ଡାଲଚିନି ପାଣି ପିଇଲେ ଶରୀର ଉପରେ ପଡ଼େ କି ପ୍ରଭାବ ?

Photo Credit : google

ଡାଲଚିନି ପାଣିରେ ଆଣ୍ଟିଅକ୍ସିଡେଣ୍ଟସ୍, ଫାଇବର, କ୍ୟାଲସିୟମ୍, ଆୟରନ, ମ୍ୟାଗ୍ନେସିୟମ୍, ଭିଟାମିନ୍ କେ, ଆଣ୍ଟିବ୍ୟାକ୍ଟେରିୟଲ୍ ଏବଂ ଆଣ୍ଟିଇନଫ୍ଲେମେଟରି ଗୁଣ ଥାଏ ।

Photo Credit : google

ପୋଷକ ତତ୍ତ୍ବରେ ଭରପୂର ଡାଲଚିନି ପାଣି ପିଇଲେ ଶରୀରକୁ ଅନେକ ଫାଇଦା ମିଳିଥାଏ ।

Photo Credit : google

ଡାଲଚିନି ପାଣିରେ ଥର୍ମୋଜେନିକ୍ ଗୁଣ ଥାଏ ଯାହା ଶରୀରରେ ଗରମ ବଢ଼ାଇ ଓଜନ କମାଇବାରେ ସହାୟକ ହୋଇଥାଏ । ଏହାସହ ଏଥିରେ ଥିବା ଫାଇବର ଭୋକକୁ କଣ୍ଟ୍ରୋଲ୍ କରେ ।

Photo Credit : google

ଡାଲଚିନି ପାଣିରେ ଥିବା ପଲିଫେନୋଲ୍ସ ଏବଂ ଅନ୍ୟ ଆଣ୍ଟିଅକ୍ସିଡେଣ୍ଟସ୍ ଶରୀରର ଇମ୍ୟୁନିଟିକୁ ବଢ଼ାଇଥାଏ । ଏହି ପାଣି ଥଣ୍ଡା,କାଶ ଏବଂ ସଂକ୍ରମଣ ସହ ମୁକାବିଲା କରିବା ପାଇଁ ଶରୀରକୁ ଶକ୍ତି ଯୋଗାଇଥାଏ ।

Photo Credit : google

ଆଣ୍ଟିଅକ୍ସିଡେଣ୍ଟସ୍ ତ୍ବଚାକୁ ଡିଟକ୍ସ କରି ମୁଖବ୍ରଣରୁ ମୁକ୍ତି ଦେଇଥାଏ । ଏହାସହ ଚର୍ମରେ ଗ୍ଲୋ ଆଣିବା ସହ ଚୁଟିକୁ ମଜଭୁତ କରିଥାଏ । ଡାଲଚିନିରେ ଥିବା ଆଣ୍ଟିବ୍ୟାକ୍ଟେରିୟଲ୍ ଅନ୍ତନଳୀକୁ ସୁସ୍ଥ ରଖିବା ସହ ପାଚନକ୍ରିୟାକୁ ମଧ୍ୟ ସୁସ୍ଥ ରଖେ ।

Photo Credit : google

ଏହି ପାଣିର ସେବନ ଦ୍ବାରା ପେଟରେ ଗ୍ୟାସ୍ ଏବଂ ପେଟ କାଟିବା ଭଳି ସମସ୍ୟାରୁ ମୁକ୍ତି ମିଳେ । ଡାଲଚିନି ପାଣି କୋଲେଷ୍ଟ୍ରୋଲର ସ୍ତରକୁ କମାଇଥାଏ ଯାହା ହୃଦୟ ପାଇଁ ଖୁବ୍ ଲାଭଦାୟକ ।

Photo Credit : google