୨୧ରେ ଖୋଲିବ ସ୍କୁଲ କିନ୍ତୁ ପାଣିପାଗ ସ୍ଥିତି ଦେଖି ଏହି ସବୁ ଜିଲ୍ଲାରେ ଜିଲ୍ଲାପାଳ ନେବେ ନିଷ୍ପତ୍ତି ।

କନକ ବ୍ୟୁରୋ: ଆସନ୍ତା ବୁଧବାର ଦିନ ଖୋଲିବ ରାଜ୍ୟର ସମସ୍ତ ସ୍କୁଲ । କିନ୍ତୁ କିଛି ଜିଲ୍ଲା ଗୁଡ଼ିକର ଜିଲ୍ଲାପାଳମାନେ ଗ୍ରୀଷ୍ମପ୍ରବାହକୁ ନଜରରେ ରଖି ନେବେ ନିଷ୍ପତି । ସୁନ୍ଦରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ବରଗଡ଼, ଅନୁଗୁଳ, ସୋନପୁର, ବଲାଙ୍ଗୀରରେ ସ୍ଥିତି ଦେଖି ସକାଳୁଆ ସ୍କୁଲ କିମ୍ବା ଛୁଟି…

ଶ୍ରୀମନ୍ଦିରରୁ ରଥଖଳାକୁ ଆସିଲା ଆଜ୍ଞାମାଳ । ତିନି ରଥର ଦକ୍ଷିଣ ମୋଡ ପରେ ସିଂହଦ୍ୱାର ଚକଡାକୁ ଆସିବ ତିନି ରଥ ।

କନକ ବ୍ୟୁରୋ: ରାତିପାହିଲେ ମହାପ୍ରଭୁଙ୍କ ଘୋଷଯାତ୍ରା ।  ପୂର୍ବରୁ ହୋଇଥିବା ନୀତି ନିର୍ଘଣ୍ଟ ଅନୁଯାୟୀ ସକାଳ ଧୂପ ପରେ ଆଜ୍ଞାମାଳ ବିଜେ ନୀତି ଅନୁଷ୍ଠିତ ହୋଇଛି । ଶ୍ରୀଜୀଉଙ୍କ ଆଜ୍ଞାମାଳ ଧରି ରଥଖଳାକୁ ଆସିଛନ୍ତି ସେବାୟତ । ତିନି ରଥରେ ଶ୍ରୀଜୀଉଙ୍କ ଆଜ୍ଞାମାଳ ବିଜେ ନୀତି ଅନୁଷ୍ଠିତ ହୋଇଛି…

ରଥଯାତ୍ରା: ବୟସ୍କ ଓ ଦିବ୍ୟାଙ୍ଗଙ୍କ ପାଇଁ ମାଗଣା ଗାଡ଼ି ବ୍ୟବସ୍ଥା, ପାର୍କିଂ ନେଇ ପୂରା ବିବରଣୀ ଦେଲେ ଏଡିଜି ।

କନକ ବ୍ୟୁରୋ: ଦିନକ ପରେ ଘୋଷଯାତ୍ରା । ଏହାପୂର୍ବରୁ ଟ୍ରାଫିକ ବ୍ୟବସ୍ଥାର ସମୀକ୍ଷା କରି ପ୍ରେସମିଟ୍ କରିଛନ୍ତି ଏଡିଜି ଅମିତାଭ ଠାକୁର । ବୟସ୍କ ଓ ଦିବ୍ୟାଙ୍ଗଙ୍କ ପାଇଁ ମାଗଣା ଗାଡି ବୃଦ୍ଧ ଏବଂ ଦିବ୍ୟାଙ୍ଗଙ୍କ ପାଇଁ ମାଗଣା ଗାଡିର ବ୍ୟବସ୍ଥା ଜରୁରୀ ସେବା ପାଇଁ ହେଲ୍ଥ ସେଣ୍ଟର…

ଜାରି ରହିଛି  ଗରମ ଗୁଳୁଗୁଳି ସାଙ୍ଗକୁ ଅଘୋଷିତ ବିଦ୍ୟୁତକାଟ । ବିରୋଧ ପରେ ବି ସମାଧାନ ଶୂନ । 

କନକ ବ୍ୟୁରୋ: ଗରମ ଗୁଳୁଗୁଳିରେ ଲୋକେ ଅତିଷ୍ଠ ହୋଇପଡୁଥିବା ବେଳେ ଅଘୋଷିତ ବିଦ୍ୟୁତ କାଟ ଯୋଗୁ ଅସହ୍ୟ ହୋଇପଡିଛି ଜନଜୀବନ । ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ବିଭିନ୍ନ ସ୍ଥାନରେ ବିଦ୍ରୁତ କାଟରେ ଜନଜୀବନ ଅତିଷ୍ ହୋଇପଡିଲାଣି । ଅନ୍ୟ ସ୍ଥାନ ଭଳି ବାଲେଶ୍ୱର ଜଳେଶ୍ୱର ରାଜନଗରରେ ବିଦ୍ୟୁତ କାଟକୁ…

ଶବକୁ ମିଳୁନି ଶ୍ମଶାନ କି ସମ୍ମାନ । ଉମରକୋଟ ସିଉନାଗୁଡାର ବୃଦ୍ଧଙ୍କ ମୃତ୍ୟୁ ପରେ ଗାଁ ଶ୍ମଶାନରେ ମିଳିଲାନି ଜାଗା ।

କନକ ବ୍ୟୁରୋ: ଶବକୁ ମିଳୁନି ଶ୍ମଶାନ । ମୃତ୍ୟୁ ପରେ ବି ମିଳିଲାନି ସମ୍ମାନ । କେବଳ ଧର୍ମ ପରିବର୍ତନ କରିଥିବା ପୁଅ ପାଖେ ରହୁଥିବାରୁ ବୃଦ୍ଧଙ୍କୁ ଶ୍ମଶାନ ମିଳିଲାନି । ନବରଙ୍ଗପୁର ଉମରକୋଟ ସିଉନାଗୁଡାର ଡମୁ ସାନ୍ତାଙ୍କ ମୃତ୍ୟୁ ପରେ ସଂସ୍କାର ପାଇଁ ଲୋକଙ୍କ ବିରୋଧ । ପରିବାର ଲୋକେ ବାଧ୍ୟ…

ଶିକାରୀ ଗୁଳିରେ ରେଞ୍ଜର ମୃତ୍ୟୁ ଘଟଣା: ମନ୍ତ୍ରୀ କହିଲେ, ସୁରକ୍ଷା ଦେବାକୁ ନିଆଯାଉଛି ପଦକ୍ଷେପ ।

କନକ ବ୍ୟୁରୋ: ଶିକାରୀ ଗୁଳିରେ ବନ କର୍ମଚାରୀଙ୍କ ମୃତ୍ୟୁ ଘଟଣା । ଏନେଇ ବିଭାଗୀୟ ମନ୍ତ୍ରୀ ପ୍ରଦୀପ ଅମାତ କହିଛନ୍ତି, ବନ ବିଭାଗ କର୍ମଚାରୀଙ୍କୁ ସୁରକ୍ଷା ଦେବାକୁ ପଦକ୍ଷେପ ନିଆଯାଉଛି । ତୁରନ୍ତ ଆଇଜି, ଡିଆଇଜିଙ୍କ ସହ ଆଲୋଚନା ହୋଇଛି । ଫରେଷ୍ଟ ଗାର୍ଡ ଓ ଜଙ୍ଗଲ କର୍ମଚାରୀଙ୍କୁ ଅଧିକ…