ଏସିଆ କପରେ ସ୍ଥାନ ମିଳିବ ବୋଲି ସ୍ବପ୍ନରେ ସୁଦ୍ଧା ଭାବିନଥିଲି ।

ଏସିଆ କପ 2023 ପାଇଁ ଗତ 21 ତାରିଖ ଦିନ ଟିମ ଇଣ୍ଡିଆର ଚୟନ ହେଇସାରିଛି । ଟିମରେ ତିଲକ ବର୍ମାଙ୍କ ଚୟନକୁ ନେଇ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଏହି ବାମହାତି ବ୍ୟାଟସମ୍ୟାନ ଗତ କାରିବିଆନ୍ ଗସ୍ତରେ ସ୍ଥାନ ପାଇଥିଲେ । ନିଜର ଦମଦାର ପ୍ରଦର୍ଶନ ବଳରେ ଏସିଆ କପ ପାଇଁ ନିଜ ସ୍ଥାନ ସଂରକ୍ଷଣ…

ପ୍ରଥମ ଦରମା 500 ଟଙ୍କା ଥିଲା, ବର୍ତ୍ତମାନ ଏହି ସୁପରଷ୍ଟାର ମାସକୁ 1 କୋଟି ରୋଜଗାର କରୁଛନ୍ତି ।

ଦକ୍ଷିଣ ଭାରତରେ ଅର୍ଜୁନ ରେଡ୍ଡୀର  ସଫଳତା ପରେ ବିଜୟ ଦେବରାକୋଣ୍ଡା ଏବେ ଘରେ ଘରେ ପରିଚିତ ଏକ ନାମ ।  ସାଉଥରେ ଖୁବ୍ କମ୍ ସମୟ ମଧ୍ୟରେ ସେ ଫିଲ୍ମ ଇଣ୍ଡଷ୍ଟ୍ରିରେ ସଫଳତା ପାଇଛନ୍ତି କିନ୍ତୁ ବଲିଉଡରେ ସେତେଟା ପ୍ରଭାବ ଦେଖେଇ ପାରିନାହାନ୍ତି ।  ସେ 2011 ‘ନ୍ୟୁଭିଲ୍ଲା’  ଏବଂ 2012ରେ ‘ଲାଇଫ…

ବିବେକ ରାମସ୍ଵାମୀ କିଏ ?

କନକ ବ୍ୟୁରୋ: ଆସନ୍ତାବର୍ଷ 2024ରେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଯାଉଛି । ଏହି ସମୟରେ ବିବେକ ରାମସ୍ବାମୀ ନାମକ ଜଣେ ଭାରତୀୟ-ଆମେରିକୀୟଙ୍କ ନାମ ବହୁତ ଚର୍ଚ୍ଚାରେ ଅଛି । ବିବେକ ରାମସ୍ବାମୀଙ୍କୁ  ଆଗାମୀ ଆମେରିକାର ରାଷ୍ଟ୍ରପତି ପଦ ପାଇଁ ପ୍ରମୁଖ ଦାବିଦାର ଭାବରେ ମଧ୍ୟ …

5 ଟି ଏପରି ଉଦ୍ଭାବନ ଯାହା ଆପଣ ଜାଣିନାହାନ୍ତି ।

କନକ ବ୍ୟୁରୋ: ଭାରତୀୟ ମାନଙ୍କ ଦ୍ଵାରା 5 ଟି ଏପରି ଉଦ୍ଭାବନ ହେଇଛି , ଯାହାଦ୍ଵାରା ବିଶ୍ବର ଭାରତ ପ୍ରତି ଦୃଷ୍ଟିଭଙ୍ଗୀ ବଦଳି ଯାଇଛି । ଆଜିର ସମୟରେ ଆମେ ସମସ୍ତେ ଇଣ୍ଟରନେଟ୍ ବ୍ୟବହାର କରୁଛନ୍ତି । ବିନା ଇଣ୍ଟରନେଟ୍ ରେ ଆଜିର ଜୀବନ କଳ୍ପନା କରିବା ଅସମ୍ଭବ ମନେହେଉଛି । ଆମେ…

ବଜାରକୁ ଆସୁଛି ନୂଆ ଆଇଫୋନ୍

କନକ ବ୍ୟୁରୋ: ଆପଲ୍ ପ୍ରତିବର୍ଷ ସେପ୍ଟେମ୍ବରରେ ନୂଆ ଆଇଫୋନ୍ ସିରିଜ୍ ଲଞ୍ଚ କରେ | ଚଳିତ ବର୍ଷ ମଧ୍ୟ  12 କିମ୍ବା 13 ସେପ୍ଟେମ୍ବରରେ ଏକ ଇଭେଣ୍ଟରେ ଏହାର ନୂତନ ଆଇଫୋନ୍ ଲଞ୍ଚ କରିବ ବୋଲି ବିଶେଷ ସୂତ୍ରରୁ ପ୍ରକାଶ । ଆପଲ୍ ର ପରମ୍ପରା ଅନୁଯାୟୀ, ସମ୍ଭବତ ଚାରୋଟି ନୂତନ ମଡେଲ୍ ବଜାରକୁ…

ଭାରତ ସହିତ କୂଟନୈତିକ ସମ୍ପର୍କ ଛିନ୍ନ କରିବ କି ପାକିସ୍ତାନ ?

ପାକିସ୍ତାନର ମଧ୍ୟବର୍ତୀକାଳୀନ (କେୟାର ଟେକର) ସରକାରର ପ୍ରଧାନମନ୍ତ୍ରୀ ଅନବର-ଉଲ-ହକ୍ ଗତକାଲି ତାଙ୍କର ମନ୍ତ୍ରିମଣ୍ଡଳ ଘୋଷଣା କରିଛନ୍ତି । ଏଥିରେ ସେ ୧୬ ଜଣ ମନ୍ତ୍ରୀ ଓ ୩ ଜଣ ପରମର୍ଶଦାତାଙ୍କୁ ନିଯୁକ୍ତି ଦେଇଛନ୍ତି । ପାକିସ୍ତାନର ବରିଷ୍ଟ ପତ୍ରକାର ମୂର୍ତଜା ସୋଲଙ୍ଗୀ ମଧ୍ୟ ସାମିଲ ଅଛନ୍ତି…