ଓଡିଶାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଆଜି ମହାପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରି ଜଳାଭିଷେକ କରିବେ ।

କନକ ବ୍ୟୁରୋ: ଓଡିଶା ଗସ୍ତରେ ଆସିଥିବା ରାଷ୍ଟ୍ରପତି ଆଜି ଲିଙ୍ଗରାଜ ମନ୍ଦିର ଯାଇ ମହାପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ କରିବେ । ଏଥିପାଇଁ ମନ୍ଦିର ପ୍ରଶାସନ ଓ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ସକାଳ ୯ଟାରେ ରାଷ୍ଟ୍ରପତି ଲିଙ୍ଗରାଜ ମନ୍ଦିରକୁ ଯିବା କାର୍ଯ୍ୟସୂଚୀ ରହିଛି ।…

ରାସନ ଚାଉଳ ହଡ଼ପ ଅଭିଯୋଗ । ଧାରଣା ଦେଲେ ହିତାଧିକାରୀ ।

କନକ ବ୍ୟୁରୋ: ରାସନ ଚାଉଳ ହଡ଼ପ ପ୍ରତିବାଦରେ ଧାରଣା । କେନ୍ଦ୍ରାପଡ଼ା ଜିଳ୍ଲା ରାଜନଗର ବ୍ଲକ ସାତଭାୟା ପଂଚାୟତରେ ଦୀର୍ଘ ୮ ମାସ ହେଲା ରାସନ ସାମଗ୍ରୀ ବଣ୍ଟନ ହୋଇନଥିବା ହିତାଧିକାରୀ ମାନେ ଅଭିଯୋଗ କରିଛନ୍ତି । ରାସନ ସାମଗ୍ରୀ ପାଇଁ ବାରମ୍ବାର ଦାବି କରିବା ପରେ ରାସନ ନମିଳିବାରୁ ଶେଷରେ ବାଧ୍ୟ…

ଆବାସ ତାଲିକାକୁ ନେଇ କେଁ: ଯୋଗ୍ୟ ହିତାଧିକାରୀ ହତାସ, କାହାକୁ ମିଳିଲା ଘର?

କନକ ବ୍ୟୁରୋ: ଆବାସ ତାଲିକାକୁ ନେଇ ଗାଁ ଗାଁରେ ତେଜୁଛି ଅସନ୍ତୋଷ । ଫନି ବାତ୍ୟା ଯିବାର ୪ ବର୍ଷ ହେଲାଣି ହେଲେ ଏବେ ବି ଜରି ପାଲ ତଳେ ଜୀବନ କାଟୁଛନ୍ତି ବାସହରା । ଏବେ ପଞ୍ଚାୟତ କାର୍ଯ୍ୟାଳୟରେ ଲାଗିଥିବା ଆବାସ ତାଲିକାରେ ହିତାଧିକାରୀଙ୍କ ନାଁ ନଥିବାରୁ ଅସନ୍ତୋଷ ବ୍ୟକ୍ତ କରିଛନ୍ତି…

ଲାଖ ଶିଳ୍ପୀଙ୍କୁ ମିଳିବ ରାଜ୍ୟ ହସ୍ତ ଶିଳ୍ପ ପୁରସ୍କାର । ନବରଙ୍ଗପୁର ଶଙ୍ଖାରୀ ସାହିର ଲାଖ ଶିଳ୍ପୀ ପ୍ରଭାତୀ…

କନକ ବ୍ୟୁରୋ: ଲାଖ ଶିଳ୍ପୀଙ୍କୁ ମିଳିବ ରାଜ୍ୟ ହସ୍ତ ଶିଳ୍ପ ପୁରସ୍କାର । ଆଉ ଏହି ପୁରସ୍କାର ଲାଖ ଶିଳ୍ପୀ ପ୍ରଭାତୀ ପାତ୍ରଙ୍କୁ ମିଳୁଛି । ନବରଙ୍ଗପୁର ଶଙ୍ଖାରୀ ସାହିର ଲାଖ ଶିଳ୍ପୀ ପ୍ରଭାତୀ ପାତ୍ରଙ୍କୁ ରାଜ୍ୟ ହସ୍ତ ଶିଳ୍ପ ପୁରସ୍କାର -୨୦୨୧ ପକ୍ଷରୁ ମନୋନୀତ କରାଯାଇଛି । ଭୁବନେଶ୍ୱରରେ…

ଗଞ୍ଜାମରେ ବିଗୁଡୁଛି ବିଜେଡି ଅଙ୍କ! ଆସିକା, କବିସୂର୍ଯ୍ୟନଗର ପରେ ଖଳ୍ଲିକୋଟରୁ ଆସିଲା ଦଳୀୟ କନ୍ଦଳର ଚିତ୍ର ।

କନକ ବ୍ୟୁରୋ: ୨୦୨୪ ସାଧାରଣ ନିର୍ବାଚନରେ ଗଞ୍ଜାମରେ ବିଗିଡିବ କି ବିଜେଡିର ଅଙ୍କ ? ପ୍ରଥମେ ଆସିକା ବିଧାୟିକା ବିରୋଧରେ ବିଜେଡି କର୍ମୀଙ୍କ ବିଦ୍ରୋହ , ତାପରେ କବିସୁର୍ଯ୍ୟନଗର , ଖଲ୍ଲିକୋଟ ପରେ ଏବେ ଛତ୍ରପୁର ନିର୍ବାଚନ ମଣ୍ଡଳୀରେ ବିଧାୟକ ସୁବାଷ ବେହେରାଙ୍କ ବିରୋଧରେ ବିଧାୟକ ହଟାଓ ମଞ୍ଚ…

ଗୁମୁରି କାନ୍ଦୁଛି ମାଆ, ଝୁରୁଛି ଗାଁ ମାଟି । ପରିବାରକୁ ଭେଟିବା ପାଲଟିଲା ସ୍ୱପ୍ନ, ଘରକୁ ଶବ ହୋଇ ଫେରିଲେ ଧରାକୋଟର…

କନକ ବ୍ୟୁରୋ: ଗୁମୁରି କାନ୍ଦୁଛି ମାଆ । ଝୁରୁଛି ଗାଁ ମାଟି । ମନରେ ଅନେକ ଖୁସି ନେଇ ନିଜ ମାଟିକୁ ଫେରୁଥିଲା ପୁଅ । ଫେରିବା ବାଟକୁ ଚାହିଁ ବସିଥିଲା ମା’ । ପୁଅ ତ ଫେରିଲା ହେଲେ ଆସିଲା ଶବ ହେଇ । ଏହିଭଳି ଏକ ଛାତିଫଟା ଦୃଶ୍ୟ ଦେଖିବାକୁ ମିଳିଛି ଗଂଜାମ ଧରାକୋଟ ଜଗମୋହନ ଗାଁରେ । ଗାଁର ପୁଅ…