ହଲିଉଡରେ ବଢୁଛି ବଲିଉଡ ଅଭିନେତ୍ରୀଙ୍କ ଦବଦବା

ହଲିଉଡ ଚଳଚ୍ଚିତ୍ରମାନଙ୍କରେ ଭାରତୀୟ କଳାକାର ମାନେ ବିଗତ କିଛିବର୍ଷ ଧରି ନିଜର ଅଭିନୟ ଚାତୁରୀ ଦେଖାଇ ଆସୁଛନ୍ତି । ବିଦେଶୀ ପ୍ରଯୋଜଙ୍କ ମାନେ ମଧ୍ୟ ସେମାନଙ୍କୁ ନିଜ ଫିଲ୍ମରେ ସମ୍ମାନର ସହିତ ସୁଯୋଗ ଦେବାରେ କୁଣ୍ଠାବୋଧ କରୁନାହାନ୍ତି । ଏହି ଧାରା ଆଗକୁ ମଧ୍ୟ ବଜାୟ ରହିବ ବୋଲି…

ପେଟପାଇଁ ରାସ୍ତାରେ କଲମ ବିକୁଥିବା ଜନି ଲିଭର ଆଜି ୨୨୭କୋଟି ଟଙ୍କାର ମାଲିକ

ଜନି ଲିଭର ପ୍ରାୟ ୩୫୦ରୁ ଉର୍ଦ୍ଧ ଚଳଚ୍ଚିତ୍ରରେ କାମ କରିଛନ୍ତି କିନ୍ତୁ ପ୍ରଥମରୁ ଚଳଚ୍ଚିତ୍ରରେ ଅଭିନୟ କରିବାକୁ ତାଙ୍କର ଆଦୌ ଇଚ୍ଛା ନଥିଲା । ଆର୍ଥିକ ଦୁରବସ୍ଥା ଯୋଗୁଁ ଆତ୍ମହତ୍ୟା କରିବାକୁ ଉଦ୍ୟମ ମଧ୍ୟ କରିଥିଲେ । ପ୍ରଥମ ଫିଲ୍ମରେ ଅଭିନୟକୁ ଡରି ତାଙ୍କୁ ଜର ହେଇଯାଇଥିଲା । ତ୍ରିରଙ୍ଗାକୁ…

ଗୋଟେ ଇଂଷ୍ଟାଗ୍ରାମ ପୋଷ୍ଟ ପାଇଁ ବିରାଟ କୋହିଲି ନିଅନ୍ତି ୧୧.୪୫ କୋଟି ଟଙ୍କା ?

କିଛିଦିନ ପୂର୍ବେ ମିଡ଼ିଆରେ ଏହା ଖୁବ ଚର୍ଚ୍ଚା ହେଉଥିଲା ଯେ ଟିମଇଣ୍ଡିଆର ପୂର୍ବତନ କ୍ୟାପଟେନ ବିରାଟ କୋହିଲି ଗୋଟେ ଇଂଷ୍ଟାଗ୍ରାମ ପୋଷ୍ଟ ପାଇଁ ସର୍ବାଧିକ ଅର୍ଥ ଦାବି କରନ୍ତି । ଏହାମଧ୍ୟ କୁହାଯାଉଥିଲା ଯେ କୋହିଲି ଗୋଟେ ପୋଷ୍ଟରୁ ୧୧.୪୫ କୋଟି ଟଙ୍କା ଆୟ କରନ୍ତି ।…

ଟାଟା ନିଜର ପତ୍ନୀଙ୍କୁ ଦେଇଥିଲେ ‘କୋହିନୁର’ଠୁ ଦି ଗୁଣା ବଡ଼ ହୀରା ‘ଜୁବୁଲି’ ।

ଦୋରାବଜୀ ଟାଟା ଏକଲକ୍ଷ ପାଉଣ୍ଡ ଦେଇ କିଣିଥିଲେ ଏହି ହୀରା । ବୀମା ମଧ୍ୟ କରାଇଥିଲେ । ଦକ୍ଷିଣ ଆଫ୍ରିକାର ଜୈଗର୍ସଫ୍ରଣ୍ଟିନ ହୀରା ଖଣି ନିଜର ବହୁମୂଲ୍ୟ ହୀରା ପାଇଁ ସାରା ବିଶ୍ୱରେ ଖୁବ ପରିଚିତ । ଏହି ଖଣିରୁ ଆଜି ପର୍ଯ୍ୟନ୍ତ ୯୬ ଲକ୍ଷ କାରାଟ୍ ରୁ  ଉର୍ଦ୍ଧ…

ପାକିସ୍ତାନରେ କେମିତି ସାଧାରଣ ନିର୍ବାଚନ ହୁଏ ?

ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହାବାଜ ସରିଫ ନ୍ୟାସନାଲ ଆସେମ୍ବ୍ଲିକୁ ଭଙ୍ଗ କରିଦେଇଛନ୍ତି। ପାକିସ୍ତାନର ସମ୍ବିଧାନ ଅନୁଯାୟୀ ନିର୍ବାଚନ ଆୟୋଗ ଆଗାମୀ ୯୦ ଦିନ ମଧ୍ୟରେ ଦେଶରେ ସାଧାରଣ ନିର୍ବାଚନ କରିବାକୁ ବାଧ୍ୟ। ଶାହାବାଜ ସରକାରଙ୍କ ପତନ ପରେ ବର୍ତ୍ତମାନ କାର୍ଯ୍ୟନିର୍ବାହୀ…