ପଞ୍ଜାବ କିଙ୍ଗସର ମୁଖ୍ୟ କୋଚ ପଦରୁ ହଟିଲେ ଅନିଲ କୁମ୍ବଲେ, ଜାଣନ୍ତୁ କାହାକୁ ମିଳିଲା ଏହି ପଦ

କନକ ବ୍ୟୁରୋ : ଇଣ୍ଡିଆନ ପ୍ରିମିୟର ଲିଗର ଟିମ୍ ପଞ୍ଜାବ କିଙ୍ଗସ ତରଫରୁ ମୁଖ୍ୟ କୋଚ ଅନିଲ କୁମ୍ବଲେଙ୍କ ସ୍ଥାନରେ ଅନ୍ୟଜଣଙ୍କୁ ନୂଆ କୋଚ ଭାବେ ନିଯୁକ୍ତି ଦିଆଯାଇଛି । ଟିମ୍ ତରଫରୁ ଟ୍ରେବର ବେଲିସଙ୍କୁ ନୂଆ କୋଚ ଭାବେ ନିଯୁକ୍ତି ଦିଆଯାଇଛି । ଟ୍ରେବର ବେଲିସ ଇଂଲଣ୍ଡ କ୍ରିକେଟ ଟିମକୁ ୨୦୧୯ ରେ…

କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ପରେ ଦେଶରେ ଶସ୍ତା ହେଲା ଚାଉଳ, ଜାଣନ୍ତୁ କେତେ କମିଲା ଦାମ

କନକ ବ୍ୟୁରୋ : କେନ୍ଦ୍ର ସରକାରଙ୍କ ତରଫରୁ ଚାଉଳ ରପ୍ତାନୀ ଉପରେ ବଡ ନିଷ୍ପତ୍ତି ନିଆଯିବା ପରେ ଏବେ ଦେଶରେ ଚାଉଳର ଦାମ ଶସ୍ତା ହୋଇଛି । ସାଧାରଣ ଚାଉଳର ଦାମ କୁଇଣ୍ଟାଲ ପ୍ରତି ୨୦୦ ଟଙ୍କା ପର୍ଯ୍ୟନ୍ତ ଶସ୍ତା ହୋଇଥିବା କଥା କୁହାଯାଇଛି । କିଛିଦିନ ତଳେ କେନ୍ଦ୍ର ସରକାର ଖୁଦ ଚାଉଳର ବିଦେଶ…

ଏହି ଶିଶୁ ଶରୀରରେ ଲାଲ ନୁହେଁ ବରଂ ବହୁଛି ଧଳାରକ୍ତ । ନମୂନା ଦେଖି ଡାକ୍ତର ବି ହୋଇଗଲେ ଚକିତ

କନକ ବ୍ୟୁରୋ : ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ମଣିଷର ରକ୍ତ ଲାଲ ବୋଲି ସମସ୍ତେ ଜାଣନ୍ତି । ହେଲେ ଏବେ ଆମେ ଆପଣଙ୍କୁ ଯେଉଁ ଖବର ଦେବାକୁ ଯାଉଛୁ ତାହା ଜାଣିବା ପରେ ଆପଣ ବି ଭାବିବାକୁ ବାଧ୍ୟ ହେବେ ଯେ ରକ୍ତର ରଙ୍ଗ ଲାଲ ପରିବର୍ତ୍ତେ ଅନ୍ୟ କିଛି ମଧ୍ୟ ହୋଇପାରେ । ଫଟୋରେ ଦେଖୁଥିବା…

ଗୁଜରାଟ କେମିକାଲ ଫ୍ୟାକ୍ଟ୍ରିରେ ଭୟଙ୍କର ଅଗ୍ନିକାଣ୍ଡ । ବିଷାକ୍ତ ଗ୍ୟାସ ଯୋଗୁଁ ଜନସାଧାରଣ ଅସ୍ତବ୍ୟସ୍ତ

କନକ ବ୍ୟୁରୋ : ଗୁଜରାଟ ବାଲସାଡ ନିକଟରେ ଥିବା ଜିଆଇଡିସି କ୍ୟାମିକାଲ ଫ୍ୟାକ୍ଟ୍ରିରେ ଭୟଙ୍କର ଭାବେ ନିଆଁ ଲାଗିଛି । ଏଠାରେ ନିଆଁ ଲାଗିବା ଖବର ପାଇବା ପରେ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଂଚି ନିଆଁକୁ ଆୟତ କରିଛି । ହେଲେ ଏହି ଅଗ୍ନିକାଣ୍ଡରେ କେତେ ଆହତ ହୋଇଛନ୍ତି ବା କେତେ ଲୋକଙ୍କର…

ଦିଲ୍ଲୀ ଅବକାରୀ ମାମଲାକୁ ନେଇ ଇଡିର ବଡ କାର୍ଯ୍ୟାନୁଷ୍ଠାନ, ସାରା ଦେଶରେ ୪୦ ଟି ଠିକଣାରେ ଚଢାଉ

କନକ ବ୍ୟୁରୋ: ଅବକାରୀ ମାମଲାକୁ ନେଇ ଦିନକୁ ଦିନ କେଜ୍ରିୱାଲ ସରକାରଙ୍କ ପାଇଁ ଅଡୁଆ ବଢିବାରେ ଲାଗିଛି । ଏହି ମାମଲାର ଯାଂଚ କରୁଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଆଜି ସାରା ଦେଶରେ ୪୦ ଟି ସ୍ଥାନରେ ଚଢାଉ କରିଛି । ଏହି ଚଢାଉ ଆନ୍ଧ୍ର ପ୍ରଦେଶ, କର୍ଣ୍ଣାଟକ, ତାମିଲନାଡୁ ଓ ଦିଲ୍ଲୀର ମଦ…

ଗୋଟିଏ ମଂଚରେ ଏକାଠି ହେବେ ୪ ପ୍ରମୁଖ ନେତା, ହେବ କି ଭାରତ-ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ବୈଠକ ?

କନକ ବ୍ୟୁରୋ : ଶୁକ୍ରବାର ଉଜବେକିସ୍ତାନରେ ବସିବାକୁ ଯାଉଛି ଏସସିଓ ବା ସାଂଘାଇ କୋର୍ପୋସନ ଅର୍ଗାନାଇଜେସନ ବୈଠକ । ଏଥିପାଇଁ ପ୍ରସ୍ତୁତି ଜୋରଦାର ଚାଲିଛି । ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍, ଚୀନ ରାଷ୍ଟ୍ରପତି ଜିନ୍ ପିଙ୍ଗଙ୍କ ସମେତ ପାକିସ୍ତାନ…