ନ୍ୟାୟ ପାଇଁ ସଂଘର୍ଷ କରି ହାରିଗଲେ ସାହାସୀ ଝିଅ ସୌମ୍ୟାଶ୍ରୀ; ମରଶରୀର ପହଞ୍ଚିବା ପରେ ଲୁହରେ ଭିଜିଲା ପୂରା ଗାଁ
ଯେଉଁ ମାଟିରେ ଦିନେ ଖେଳି, ବୁଲି ବଡ଼ ହୋଇଥିଲା, ଆଜି ସେହି ଗାଁ ମଶାଣିରେ ଶେଷ ହୋଇଛି ସୌମ୍ୟାଶ୍ରୀ ବିଶିଙ୍କ ଅନ୍ତିମ ସଂସ୍କାର । ବାଲେଶ୍ୱରର ନିଜ ଗାଁ ମଶାଣୀରେ ପଞ୍ଚଭୂତରେ ବିଲୀନ ହୋଇଛନ୍ତି ସୌମ୍ୟଶ୍ରୀ ।