ମହିମା ସମାଜ ବାବାଙ୍କ ତୁଟିଲା ବିବାଦ । ସଚିବ ଗଲେ ମନ ମିଳାଇଲେ ।

କନକ ବ୍ୟୁରୋ: ଯୋରନ୍ଦା ଗାଦୀ ବିବାଦର ଅନ୍ତ କଲେ ଫାଇଭ-ଟି ସଚିବ । ଫାଇଭ-ଟି ସଚିବ ଯୋରନ୍ଦା ଗଲେ, ବକଳଧାରୀ ଓ କୌପିନ୍ଧାରୀଙ୍କ ସହ ବସି ଆଲୋଚନା କଲେ ଏବଂ ପୀଠ ପାଇଁ ପ୍ୟାକେଜ ଘୋଷଣା କରି ବିବାଦର ସମାଧାନ ପାଇଁ ବାଟ ବାହାର କଲେ । ବକଳଧାରୀ ଓ କୌପିନ୍ଧାରୀ ବାବାଙ୍କ ମନ ମିଶାଇ ଦେଇଛନ୍ତି…

ଝିଅକୁ ମାରିବା ପାଇଁ ପିଶାଚ ପାଲଟିଲା ବାପା । ୨୦ ଦିନର ଛୁଆକୁ ଦେଲା ବିଷ ଇଞ୍ଜେକ୍ସନ୍, ଜୀବନ ସହ ସଂଘର୍ଷ କରୁଛି କଅଁଳା…

କନକ ବ୍ୟୁରୋ: ଏକଉସିଆ ଆଗରୁ ଝିଅକୁ ବିଷ ଦେଇଦେଲା ଜହ୍ଲାଦ ବାପା । ମାତ୍ର ଦିନର କଅଁଳ ଶିଶୁ କନ୍ୟାକୁ ବିଷ ଇଞ୍ଜେକ୍ସନ୍ ଦେଇଛି ରାକ୍ଷାସ ବାପା । ତେବେ ଝିଅ ଜନ୍ମ ହେବାରୁ ବାପା ଜଣଙ୍କ ଏମିତି ଜଘନ୍ୟ କାଣ୍ଡ କରିଛି । ଏକଉସିଆର ଦୁଇ ଦିନ ଆଗରୁ ଶିଶୁକନ୍ୟାକୁ ମାରିବା ପାଇଁ ପ୍ରି-ପ୍ଲାନ…

ମନ୍ତ୍ରୀପଦ ଯିବା ପରେ ଭରା ସଭାରେ କାନ୍ଦିଲେ ପୋଲସରା ବିଧାୟକ । ଷଡଯନ୍ତ୍ର କରି ମନ୍ତ୍ରୀ ପଦ ଛଡାଇ ନେଇଥିବା କହିଲେ,…

କନକ ବ୍ୟୁରୋ: ଭରା ସଭାରେ ବିଧାୟକ କହିଲେ ମନର କଥା । ଆଉ ଭୋଟରଙ୍କ ଆଗରେ ଭାବବିହ୍ୱଳ ହୋଇ କାନ୍ଦି ପକାଇଲେ । ପୋଲସରାର ବିଜେଡି ବିଧାୟକ ନିକଟରେ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ମନ୍ତ୍ରୀପଦ ଯିବା ପରେ ନିଜ ନିର୍ବାଚନମଣ୍ଡଳୀରେ ଶକ୍ତି ପ୍ରଦର୍ଶନ କରିଛନ୍ତି ଶ୍ରୀକାନ୍ତ ସାହୁ । ଗତକାଲି…

ରାଜ୍ୟ ସରକାରଙ୍କ ନୂଆ ଯୋଜନା ‘ମୋ ଘର’ର ଶୁଭାରମ୍ଭ । କେମିତି କରିବେ ଆବେଦନ ପଢ଼ନ୍ତୁ…

କନକ ବ୍ୟୁରୋ: ନୂଆ ଯୋଜନା ‘‘ମୋ-ଘର’’ର ଶୁଭାରମ୍ଭ । ଏଣିକି ଘର ପାଇଁ ମିଳିବ ଆର୍ଥିକ ସହାୟତା । ପରିବାର ପିଛା ୩ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଦେବାକୁ କ୍ୟାବିନେଟର ମଞ୍ଜୁରୀ । ନିମ୍ନ ଓ ନିମ୍ନ ମଧ୍ୟବିତ ପରିବାରକୁ ଘର ନିର୍ମାଣ, ମରାମତି, ଉନ୍ନତିକରଣ ଓ ସମ୍ପ୍ରସାରଣ ପାଇଁ ମୋ ଘର ଯୋଜନାରେ…

ବିଜେପି ଓ କଂଗ୍ରେସ ରାଜ୍ୟ ସଭାପତିଙ୍କ ଚାଞ୍ଚଲ୍ୟକର ବୟାନ । ଆଗକୁ ବିଜେଡିରେ ହେବ ବିସ୍ଫୋରଣ, ଯୋଗାଯୋଗରେ ଅଛନ୍ତି ଅନେକ…

କନକ ବ୍ୟୁରୋ: ରାଜ୍ୟ ବିଜେପି ସଭାପତିଙ୍କ ଏକ ବୟାନ ଏବେ ରାଜ୍ୟ ରାଜନୀତିକୁ ସରଗରମ କରିଛି । ମନମୋହଲ ସାମଲ କହିଛନ୍ତି, ବିଜେଡିର ସମସ୍ତ ବିଧାୟକ ଅସନ୍ତୁଷ୍ଟ ଅଛନ୍ତି । ଆଉ ସେହି ବିଧାୟକଙ୍କ ସହ ସେ କଥାବାର୍ତା ହେଉଛନ୍ତି । ଖୁବଶୀଘ୍ର ବିଜେଡିରେ ବିସ୍ଫୋରଣ ହେବ । ସେହିଭଳି ପିସିସି ସଭାପତି…

ଜମି ବିକ୍ରି ଓ ଭାଗରେ ଆଉ ହେବନି ସମସ୍ୟା । କୋହଳ ହେଲା ଚକବନ୍ଦୀ ନିୟମ ।

କନକ ବ୍ୟୁରୋ: ଏଣିକି ଚକ ଜମି ବିକ୍ରି ତଥା ବିଭାଜନ ହୋଇପାରିବ । ସେହିପରି ଜମି ପଟ୍ଟାଗୁଡ଼ିକର ସଂଶୋଧନ ମଧ୍ୟ ହୋଇପାରିବ । ଓଡ଼ିଶା ଚକବନ୍ଦୀ ଓ ଭୂମିର ବିଭକ୍ତିକରଣ ନିବାରଣ ଅଧିନିୟମର ଚାପ୍ଟର-୫ର ଧାରା ୩୪ ଏବଂ ୩୫ର ଉଚ୍ଛେଦ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି ରାଜ୍ୟ କ୍ୟାବିନେଟ୍ । ଏହି ସଂଶୋଧନ…