Daily Archives

May 30, 2024

ପୁରୀ ବାଣ ବିସ୍ଫୋରଣ ଘଟଣା: ଆହତଙ୍କୁ ଭେଟିଲେ ମୁଖ୍ୟ ଶାସନ ସଚିବ, ରୋଗୀଙ୍କ ଚିକିତ୍ସା ବ୍ୟବସ୍ଥାର କଲେ ତଦାରଖ ।

କନକ ବ୍ୟୁରୋ: ପୁରୀ ନରେନ୍ଦ୍ର ପୁଷ୍କରିଣୀ ବାଣ ବିସ୍ଫୋରଣରେ ଆହତଙ୍କୁ ପୁରୀ ହସ୍ପିଟାଲ ଯାଇ ଭେଟିଛନ୍ତି ମୁଖ୍ୟ ଶାସନ ସଚିବ । ଚିକିତ୍ସିତ ହେଉଥିବା ରୋଗୀଙ୍କ ସହ ଆଲୋଚନା ସହ ଚିକିତ୍ସା ବ୍ୟବସ୍ଥା ପଚାରି ବୁଝିଛନ୍ତି । ଏ ଘଟଣାରେ ପୁଲିସ ଏକ ମାମଲା ରୁଜୁ କରିଥିବା ବେଳେ ଦୋଷୀଙ୍କ ବିରୋଧରେ…

ଟି-୨୦ ବିଶ୍ୱକପ ପୂର୍ବରୁ ଇଆନ ବିଶପଙ୍କ ଭବିଷ୍ୟବାଣୀ । ସେମିଫାଇନାଲ ଖେଳିବ ଭାରତ, କୁଳଦୀପ ନେବେ ସର୍ବାଧିକ ୱିକେଟ୍ ।

କନକ ବ୍ୟୁରୋ : ଆମେରିକା ଓ ୱେଷ୍ଟଇଣ୍ଡିଜରେ ଖେଳାଯିବ ଟି-୨୦ ବିଶ୍ୱକପ । ଟିମ୍ ଇଣ୍ଡିଆ ଗ୍ରୁପ୍ ଷ୍ଟେଜର ସବୁ ମ୍ୟାଚ୍ ଆମେରିକାରେ ଖେଳିବ । ଏଥିପାଇଁ ନ୍ୟୁୟର୍କରେ ପହଞ୍ଚି ସାରିଛି ଟିମ୍ ଇଣ୍ଡିଆ । ଏସବୁ ଭିତରେ ଟି-୨୦ ବିଶ୍ୱକପକୁ ନେଇ ଭବିଷ୍ୟବାଣୀ କରିଛନ୍ତି ୱେଷ୍ଟଇଣ୍ଡିଜର ପୂର୍ବତନ…

ରାଜ୍ୟରେ ଦିନ ସାଢ଼େ ୨ଟା ସୁଦ୍ଧା ସିଝିଲା ଝାରସୁଗୁଡ଼ା । ପାରଦ ଡେଇଁଲା ୪୬ ଡିଗ୍ରୀ, ୪ ସହରରେ ମଧ୍ୟ ପାରା ଟପିଲା ୪୦…

କନକ ବ୍ୟୁରୋ: ରାଜ୍ୟରେ ପୁଣି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି । ଦିନ ସାଢ଼େ ୨ଟା ସୁଦ୍ଧା ୪୬ ଡିଗ୍ରୀ ଟପିଲା ତାପମାତ୍ରା । ସାଢ଼େ ୨ଟା ସୁଦ୍ଧା ୪୬.୬ ଡିଗ୍ରୀ ସହ ଜଳୁଛି ଝାରସୁଗୁଡ଼ା ସହର । ଅସହ୍ୟ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନଜୀବନ । ଏପରିକି ୪୧ ଡିଗ୍ରୀ ଉପରେ ୪ ସହରର ତାପମାତ୍ରା ରେକର୍ଡ…

ପୁରୀ ବାଣ ବିସ୍ଫୋରଣ ଘଟଣା: ଦୁଃଖ ପ୍ରକାଶ ପ୍ରକାଶ କରିବା ସହ ସମବେଦନା ଜଣାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।

କନକ ବ୍ୟୁରୋ: ପୁରୀ ନରେନ୍ଦ୍ର ପୁଷ୍କରିଣୀ ନିକଟରେ ବାଣ ବିସ୍ଫୋରଣ ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଘଟଣା ସମ୍ପର୍କରେ ପୋଷ୍ଟ କରିବା ସହ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି ରାଷ୍ଟ୍ରପତି । ମହାମହିମ…

ଫ୍ୟାକ୍ଟ ଚେକ୍ :  ଧ୍ରୁବ୍ ରାଠୀ ଓ ସ୍ଵାତୀ ମାଲିୱାଲ୍ ମଧ୍ୟରେ ହୋଇଥିବା କଥାବାର୍ତ୍ତାର ଭାଇରାଲ୍ ଅଡିଓ ହେଉଛି ଡିପଫେକ୍…

Fact checked by : BOOM ଆମ୍ ଆଦମୀ ପାର୍ଟି (ଏଏପି) ରାଜ୍ୟସଭା ସାଂସଦ ସ୍ଵାତୀ ମାଲିୱାଲ୍ ଏବଂ ୟୁଟ୍ୟୁବ ଧ୍ରୁବ୍ ରାଠୀଙ୍କ ମଧ୍ୟରେ ବାର୍ତ୍ତାଳାପ ବୋଲି ଦାବି କରୁଥିବା ଏକ ଅଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି । ଏହି ଭାଇରାଲ ଅଡିଓରେ ସ୍ଵାତୀ ମାଲିୱାଲ୍ ଧୃବ ରାଠୀଙ୍କୁ…

ନିର୍ବାଚନ ଫଳାଫଳ ପୂର୍ବରୁ ନବୀନଙ୍କ ବଡ ବୟାନ । କହିଲେ, ବିଜେଡି ପୁଣିଥରେ ସରକାର ଗଢିବ ଏବଂ ଲୋକସଭାରେ ଭଲ ପ୍ରଦର୍ଶନ…

କନକ ବ୍ୟୁରୋ : ଶେଷ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ଫଳାଫଳକୁ ନେଇ ବଡ ବୟାନ ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଚଳିତ ନିର୍ବାଚନରେ ବିଜେଡି ଭଲ ପ୍ରଦର୍ଶନ କରିବ । ଓଡ଼ିଶାରେ ପୁଣିଥରେ ବିଜେଡି ଦୃଢ ସରକାର ଗଢିବ ବୋଲି କହିଛନ୍ତି ନବୀନ । ସେହିଭଳି ଲୋକସଭା ଆସନରେ ମଧ୍ୟ ବିଜେଡିର…