Daily Archives

May 26, 2024

ସ୍ୱାମୀଙ୍କ ପାଇଁ ପ୍ରଚାର ମୈଦାନରେ ପତ୍ନୀ । ଜଗତସିଂହପୁରରେ ବିଭୂ ତରାଇଙ୍କ ପତ୍ନୀ ଓ କାକଟପୁରରେ ତୁଷାରକାନ୍ତିଙ୍କ…

କନକ ବ୍ୟୁରୋ: ଜଗତସିଂହପୁର ଲୋକସଭା ଓ କାକଟପୁର ବିଧାସଭା ନିର୍ବାଚନ ମଣ୍ଡଳୀରେ ଜୁନ ୧ରେ ପଡ଼ିବ ଭୋଟ । ଏହା ପୂର୍ବରୁ ଚାଲିଛି ଜୋରଦାର ପ୍ରଚାର । ମୈଦାନରେ ଏବେ ସ୍ୱାମୀଙ୍କ ପାଇଁ ଭୋଟ ଭିକ୍ଷା କରୁଛନ୍ତି ସ୍ତ୍ରୀ । ଘରଘର ବୁଲି ଲୋକଙ୍କୁ ଭେଟିବା ସହ ସମର୍ଥନ ଲୋଡ଼ିଛନ୍ତି । ଜଗତସିଂହପୁର ବିଜେପି…

ତୃତୀୟ ପର୍ଯ୍ୟାୟ ଭୋଟ ପରେ ବିଜେଡି ନେତା ଭିକେ ପାଣ୍ଡିଆନଙ୍କ ଦମ୍ଭୋକ୍ତି ।କହିଲେ‘ଆମେ ସରକାର ଗଠନ କରିସାରିଲୁଣି’ ।

କନକବ୍ୟୁରୋ: ତୃତୀୟ ପର୍ଯ୍ୟାୟ ନିର୍ବାଚନ ସୁଦ୍ଧା ଉଭୟ ଲୋକସଭା ଓ ବିଧାନସଭାରେ ବିଜେଡି ସଂଖ୍ୟା ଗରିଷ୍ଠତା ହାସଲ କରିଛି । ବର୍ତମାନ ସୁଦ୍ଧା ଦଳ ୮୦ରୁ ୮୫ ପ୍ରତିଶତ ବିଜୟ ହାସଲ କରିଛି । ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ସରିବା ପରେ ବିଜେଡି ନେତା ଭିକେ ପାଣ୍ଡିଆନ ଏଭଳି ଦମ୍ଭୋକ୍ତି…

ଭୀଷଣ ବାତ୍ୟାରେ ପରିଣତ ହେଲା ବାତ୍ୟା ‘ରେମାଲ’ । ଆଜି ମଧ୍ୟରାତ୍ରୀରେ ସାଗରଦୀପ ଓ ଖେପୁପୁରା ମଧ୍ୟରେ ଛୁଇଁବ ସ୍ଥଳଭାଗ ।…

କନକବ୍ୟୁରୋ: ଭୀଷଣ ବାତ୍ୟାର ପରିଣତ ହେଲା ବାତ୍ୟା ‘ରେମାଲ’ । ଆଜି ମଧ୍ୟରାତ୍ରୀରେ ପଶ୍ଚିମବଙ୍ଗ-ବାଂଲା ଉପକୂଳରେ ଛୁଇଁବ ସ୍ଥଳଭାଗ । ପଶ୍ଚିମବଙ୍ଗ ଉପକୂଳ ପାଇଁ ରେଡ ୱାର୍ଣ୍ଣିଂ ଜାରି । ଉତର-ପଶ୍ଚିମ ଓ ସଂଲଗ୍ନ ଉତର-ପୂର୍ବ ବଙ୍ଗୋପସାରରେ ବାତ୍ୟା ଅଧିକ ଘନୀଭୂତ ହେବା ସହ ୬ ଘଂଟା ଧରି ୬…

ମାଟ୍ରିକ ରେଜଲ୍ଟ: ୨୯ରୁ ରିଚେକିଂ, ଜୁନ୍ ୧୦ରୁ ସପ୍ଲିମେଣ୍ଟାରୀ ରେଜିଷ୍ଟ୍ରେସନ ।

କନକ ବ୍ୟୁରୋ: ପ୍ରକାଶ ପାଇଛି ୨୦୨୪ ବର୍ଷର ମାଟ୍ରିକ ରେଜଲ୍ଟ । ଏଥିରେ ମୋଟ ୫ ଲକ୍ଷ ୩୦ ହଜାର ୧୫୩ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବାବେଳେ ୯୬.୦୭ ପ୍ରତିଶତ ଛାତ୍ରଛାତ୍ରୀ ପାସ୍ କରିଛନ୍ତି । ତେବେ ନିଜ ମାର୍କକୁ ନେଇ ଦ୍ୱନ୍ଦ୍ୱରେ ଥିବା ଛାତ୍ରଛାତ୍ରୀଙ୍କ ପାଇଁ ରିଚେକିଙ୍ଗ ସମୟ ମଧ୍ୟ ଘୋଷଣା…

ମାଟ୍ରିକ ରେଜଲ୍ଟ: ୨୬୪୪ ଟି ସ୍କୁଲରେ ଶତ ପ୍ରତିଶତ ରେଜଲ୍ଟ, ଖୋର୍ଦ୍ଧାରେ ପାସ୍ ହାର ସର୍ବାଧିକ, ନୂଆପଡାରେ ସର୍ବନିମ୍ନ,…

କନକ ବ୍ୟୁରୋ: ପ୍ରକାଶ ପାଇଛି ୨୦୨୪ ବର୍ଷର ମାଟ୍ରିକ ରେଜଲ୍ଟ । ଏଥିରେ ମୋଟ ୫ ଲକ୍ଷ ୩୦ ହଜାର ୧୫୩ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବାବେଳେ ୯୬.୦୭ ପ୍ରତିଶତ ଛାତ୍ରଛାତ୍ରୀ ପାସ୍ କରିଛନ୍ତି । ସବୁଠୁ ବଡ କଥା ହେଉଛି ଚଳିତ ବର୍ଷ କୌଣସି ସ୍କୁଲରେ ଜିରୋ ରେଜଲ୍ଟ ହୋଇନଥିବାବେଳେ ୨୬୪୪ ଟି ସ୍କୁଲରେ…

ଆସିଲା ମାଟ୍ରିକ ରେଜଲ୍ଟ । ପୁଅଙ୍କ ଠାରୁ ଝିଅଙ୍କ ପାସ୍ ହାର ଅଧିକ ।

କନକ ବ୍ୟୁରୋ: ପ୍ରକାଶ ପାଇଛି ୨୦୨୪ ର ମାଟ୍ରିକ ପରୀକ୍ଷା ଫଳ । ଚଳିତ ବର୍ଷ ପାସ୍ ହାର ୯୬.୦୭ ପ୍ରତିଶତ ରହିଛି । ତେବେ ସବୁ ବର୍ଷ ପରି ଚଳିତ ବର୍ଷ ମଧ୍ୟ ପୁଅଙ୍କ ଠାରୁ ଝିଅଙ୍କ ରେଜଲ୍ଟ ଭଲ ହୋଇଛି । ଝିଅଙ୍କ ପାସ୍ ହାର ୯୬.୭୩ ପ୍ରତିଶତ ହୋଇଥିବାବେଳେ ପୁଅଙ୍କ ପାସ୍ ହାର ୯୫.୩୯ ପ୍ରତିଶତ…