ବାଂଲା ବୋଲରଙ୍କ ଲୟ ବିଗାଡ଼ି ଦେଲେ ଭାରତୀୟ ବ୍ୟାଟର । ଟିଟ୍ୱେଣ୍ଟି ସିରିଜର ଶେଷ ମ୍ୟାଚରେ ଟାର୍ଗେଟ ୨୯୮
ସଞ୍ଜୁ ସାମସନଙ୍କ ଶତକ ବଳର ଭାରତ ବାଂଲାଦେଶ ବିପକ୍ଷରେ ୨୯୭ର ବିଶାଳ ସ୍କୋର କରିଛି । ସିରିଜର ଶେଷ ମ୍ୟାଚରେ ଛଅଟି ରେକର୍ଡ ଭାଙ୍ଗିଛି ଭାରତ । ବାଂଲାଦେଶ ଆଗରେ ୨୯୮ରନ ଟାର୍ଗେଟ ରଖିଛି ଭାରତ ।
ସଞ୍ଜୁ ସାମସନଙ୍କ ଶତକ ବଳର ଭାରତ ବାଂଲାଦେଶ ବିପକ୍ଷରେ ୨୯୭ର ବିଶାଳ ସ୍କୋର କରିଛି । ସିରିଜର ଶେଷ ମ୍ୟାଚରେ ଛଅଟି ରେକର୍ଡ ଭାଙ୍ଗିଛି ଭାରତ । ବାଂଲାଦେଶ ଆଗରେ ୨୯୮ରନ ଟାର୍ଗେଟ ରଖିଛି ଭାରତ ।
ତାଙ୍କ ଛାତି ଓ ପେଟରେ ଗୁଳି ବାଜିଥିଲା । ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି । କୁହାଯାଉଛି କି, ସିଦ୍ଦିକ ତାଙ୍କ ପୁଅଙ୍କ କାର୍ଯ୍ୟାଳୟକୁ ଯାଉଥିବା ବେଳେ ତାଙ୍କୁ ଗୁଳିକରି ହତ୍ୟା କରାଯାଇଛି । ଏହି ମାମଲାରେ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ୩ ଜଣଙ୍କୁ ସନ୍ଦେହରେ ଗିରଫ କରି ଥାନାରେ ଜେରା କରୁଛି ।
ରୋଷେଇ ଘରୁ ଆକାଶ ଯାଏଁ ସବୁଠି ରାଜ୍; ରତନଙ୍କୁ ଝୁରୁଛି ସାରା ଦେଶ । ଝୁରୁଛନ୍ତି ଦେଶବାସୀ
ଘର ଖାଇବାକୁ ନାକ ଟେକୁଥିବା ପିଲା ବାହାରକୁ ଗଲେ ଚିପ୍ସ ଖାଇବା ପାଇଁ ଯେମିତି ଜିଦ୍ ଧରୁଛନ୍ତି ବାପରେ କିଏ ଏତେ ଲୋକଲଜ୍ଜା ହେବ । ଧରେଇଦିଅ ହାତରେ ଚିପ୍ସ , ଗୋଟିଏ ପ୍ୟାକେଟ୍ ଚିପ୍ସର ତ କଥା କ’ଣ ହୋଇଯିବ ଭାବି ଆମେ ଚିପ୍ସ ପ୍ୟାକେଟଟି କିଣି ପିଲାଙ୍କ ହାତରେ ଦେଇଦେଉ ।
ପେଟ ପୋଷିବାକୁ ସଂଘର୍ଷ ଜାରି । ଅହମ୍ମଦାବାଦରେ ଜଣେ ବ୍ୟକ୍ତିଙ୍କ ଏଭଳି ସଂଘର୍ଷ ଦେଖିବାକୁ ମିଳିଛି
ମହିଳା ମାନେ ଘରେ ବସିବା ଅପେକ୍ଷା ନିଜସ୍ବ ଉଦ୍ୟମରେ କିଛି କାମ କରି ନିଜେ ଆତ୍ମନିର୍ଭରଶୀଳ ହେବାପାଇଁ ନିଷ୍ପତ୍ତି ନେଇଥିଲେ । ତେଣୁ ଏହି ମହୁଚାଷ କରି କମ ପରିଶ୍ରମରେ ଅଧିକ ଲାଭ ପାଉଥିବା କହିଛନ୍ତି ମହିଳା । ନିଜ ନିଜ ବାଡ଼ିରେ ଏହି ଚାଷ କରିଥିବାରୁ ଘରକାମ ସହିତ ଏହି କାମ ପାଇଁ ଢେର ସମୟ ମିଳୁଥିବା କହିଛନ୍ତି । ସେପଟେ ମହୁର ବଜାର ମୂଲ୍ୟ କେଜି ପ୍ରତି ଏକ ହଜାର ଟଙ୍କା ରହିଥିବା ବେଳେ ମାର୍କେଟିଙ୍ଗ ଅଭାବରୁ ସେମାନେ କିନ୍ତୁ ୭୦୦ରୁ ୮୦୦ ଟଙ୍କା ବିକ୍ରି କରୁଛନ୍ତି ।