ଅର୍ଥନୈତିକ ଅପରାଧ ଶାଖାର ବଡଖୁଲାସା, ଜ୍ୟାକଲିନ ଓ ପିଙ୍କିଙ୍କ କଥାରେ ନାହିଁ ତାଳମେଳ

କନକ ବ୍ୟୁରୋ : ଠକ ସୁକେଶ ଚନ୍ଦ୍ରଶେଖର ଅର୍ଥ ହେରଫେର ମାମଲାରେ ଅର୍ଥନୈତିକ ଅପରାଧ ଶାଖାର ଦିଲ୍ଲୀ କାର୍ଯ୍ୟାଳୟ ତରଫରୁ ଏକ ବଡ ଖୁଲାସା କରାଯାଇଛି । ଏହି ମାମଲାରେ ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଡିଜ ଓ ସୁକେଶ ଚନ୍ଦ୍ରଶେଖରର ନିକତମ କୁହାଯାଉଥିବା ପିଙ୍କି ଇରାନୀଙ୍କ କଥାରେ ତାଳମେଳ…

ଗୋଆରେ ୮ କଂଗ୍ରେସ ବିଧାୟକ ବିଜେପିରେ ମିଶିବା ଘଟଣା, ମିଶ୍ରଣକୁ ଗ୍ରହଣ କଲେ ଗୋଆ ବାଚସ୍ପତି

କନକ ବ୍ୟୁରୋ : ଗୋଆ ବିଧାନସଭାର ବାଚସ୍ପତି ରମେଶ ତାୱଡକର ବୁଧବାର ଦିନ ୮ ଜଣ କଂଗ୍ରେସ ବିଧାୟକ ବିଜେପିରେ ମିଶିବା ଘଟଣାକୁ ଗ୍ରହଣ କରିଛନ୍ତି । ଗଣମାଧ୍ୟମକୁ ସୂଚନା ଦେଇ ତାୱଡକର କହିଛନ୍ତି କି ଗତକାଲି ମୁଁ ଦିଲ୍ଲୀରେ ଥିଲି, ସନ୍ଧ୍ୟାରେ ଗୋଆ ଫେରିବା ପରେ ଏନେଇ ବିଜେପି ପକ୍ଷରୁ କରାଯାଇଥିବା…

ଦିଲ୍ଲୀର ଅବକାରୀ ନୀତିକୁ ନେଇ ବିଜେପି ଜାରି କଲା ଷ୍ଟିଙ୍ଗ୍ ଅପରେସନର ଭିଡିଓ, ସିସୋଦିଆ କହିଲେ ପ୍ରଧାନମନ୍ତ୍ରୀଙ୍କ…

କନକ ବ୍ୟୁରୋ : ଦିଲ୍ଲୀରେ ଅବକାରୀ ନୀତିକୁ ନେଇ ରାଜନୀତି ଜୋର ଧରିଥିବା ବେଳେ ଏହି ଅବକାରୀ ନୀତିରେ କେଜ୍ରିୱାଲ ସରକାର କିଭଳି ଦୁର୍ନୀତି କରିଛନ୍ତି ସେନେଇ ବିଜେପି ପକ୍ଷରୁ ଏକ ଷ୍ଟିଙ୍ଗ ଅପରେସନର ଭିଡିଓ ଜାରି କରିଛି । ବିଜେପି ଦାବି କରିଛି କି ଏହି ଭିଡିଓରେ ଥିବା ବ୍ୟକ୍ତି ଜଣଙ୍କ…

ନ୍ୟୁଡ ଫଟୋସୁଟ ମାମଲାରେ ମୁହଁ ଖୋଲିଲେ ଅଭିନେତା ରଣବୀର ସିଂ, କହିଲେ ମୋ ଫଟୋକୁ କରାଯାଇଛି ଏଡିଟିଂ

କନକ ବ୍ୟୁରୋ : କିଛିଦିନ ହେବ ଅଭିନେତା କିଛି ନା କିଛି କାରଣରୁ ଚର୍ଚ୍ଚାରେ ଅଛନ୍ତି । କିଛିଦିନ ତଳେ ରଣବୀର ସିଂ ନିଜର କିଛି ନ୍ୟୁଡ ଫଟୋ ସୁଟ କରି ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ  । ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାପରେ ଏହାକୁ ପ୍ରଶଂସକମାନେ ନାପସନ୍ଦ କରିବା ସହ ବିରୋଧ ମଧ୍ୟ…

ନୀତିଶ କୁମାରଙ୍କ ସହ ଭେଟକୁ ନେଇ ମୁହଁଖୋଲିଲେ ପ୍ରଶାନ୍ତ କିଶୋର । କହିଲେ ଯଦି ୧୦ ଲକ୍ଷ ଚାକିରି ……

କନକ ବ୍ୟୁରୋ : ରାଜନୀତିରେ କେହି କାହାର ଚିରଶତ୍ରୁ ନୁହଁନ୍ତି । ଏକଥା ଅନେକ କ୍ଷେତ୍ରରେ ମଧ୍ୟ ପ୍ରମାଣିତ ହୋଇସାରିଛି । ହେଲେ ଏତେଶୀଘ୍ର ପାଲା ବଦଳିଯିବ କେହି ବି ଆଶା କରିନଥିଲେ । ଆମେ କହୁଛୁ ବିହାର ରାଜନୀତି କଥା । ଏଠାରେ ବିଜେପି ସହ ମେଣ୍ଟ ଭାଙ୍ଗି ପୁଣି ମହାମେଣ୍ଟର ସମର୍ଥନରେ ନୀତିଶ…

ଠକ ସୁକେଶ ଚନ୍ଦ୍ରଶେଖରଙ୍କ ସହ ସଂପର୍କ ରଖି ଅଡୁଆରେ ଜ୍ୟାକଲିନ, ଇଡିର ମାରାଥନ ଜେରା

କନକ ବ୍ୟୁରୋ : ୨ଶହ କୋଟି ଟଙ୍କା ଠକେଇ ମାମଲାରେ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାନଡିଜ ଇଓଡବ୍ଲୁର ବୁଧବାର ଜେରା କରିଛି । ମନି ଲଣ୍ଡ୍ରିଂ ମାମଲାରେ ଇଡି ପରେ ଇଓଡବ୍ଲୁ ଜ୍ୟାକଲିନଙ୍କୁ ପଚରାଉଚରା କରିଛି । ତଦନ୍ତକାରୀ ସଂସ୍ଥା ଜ୍ୟାକଲିନଙ୍କୁ ଦୀର୍ଘ ଘଂଟା ଧରି ଜେରା କରିଥିବା ଜଣାପଡିଛି ।…