Authors
smruti sangita giri
Ramakrushna Barik
Pradip Nayak
Anupama Rout
୨୦୦୯ରେ ଉତ୍କଳ ବିଶ୍ବବିଦ୍ୟାଳୟରୁ MJMC ଶେଷ ପରେ ପ୍ରିଣ୍ଟ ମିଡିଆ ’ପ୍ରଗତିବାଦୀ’ରୁ ସାମ୍ବାଦିକ ଜୀବନ ଆରମ୍ଭ କରି ଆଜି କନକ ନ୍ୟୁଜ୍ ଡିଜିଟାଲରେ କାର୍ଯ୍ୟରତ । ଜାତୀୟ, ଅନ୍ତର୍ଜାତୀୟ ଖବରରେ ରୁଚି ସହ ମଣିଷର ଭାବନାକୁ ବଖାଣୁଥିବା ବାସ୍ତବ କଥାକୁ ନେଇ ଖବର କରିବା ମୋର ପସନ୍ଦ । ଏହାସହ ଗୀତ ଓ କବିତାରେ ସାମାନ୍ୟ ସମ୍ପର୍କ ବି ରଖେ । ସରଳ, ନିରୋଳା ଜୀବନରେ ବିଶ୍ବାସ କରେ ।
Raja Rakesh
ମୁଁ ୨୦୧୮ ଠାରୁ କନକ ନ୍ୟୁଜ ଡିଜିଟାଲରେ କଣ୍ଟେଣ୍ଟ୍ ରାଇଟର୍ (ବିଷୟବସ୍ତୁ ଲେଖକ) ଭାବେ କାର୍ଯ୍ୟରତ । ବିଜେବି କଲେଜରୁ ଏମଏଜେଏମସିରେ ସ୍ନାତକୋତ୍ତର ଶିକ୍ଷା ହାସଲ କରିଛି । ରାଜନୀତି, କ୍ରୀଡ଼ା ଓ ମାନବୀୟ ସମ୍ବେଦନାମୟ କାହାଣୀ ଲେଖିବାକୁ ମୁଁ ଭଲ ପାଏ । ପେସାରେ ମୁଁ ଜଣେ ସାମ୍ବାଦିକ, ଖବର ସହ ଶବ୍ଦରେ ଭାବନାକୁ ବୁଝାଇବା ମୋର ଆସକ୍ତି । ନିଶା ଭାବେ କବିତା ଲେଖିବାକୁ ଭଲ ପାଏ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)