ମୋବାଇଲ୍ ରୁ ମୁକ୍ତି ଚାହୁଁଛନ୍ତି କି ?

ମନୁଷ୍ୟ ମୋବାଇଲ ଧରିବା ତ ଶିଖିଗଲା କିନ୍ତୁ କେତେବେଳେ ଛାଡ଼ିବ ସେକଥା ଭୁଲିଗଲା ପ୍ରତ୍ଯେକ ଶତାବ୍ଦୀରେ କିଛି ନା କିଛି ବୈଷୟିକ ବିପ୍ଲବ ହୋଇଛି । ଏକବିଂଶ ଶତାବ୍ଦୀର ପ୍ରଥମ ଚତୁରାର୍ଦ୍ଧରେ ଏହାର ଶ୍ରେୟ  ମୋବାଇଲକୁ ଦିଆଯାଇପାରେ । ଏଥିଯୋଗୁ ଆମର ବହୁତ ଅଗ୍ରଗତି ହୋଇଛି ଏବଂ ଏହାଯୋଗୁଁ ଅନେକ…

କୁକୁର ମାନକ ପୂର୍ବଜ ଗଧିଆ ଥିଲେ

ମଣିଷର ସବୁଠାରୁ ବିଶ୍ୱସ୍ତ ପଶୁ ହେଉଛି 'ଗଧିଆ' | ଏହା ଆପଣଙ୍କୁ ଅଜବ ଲାଗିବ କିନ୍ତୁ ଏହା ଆଂଶିକ ସତ୍ୟ ।  ବାସ୍ତବରେ ଆପଣଙ୍କ ଚାରିପାଖରେ ରହୁଥିବା କୁକୁରମାନେ ଏକଦା ଗଧିଆ ଥିଲେ । ପ୍ରାୟ 20 ହଜାର ବର୍ଷ ପୂର୍ବେ ସେମାନେ ମଣିଷର ସବୁଠାରୁ ବଡ ଶତ୍ରୁ ଭାବରେ ପରିଗଣିତ ହେଉଥିଲେ । ଧୀରେଧୀରେ…

ପ୍ରିଗୋଜିନଙ୍କ ହତ୍ୟା ଅଭିଯୋଗକୁ ଖଣ୍ଡନ କଲା ରୁଷ

ଅଗଷ୍ଟ 23ରେ ରୁଷରେ ପୁଟିନଙ୍କ ବିଦ୍ରୋହୀ ୱାଗନର୍ ମୁଖ୍ୟଙ୍କ ମୃତ୍ୟୁ ଏବେ ସୁଦ୍ଧା ରହସ୍ୟ ହୋଇରହିଛି। ମସ୍କୋ ନିକଟରେ ତାଙ୍କ ବିମାନ କେମିତି ଦୁର୍ଘଟଣାଗ୍ରସ୍ତ ହେଲା , ଏହା ପଛରେ ରହସ୍ୟ କଣ ସେ ସବୁର ସମାଧାନ ପାଇଁ ବିମାନର ରେକର୍ଡର ଯାଞ୍ଚ କରାଯିବ । ବିବିସି ରିପୋର୍ଟ ଅନୁଯାୟୀ…

ରାଜେଶ୍ୱରୀ ଭାରତ ପାଇଁ  ଅଲିମ୍ପିକ୍-2024ର ସପ୍ତମ ସୁଟିଂ କୋଟା ଆଣିଦେଇଛନ୍ତି

ଭାରତର ଟ୍ରାପ ସୁଟର ରାଜେଶ୍ୱରୀ କୁମାରୀ ଗୁରୁବାର ଦିନ ବାକୁରେ ଚାଲିଥିବା ଆଇଏସଏଫ(ISSF) ବିଶ୍ୱ ଚାମ୍ପିଅନସିପରେ ପଞ୍ଚମ ସ୍ଥାନ ହାସଲ କରି ପ୍ୟାରିସ ଅଲିମ୍ପିକ୍ସ ପାଇଁ ଦେଶର ସପ୍ତମ ସୁଟିଂ କୋଟା ସୁରକ୍ଷିତ କରିଛନ୍ତି । କଡ଼ା ମୁକାବିଲା  ମଧ୍ୟରେ ରାଜେଶ୍ୱରୀ ଫାଇନାଲରେ ପ୍ରବେଶ କରିଥିଲେ…

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (AI)  ବଢାଇଲା ମେକଅପ୍ ବେପାର

ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ଏବଂ ଅଗମେଣ୍ଟେଡ୍ ରିଅଲିଟି (AR) ମେକଅପ୍ ଇଣ୍ଡଷ୍ଟ୍ରିକୁ ଏକ ନୂତନ ଯୁଗକୁ ନେଇଯିବାକୁ ବସିଛି । ମେକ୍ଅପ୍ କମ୍ପାନୀ ଏବଂ ବ୍ରାଣ୍ଡଗୁଡିକ ବର୍ତ୍ତମାନ AI ଆଧାରିତ ସ୍ମାର୍ଟ ବିଉଟି ମିରର୍ ଏବଂ ଭର୍ଚୁଆଲ୍ ମେକଅପ୍ ଆପ୍ ମାଧ୍ୟମରେ ଗ୍ରାହକଙ୍କୁ ସେମାନଙ୍କର…

CBSEର ନୂଆ ନିୟମ , ଆସନ୍ତା ବର୍ଷ ଠାରୁ ଦ୍ୱାଦଶ ପରୀକ୍ଷା 2 ଟି ଟର୍ମରେ ହେବ ।

କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଜାତୀୟ ପାଠ୍ୟକ୍ରମ ଢାଞ୍ଚା (ଏନସିଏଫ୍)ର ଡ୍ରାଫ୍ଟ ପ୍ରକାଶ କରିଛି। ଏଥିରେ ଦ୍ୱାଦଶ ବୋର୍ଡ ପରୀକ୍ଷାକୁ ଦୁଇଟି ଟର୍ମରେ କରିବାକୁ ପ୍ରସ୍ତାବ ଦିଆଯାଇଛି। ଦଶମ-ଦ୍ୱାଦଶ ଫଳାଫଳରେ ପୂର୍ବ ଶ୍ରେଣୀର ମାର୍କ ଯୋଡିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି । ନୂତନ ଜାତୀୟ…