Daily Archives

May 26, 2024

କନ୍ଧମାଳରେ ଫଳୁଛି ସୁଆଦିଆ ଲିଚୁ । ରୋଜଗାର ଦେଉଛି ଲକ୍ଷାଧିକ ଟଙ୍କା, ସାରା ରାଜ୍ୟ ପାଇଁ ଆଦର୍ଶ ଲିଚୁ ଚାଷୀ…

କନକ ବ୍ୟୁରୋ : ଗଛରେ ଫଳିଛ ପେନ୍ଥା ପେନ୍ଥା ଲିଚୁ । ଯୁଆଡ଼େ ଚାହିଁବେ ଖାଲି ଲିଚୁ ଆଉ ଲିଚୁ । ଦେଖିବାକୁ ଯେତିକି ସୁନ୍ଦର ଲାଗୁଛି, ଖାଇବାକୁ ବି ସେତିକି ସ୍ୱାଦିଷ୍ଟ । ଏ ହେଉଛି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ନିକଟସ୍ଥ ଗୋଇବନ୍ଧା ଗାଁର ରଂଜିତ ଚୌଧୁରୀଙ୍କ ଲିଚୁ ବଗିଚାର ଚିତ୍ର । ରଞ୍ଜିତଙ୍କ…

ଚାଲିଛି ଆଇପିଏଲ ଫାଇନାଲ ସମର । କିଏ ଜିତିବ ମୁକୁଟ, ଦେଖନ୍ତୁ ବିଶ୍ଲେଷଣ

କନକ ବ୍ୟୁରୋ : ସଂଖ୍ୟା ଖେଳରେ କୋଲକାତା ଆଗରେ କୋଲକାତା ବନାମ୍ ହାଇଦ୍ରାବାଦ୍ ମୋଟ୍ ମ୍ୟାଚ୍ – ୨୭ କୋଲକାତା – ୧୮ ହାଇଦ୍ରାବାଦ - ୯ କୋଲକାତାର ଶକ୍ତି ଓ ସାମର୍ଥ୍ୟ - ଦୁଇ ଆକ୍ରମଣାତ୍ମକ ଓପନର - ବିସ୍ଫୋରକ ମିଡିଲ୍ ଅର୍ଡର ବ୍ୟାଟର - ୨ ମିଷ୍ଟ୍ରି ସ୍ପିନର ନାରିନ୍ ଓ ବରୁଣ -…

ଗୋଟିଏ ଦିନରେ ପ୍ରକାଶ ପାଇଲା ଉଭୟ ମାଟ୍ରିକ ଓ ପ୍ଲସ୍-ଟୁ ପରୀକ୍ଷାଫଳ । ମାଟ୍ରିକରେ ପାସ ହାର ୯୬.୦୭ ପ୍ରତିଶତ,…

କନକ ବ୍ୟୁରୋ : ପ୍ରକାଶ ପାଇଛି ମାଟ୍ରିକ୍ ରେଜଲ୍ଟ । ଚଳିତ ଥର ମାଟ୍ରିକ୍ ପରୀକ୍ଷାରେ ପାସ ହାର ରହିଛି ୯୬.୦୭ ପ୍ରତିଶତ । ଚଳିତ ଥର ପୁଅଙ୍କଠାରୁ ଆଗରେ ରହିଛନ୍ତି ଝିଅ । ଛାତ୍ରୀଙ୍କ ପାସ ହାର ରହିଛି ୯୬.୭୩ ପ୍ରତିଶତ । ଛାତ୍ରଙ୍କ ପାସ ହାର ରହିଛି ୯୫.୩୯ ପ୍ରତିଶତ । ପାସରେ ଖୋର୍ଦ୍ଧା…

ଏଥର ବୁଥ ମୁହାଁ ହେଲେ ରାଜଧାନୀବାସୀ । ୩ଟି ନିର୍ବାଚନ ପରେ ଭୋଟ ହାର ଟପିଲା ୫୦ ପ୍ରତିଶତ

କନକ ବ୍ୟୁରୋ : ଭୁବନେଶ୍ୱର ସହରବାସୀ ପୁରୁଣା ଦାଗକୁ ଲିଭାଇବାକୁ ଚେଷ୍ଟା କରିଛନ୍ତି । ଭୋଟ ସମୟରେ ଘରେ ନ ରହି ବୁଥକୁ ଆସି ଭୋଟ ଦେଇଛନ୍ତି ।  ଲଗାତାର ଭାବେ ୨୦୦୯, ୨୦୧୪, ୨୦୧୯ରେ ଭୁବନେଶ୍ୱର ୩ ନିର୍ବାଚନ ମଣ୍ଡଳୀରେ ଭୋଟ ହାର ୫୦ ପ୍ରତିଶତ ଡେଉଁ ନଥିବା ବେଳେ ଏଥର ସବୁଠି ୫୦ ପ୍ରତିଶତ ପାର…

ଇଭିଏମ ଭଙ୍ଗାରୁଜା ଅଭିଯୋଗକୁ ନେଇ ତେଜିଲା ରାଜନୀତି । ପ୍ରଶାନ୍ତ ଜଗଦ୍ଦେବଙ୍କ ଗିରଫ ପରେ କଟାକ୍ଷ କଲା ବିଜେଡି, ବିଜେପି…

କନକ ବ୍ୟୁରୋ : ଜେଲରେ ଖୋର୍ଦ୍ଧା ବିଜେପି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦେବ । ଇଭିଏମ ଭଙ୍ଗାରୁଜା ମାମଲାରେ ପ୍ରଶାନ୍ତ ଜଗଦେବଙ୍କୁ ଗିରଫ କରିଛି ପୁଲିସ । ଶନିବାର ବିଳମ୍ବିତ ରାତିରେ ବେଗୁନିଆ କାଉଁରୀପାଟଣା ପ୍ରକଳ୍ପ ସ୍କୁଲର ୧୪୪ ନମ୍ବର ବୁଥରେ ଗଣ୍ଡଗୋଳ, ମାରପିଟ ଓ ଇଭିଏମ ଭଙ୍ଗାରୁଜା…

ଶେଷ ପର୍ଯ୍ୟାୟରେ ପୁଣି କମ୍ପିବ ପ୍ରଚାର ମଇଦାନ । ପୁଣି ମୈଦାନକୁ ଓହ୍ଲାଇବେ ବିଜେପି ଓ କଂଗ୍ରେସର ହେବିୱେଟ ନେତା

କନକ ବ୍ୟୁରୋ : ଶେଷ ପର୍ଯ୍ୟାୟ ନିର୍ବାଚନରେ ଶେଷ ପ୍ରୟାସ କରିବା ପାଇଁ ଓଡ଼ିଶା ଆସୁଛନ୍ତି ବିଜେପିର ଶୀର୍ଷ ନେତୃତ୍ୱ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହା, ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅଶ୍ୱିନୀ ବୈଷ୍ଣବଙ୍କ…