୋନାରେ ମଝିଆଁ ଭାଇର ମୃତ୍ୟୁ ପରେ ବିଧବା ଭାଉଜକୁ ସିନ୍ଦୂର ଦେଇ ସଧବା ସଜାଇଲେ ଦିଅର ।

କନକ ବ୍ୟୁରୋ: ପଡୁଛି ହୁଳୁହୁଳି । ଶଭୁଛି ଶଙ୍ଖ ନାଦ । ବ୍ରାହ୍ମଣର ମନ୍ତ୍ରଧ୍ୱନୀ ସହ ଧୁମଧାମରେ ଚାଲିଛି ବାହାଘର । ହେଲେ ଏହି ବାହାଘର ହେଉଛି ଟିକେ ନିଆରା । ଜଣେ ବିଧବା ମହିଳାଙ୍କୁ ବୈଦିକ ରୀତିରେ ବିବାହ କରିଛନ୍ତି ନିଜ ଦିଅର । ମୁଣ୍ଡରେ ସିନ୍ଦୂର ପିନ୍ଧାଇ ସଧବା ବେଶରେ ସଜାଇଛନ୍ତି…

ନବଦାସ ହତ୍ୟାକାଣ୍ଡ ମାମଲା: ଗୋପାଳ ଭାଇଙ୍କ ହୋଟେଲରେ କ୍ରାଇମବ୍ରାଞ୍ଚ ଏଡିଜି । ଏଇଠି ବସାଉଠା କରୁଥିଲେ ଅଭିଯୁକ୍ତ ।

କନକ ବ୍ୟୁରୋ : ଗୋପାଳ ଭାଇଙ୍କ ହୋଟେଲରେ କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା । ବ୍ରଜରାଜନଗର ସ୍ଥିତ ଗୋପାଳ ଭାଇଙ୍କ ହୋଟେଲରେ ଏଡିଜି । ତଦନ୍ତ ପାଇଁ ଏଡିଜିଙ୍କ ସହିତ ଅଛନ୍ତି ସ୍ଥାନୀୟ ପୋଲିସ ଟିମ୍ । ଗୋପାଳଙ୍କ ଭାଇଙ୍କ ହୋଟେଲରେ ବସାଉଠା କରୁଥିଲେ ଅଭିଯୁକ୍ତ ଗୋପାଳ । ଏବେ ସୂତାଖିଅ…

ଗୋପାଳଙ୍କ ଘରେ କ୍ରାଇମବ୍ରାଞ୍ଚ । ଗୁଳିମାଡ଼ ପଛର ଗୁମର ଖୋଲିବାକୁ ଛାନଭିନ୍ କରୁଛି ଟିମ୍ ।

କନକ ବ୍ୟୁରୋ: କ୍ରାଇମବ୍ରାଞ୍ଚ ଖୋଲିବ କି ଗୋପାଳ ଗୁଳି ପଛର ଗୁମର? ଅଭିଯୁକ୍ତ ଗୋପାଳର ଘରେ ପହଞ୍ଚିିଛି କ୍ରାଇମବ୍ରାଞ୍ଚ ଟିମ୍ । ଗଞ୍ଜାମ ଜଳେଶ୍ୱରଖଣ୍ଡି ସ୍ଥିତ ଘରେ ପହଞ୍ଚିଛି କ୍ରାଇମବ୍ରାଞ୍ଚ ଟିମ୍ । ଅଭିଯୁକ୍ତ ଗୋପାଳର ପରିବାର ଲୋକଙ୍କୁ ପଚରା ଉଚରା କରିବ ଏହି ଟିମ୍ । ଗୋପାଳଙ୍କ ସ୍ତ୍ରୀ…

ନବଦାସ ହତ୍ୟାକାଣ୍ଡ ଘଟଣା: ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କଲା କଂଗ୍ରେସ ।

କନକ ବ୍ୟୁରୋ : ନବ ଦାସଙ୍କ ହତ୍ୟା ଘଟଣା ନେଇ ରାଜ୍ୟ ସରକାରଙ୍କୁ କଂଗ୍ରେସର ଟାର୍ଗେଟ । ପ୍ରେସମିଟରେ ବର୍ଷିଲେ କଂଗ୍ରେସ ମୁଖପାତ୍ର ସୁଦର୍ଶନ ଦାସ । କହିଲେ, ଏହି ହତ୍ୟା ଘଟଣାରେ ବରିଷ୍ଠ ଅଧିକାରୀଙ୍କ ସମ୍ପୃକ୍ତି ଥିବା ସନ୍ଦେହ ହେଉଛି । ମୁଖ୍ୟମନ୍ତ୍ରୀ ଦାୟୀ, ତୁରନ୍ତ ଗୃହ ବିଭାଗରୁ ଇସ୍ତଫା…

କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି । ଢେଙ୍କାନାଳ ପର୍ଯ୍ୟଟନ ଭିତିଭୂମିର ବିକାଶ ପାଇଁ ସ୍ୱତନ୍ତ୍ର…

କନକ ବ୍ୟୁରୋ: କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଢେଙ୍କାନାଳରେ ପର୍ଯ୍ୟଟନର ଭିତିଭୂମିର ବିକାଶ ପାଇଁ ସ୍ୱତନ୍ତ୍ର ପ୍ୟାକେଜ୍ ମଞ୍ଜୁର କରିବା ପାଇଁ ଧର୍ମେନ୍ଦ୍ର ପ୍ରଧାନ ଅନୁରୋଧ କରିଛନ୍ତି । ଧର୍ମେନ୍ଦ୍ର ପ୍ରଧାନ…