ପୁଣି ଚର୍ଚ୍ଚାରେ ଡିଜେ ଆଜେକ୍ସ ମୃତ୍ୟୁ ଘଟଣା । ସାମ୍ନାକୁ ଆସିଲା ଲୋକପ୍ରିୟ ଡିଜେଙ୍କ ଶେଷ ଭିଡିଓ ।

କନକ ବ୍ୟୁରୋ: ସାମ୍ନାକୁ ଆସିଲା ଡିଜେ ଆଜେକ୍ସଙ୍କ ଶେଷ ଭିଡିଓ । ମୃତ୍ୟୁର ଠିକ୍ ପୂର୍ବରୁ ଏହି ସବୁ ଭିଡିଓ କରିଥିଲେ ଡିଜେ ଆଜେକ୍ସ । ଭିଡିଓରେ ଦେଖିବାକୁ ମିଳିଛି, ଡିଜେ ଆଜେକ୍ସ କାନ୍ଦି କାନ୍ଦି କହୁଛନ୍ତି - ଆଉ ବଂଚି ପାରିବିନି, ମରିଜିବି । ଗତ ମାର୍ଚ୍ଚ ମାସରେ ଡିଜେ ଆଜେକ୍ସ ରହୁଥିବା…

ଓଡ଼ିଶାରେ ପୁଣି ଟ୍ରେନ୍ ଅଘଟଣ । ମାଲବାହୀ ଟ୍ରେନର ୪ଟି ବଗି ଲାଇନଚ୍ୟୁତ ।

କନକ ବ୍ୟୁରୋ: ଓଡ଼ିଶାରେ ପୁଣି ଟ୍ରେନ୍ ଅଘଟଣ । ମାଲବାହୀ ଟ୍ରେନର ୪ଟି ବଗି ଲାଇନଚ୍ୟୁତ ହୋଇଛି । ରାୟଗଡ଼ା ଆମ୍ବଦୋଳା ନିକଟରେ ମାଲବାହୀ ଟ୍ରେନର ବଗି ଲାଇନଚ୍ୟୁତ ହୋଇଛି । କ’ଣ କ୍ଷୟକ୍ଷତି ହୋଇଛି ଏନେଇ ଏପର୍ଯ୍ୟନ୍ତ କୌଣସି ସୂଚନା ମିଳିନାହିଁ ।

ଡ୍ୟୁଟିକୁ ଯାଉଥିବାବେଳେ ଟ୍ରେନରେ ହେଲା ହୃଦଘାତ । ସହିଦ ହୋଇଗଲେ ଆସ୍କାର ଜିତେନ୍ଦ୍ର ବିଶ୍ୱାଳ, କାନ୍ଦୁଛି ପରିବାର,…

କନକ ବ୍ୟୁରୋ: ସହିଦ ହୋଇଗଲା ପୁଅ । ଆଉ ତା’ଙ୍କ ମର ଶରୀରରେ ଘୋଡ଼ାଯାଇଥିବା ତ୍ରିରଙ୍ଗା ପତାକାକୁ ଯେବେ ପରିବାରକୁ କରାଗଲା ହସ୍ତାନ୍ତର । ଶେଷ ସନ୍ତକକୁ ଦେଖି ହାତଯୋଡ଼ି ବାହୁନି ପକାଇଲେ ପ୍ରିୟ ପରିଜନ । ଛାତିଫାଟି ପଡୁଥିବା ଭଳି ଏ ଚିତ୍ର, ଦେଶ, ରାଜ୍ୟ, ଗାଁମାଟି ପାଇଁ ଯେତେ ଗର୍ବଆଣିଲେ ବି…

ବିପଦ ବେଳେ କେମିତି କରାଯାଏ ଏକାଠି ମୁକାବିଲା, ଉଦାହରଣ ପାଲଟି ବିଶ୍ୱ ଦରବାରକୁ ଦେଖାଇଲା ଓଡ଼ିଶା ।

କନକ ବ୍ୟୁରୋ: କରମଣ୍ଡଳ ଦୁର୍ଘଟଣା ଦେଶକୁ ଦୋହଲାଇଛି ଆଉ କନ୍ଦାଇଛି । କରୁଣ କାହାଣୀ ଭିତରେ ଏମିତି କିଛି ଦୃଶ୍ୟ ସାମ୍ନାକୁ ଆସିଥିଲା ଯାହା ଓଡ଼ିଶାର ଏକତାକୁ ବିଶ୍ୱ ଦରବାରରେ ବାଃ ବାଃ ମିଳୁଛି । ବିପଦବେଳେ ଗୋଟେ ରାଜ୍ୟ କେମିତି ଏକତା ଦେଖାଏ ତାହା ଟ୍ରେନ୍ ଆକ୍ସିଡେଣ୍ଟ ପରେ ଦେଖିବାକୁ…

ଦେବସ୍ନାନ ପୂର୍ଣ୍ଣିମାରେ କାହିଁକି ହୋଇଥାଏ ଗଜାନନ ବେଶ? କ’ଣ କହୁଛି କିମ୍ବଦନ୍ତୀ ପଢ଼ନ୍ତୁ…

କନକ ବ୍ୟୁରୋ : ଆଜି ପବିତ୍ର ଜ୍ୟେଷ୍ଠ ପୂର୍ଣ୍ଣିମା ବା ଦେବସ୍ନାନ ପୂର୍ଣ୍ଣିମା  । ରତ୍ନବେଦୀରୁ ଓହ୍ଲାଇ ଆସି ସ୍ନାନବେଦୀରେ ବିଜେ କଲେଣି ଚତୁର୍ଦ୍ଧାମୂର୍ତୀ । ଦଇତାପତି ସେବାୟତ ମାନେ ଠାକୁରଙ୍କୁ ଧାଡି ପହଣ୍ଡିରେ ବିଜେ କରାଇଛନ୍ତି ସ୍ନାନ ମଣ୍ଡପରେ  । ସ୍ନାନ ମଣ୍ଡପରେ ବିଜେ ହେବା ପରେ…

କେନ୍ଦ୍ର ରେଳମନ୍ତ୍ରୀଙ୍କ ବଡ଼ ବୟାନ: କହିଲେ, ଦୁର୍ଘଟଣାର ପ୍ରକୃତ କାରଣ ଜଣାପଡ଼ିଛି… ପଢ଼ନ୍ତୁ ପୂରା…

କନକ ବ୍ୟୁରୋ: ବାହାନଗା ଟ୍ରେନ୍ ଦୁର୍ଘଟଣାସ୍ଥଳ ବୁଲିଦେଖିବା ପରେ ଆକ୍ସନ ମୋଡରେ କେନ୍ଦ୍ର ରେଳମନ୍ତ୍ରୀ । ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଲେ, ଖୁବଶୀଘ୍ର ଆସିବ ତଦନ୍ତ ରିପୋର୍ଟ । ପୁଣି ସକାଳୁ ପୁନରୁଦ୍ଧାର କାର୍ଯ୍ୟର ସମୀକ୍ଷା କରିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ । ଗତକାଲି…