କରମଣ୍ଡଳ ଏକ୍ସପ୍ରେସ୍ ଦୁର୍ଘଟଣା: ମୁଖ୍ୟମନ୍ତ୍ରୀଙ୍କ ସହାୟତା ରାଶି ଘୋଷଣା ।

କନକ ବ୍ୟୁରୋ: ଟ୍ରେନ ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ମିଳିବ ସହାୟତା । ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କାର ସହାୟତା ରାଶି ଏବଂ ଆହତଙ୍କୁ ୧ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ ଏହି ସହାୟତା ରାଶି ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ସହାୟତା…

କରମଣ୍ଡଳର କରୁଣ ଚିତ୍ର: କୁଢ଼ କୁଢ଼ ଶବକୁ ଲେଉଟାଇ, ପୁଅକୁ ଖୋଜୁଛି ବୁଢ଼ାବାପା ।

କନକ ବ୍ୟୁରୋ: ସାରା ଦେଶକୁ କନ୍ଦାଉଛି କରମଣ୍ଡଳ ଦୁର୍ଘଟଣାର କରୁଣ ଚିତ୍ର । ଆଉ ଏତିକି ବେଳେ ଭଦ୍ରକର ଜଣେ ବୁଢ଼ା ବାପା, ଶବର ପାହାଡ଼ ଭିତରୁ ପୁଅକୁ ଖୋଜିବାର ଦୃଶ୍ୟ ଦେଶବାସୀଙ୍କୁ ସ୍ତବ୍ଧ କରିଦେଇଛି । କରମଣ୍ଡଳରେ ଆସୁଥିବା ନିଜ ପୁଅକୁ ଖୋଜିବାରେ ଲାଗିପଡ଼ିଛି ବୁଢ଼ା ବାପା । ଶବ ସମୁଦ୍ରରୁ ପୁଅର…

ପରିଣତ ବୟସରେ ଜଗା ସେବାରେ ବିଭୋର ବୃଦ୍ଧା । ୯୫ ବର୍ଷରେ କାଳିଆ ପାଇଁ ପାଟବସ୍ତ୍ର ପ୍ରସ୍ତୁତ କରୁଛନ୍ତି ଖୋର୍ଦ୍ଧା…

କନକ ବ୍ୟୁରୋ: କାଳିଆ ପ୍ରେମରେ ବନ୍ଧା ୯୫ ବର୍ଷିୟ ବୃଦ୍ଧା । ଜଗାର ସେବା କରିବାକୁ ସମସ୍ତଙ୍କୁ ସୌଭାଗ୍ୟ ମିଳେ ନାହିଁ । ଭାଗ୍ୟ ଆଉ ମହାପ୍ରଭୁଙ୍କ କୃପା ଥିଲେ ତାଙ୍କ ସେବା କରିବାର ସୁଯୋଗ ମିଳେ । ସେମିତି ଜଣେ ସୌଭାଗ୍ୟବତୀ ବୃଦ୍ଧା ହେଉଛନ୍ତି ଖୋର୍ଦ୍ଧା ଜିଲ୍ଲା ରାଉତପଡାର ଆସେଲି ଦାସ ।…

ସତର୍କ ରୁହ ୫ ଜିଲ୍ଲା ! ପ୍ରବଳ ବର୍ଷା ଓ ବଜ୍ରପାତ ବିପଦ ଥିବା ନେଇ ୟେଲୋ ୱାର୍ଣ୍ଣିଂ ଜାରି । ପଢ଼ନ୍ତୁ କେଉଁ କେଉଁ…

କନକ ବ୍ୟୁରୋ: ଆସନ୍ତା ୩ ଘଣ୍ଟା ମଧ୍ୟରେ, ରାଜ୍ୟର ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ରାଜ୍ୟର ୫ ଜିଲ୍ଲାରେ କାଳବୈଶାଖୀ ଜନିତ ଘୂର୍ଣ୍ଣିଝଡ଼ ସହ ବିଜୁଳି, କୁଆପଥର ବର୍ଷାର ସମ୍ଭାବନା ରହିଛି । ତେଣୁକରି ଏହିସବୁ ଜିଲ୍ଲାରେ ଆସନ୍ତା ୩ ଘଣ୍ଟା ପର୍ଯ୍ୟନ୍ତ…

ପଦାରେ ପଡିଲା କୋରାପୁଟ କଂଗ୍ରେସ କଳି । ତାରା ବାହିନୀପତିଙ୍କ ବିରୋଧରେ ଫେରାଦ ହେଲେ ଶତାଧିକ କର୍ମୀ ।

କନକ ବ୍ୟୁରୋ:ପୁଣି ବିବାଦରେ ପଡିଲା କଂଗ୍ରେସ କନ୍ଦଳ । କଂଗ୍ରେସ ଭବନରେ କୋରାପୁଟ କଳି । ଦୁଇ ଦିନ ପୂର୍ବରୁ ନିଜ ସମର୍ଥକଙ୍କୁ ନେଇ ପିସିସି ସଭାପତିଙ୍କ ଉପରେ ବର୍ଷିଥିଲେ ବିଧାୟକ ତାରା ବାହିନୀପତି । ମୀନାକ୍ଷୀ ବାହିନୀପତିଙ୍କ ସପକ୍ଷରେ ବାହାରି ପିସିସି ସଭାପତିଙ୍କ ଆଗରେ ଫେରାଦ ହୋଇଥିଲେ…

ମହିମା ସମାଜ ବାବାଙ୍କ ତୁଟିଲା ବିବାଦ । ସଚିବ ଗଲେ ମନ ମିଳାଇଲେ ।

କନକ ବ୍ୟୁରୋ: ଯୋରନ୍ଦା ଗାଦୀ ବିବାଦର ଅନ୍ତ କଲେ ଫାଇଭ-ଟି ସଚିବ । ଫାଇଭ-ଟି ସଚିବ ଯୋରନ୍ଦା ଗଲେ, ବକଳଧାରୀ ଓ କୌପିନ୍ଧାରୀଙ୍କ ସହ ବସି ଆଲୋଚନା କଲେ ଏବଂ ପୀଠ ପାଇଁ ପ୍ୟାକେଜ ଘୋଷଣା କରି ବିବାଦର ସମାଧାନ ପାଇଁ ବାଟ ବାହାର କଲେ । ବକଳଧାରୀ ଓ କୌପିନ୍ଧାରୀ ବାବାଙ୍କ ମନ ମିଶାଇ ଦେଇଛନ୍ତି…