ବିବେକ ରାମସ୍ଵାମୀ କିଏ ?

କନକ ବ୍ୟୁରୋ: ଆସନ୍ତାବର୍ଷ 2024ରେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଯାଉଛି । ଏହି ସମୟରେ ବିବେକ ରାମସ୍ବାମୀ ନାମକ ଜଣେ ଭାରତୀୟ-ଆମେରିକୀୟଙ୍କ ନାମ ବହୁତ ଚର୍ଚ୍ଚାରେ ଅଛି । ବିବେକ ରାମସ୍ବାମୀଙ୍କୁ  ଆଗାମୀ ଆମେରିକାର ରାଷ୍ଟ୍ରପତି ପଦ ପାଇଁ ପ୍ରମୁଖ ଦାବିଦାର ଭାବରେ ମଧ୍ୟ …

5 ଟି ଏପରି ଉଦ୍ଭାବନ ଯାହା ଆପଣ ଜାଣିନାହାନ୍ତି ।

କନକ ବ୍ୟୁରୋ: ଭାରତୀୟ ମାନଙ୍କ ଦ୍ଵାରା 5 ଟି ଏପରି ଉଦ୍ଭାବନ ହେଇଛି , ଯାହାଦ୍ଵାରା ବିଶ୍ବର ଭାରତ ପ୍ରତି ଦୃଷ୍ଟିଭଙ୍ଗୀ ବଦଳି ଯାଇଛି । ଆଜିର ସମୟରେ ଆମେ ସମସ୍ତେ ଇଣ୍ଟରନେଟ୍ ବ୍ୟବହାର କରୁଛନ୍ତି । ବିନା ଇଣ୍ଟରନେଟ୍ ରେ ଆଜିର ଜୀବନ କଳ୍ପନା କରିବା ଅସମ୍ଭବ ମନେହେଉଛି । ଆମେ…

ବଜାରକୁ ଆସୁଛି ନୂଆ ଆଇଫୋନ୍

କନକ ବ୍ୟୁରୋ: ଆପଲ୍ ପ୍ରତିବର୍ଷ ସେପ୍ଟେମ୍ବରରେ ନୂଆ ଆଇଫୋନ୍ ସିରିଜ୍ ଲଞ୍ଚ କରେ | ଚଳିତ ବର୍ଷ ମଧ୍ୟ  12 କିମ୍ବା 13 ସେପ୍ଟେମ୍ବରରେ ଏକ ଇଭେଣ୍ଟରେ ଏହାର ନୂତନ ଆଇଫୋନ୍ ଲଞ୍ଚ କରିବ ବୋଲି ବିଶେଷ ସୂତ୍ରରୁ ପ୍ରକାଶ । ଆପଲ୍ ର ପରମ୍ପରା ଅନୁଯାୟୀ, ସମ୍ଭବତ ଚାରୋଟି ନୂତନ ମଡେଲ୍ ବଜାରକୁ…

ଭାରତ ସହିତ କୂଟନୈତିକ ସମ୍ପର୍କ ଛିନ୍ନ କରିବ କି ପାକିସ୍ତାନ ?

ପାକିସ୍ତାନର ମଧ୍ୟବର୍ତୀକାଳୀନ (କେୟାର ଟେକର) ସରକାରର ପ୍ରଧାନମନ୍ତ୍ରୀ ଅନବର-ଉଲ-ହକ୍ ଗତକାଲି ତାଙ୍କର ମନ୍ତ୍ରିମଣ୍ଡଳ ଘୋଷଣା କରିଛନ୍ତି । ଏଥିରେ ସେ ୧୬ ଜଣ ମନ୍ତ୍ରୀ ଓ ୩ ଜଣ ପରମର୍ଶଦାତାଙ୍କୁ ନିଯୁକ୍ତି ଦେଇଛନ୍ତି । ପାକିସ୍ତାନର ବରିଷ୍ଟ ପତ୍ରକାର ମୂର୍ତଜା ସୋଲଙ୍ଗୀ ମଧ୍ୟ ସାମିଲ ଅଛନ୍ତି…

ସାଉଥ ଡ଼ାଇରେକ୍ଟର ‘ଶଙ୍କର’ ଯିଏ ଗୋଟେ ଫିଲ୍ମ ପାଇଁ ନିଅନ୍ତି ୪୦ କୋଟି ଟଙ୍କା

ଇଣ୍ଡିଆନ, ଅପରିଚିତ, ରୋବଟ ଏହି ଫିଲ୍ମ ଗୁଡ଼ିକର ନାଁ ସମସ୍ତ ଚଳଚ୍ଚିତ୍ର ପ୍ରେମୀ ମାନଙ୍କ ମଧ୍ୟରେ ବେଶ ପରିଚିତ । ଏଗୁଡ଼ିକ ସବୁ ସାଉଥର ସୁପରଡୁପର ହିଟ ଫିଲ୍ମ । ଯାହାର ନିର୍ଦ୍ଦେଶକ ହେଉଛନ୍ତି ଶଙ୍କର । ଶଙ୍କର ହେଉଛନ୍ତି ଭାରତର ଦ୍ଵିତୀୟ ସର୍ବାଧିକ ପାରିଶ୍ରମିକ ନେଉଥିବା ଡ଼ାଇରେକ୍ଟର ।…

ଜଣାଶୁଣା ମୋଦି ବିରୋଧୀ ସିଲା ରଶିଦ୍ ଏବେ ମୋଦିଙ୍କ ପ୍ରଶଂସାରେ ଶତମୁଖ

ଦିନଥିଲା ଜେଏନୟୁ ଛାତ୍ରସଙ୍ଘର ପୂର୍ବତନ ଉପସଭାପତି  ସିଲା ରଶିଦ୍ କାଶ୍ମୀରରୁ ଧାରା ୩୭୦ର ଉଚ୍ଛେଦକୁ ତୀବ୍ର ବିରୋଧ କରୁଥିଲେ । ଏବେ କିନ୍ତୁ ସେ ମୋଦିଙ୍କ କାଶ୍ମୀର ନୀତିକୁ ଖୁବ ପ୍ରଶଂସା କରୁଛନ୍ତି । ଆଗରୁ ବହୁ ସଭାରେ ସେ ମୋଦିଙ୍କ ନୀତିକୁ ଖୁଲମ୍ଖୁଲା ସମାଲୋଚନା କରୁଥିଲେ ।…