Daily Archives

May 25, 2024

ଛେଣ୍ଡିପଦା ବିଧାୟକ ସୁଶାନ୍ତ ବେହେରାଙ୍କ ଦାଦାଗିରି । ପ୍ରତିବାଦ କରିବାରୁ ବିଜେପି କର୍ମୀଙ୍କୁ ଆକ୍ରମଣ

କନକବ୍ୟୁରୋ:ବିଧାୟକଙ୍କ ଦାଦାଗିରି । ଛେଣ୍ଡିପଦା ବିଧାୟକ ସୁଶାନ୍ତ ବେହେରାଙ୍କ ହିଂସା ଆଚରଣ କରିଥିବା ଅଭିଯୋଗ ହୋଇଛି । । ଆଚରଣବିଧି ଉଲ୍ଲଘଂନ କରି ବୁଥ ରିଂଗି କରିଥିବା ଅଭିଯୋଗ ପରେ ସେ ବିଜେପି କର୍ମୀଙ୍କ ଉପରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।

ପୋଲସରା ପୋକସୁଙ୍ଗା ନିକଟ ଜଙ୍ଗଲରେ ଗୁଳିକାଣ୍ଡ, ଦୁଇଜଣ ବ୍ୟକ୍ତି ଗୁରୁତର

କନକ ବ୍ୟୁରୋ : ପୋଲସରା ନିକଟ ପୋକସୁଙ୍ଗା ଜଙ୍ଗଲରେ ଗୁଳିକାଣ୍ଡ ହୋଇଛି । ଏହି ଗୁଳିକାଣ୍ଡରେ ଦୁଇଜଣ ବ୍ୟକ୍ତି ଗୁରୁତର ହୋଇଛନ୍ତି । ଜଣଙ୍କର ମୁଣ୍ଡ ଓ ଅନ୍ୟ ଜଣଙ୍କ ଦେହରେ ଗୁଳି ବାଜିଛି । ଏହି ଦୁଇଜଣ ବ୍ୟକ୍ତି ଜଙ୍ଗଲକୁ ଯାଇଥିବା ବେଳେ ସେମାନଙ୍କ ଊପରେ ଗୁଳିମାଡ ହୋଇଛି । ଏନେଇ ସ୍ଥାନୀୟ ଲୋକ…

ଭୋଟ ଦେବାକୁ ଆସୁନାହାନ୍ତି ରାଜଧାନୀବାସୀ । ଦିନ ଗୋଟାଏ ସୁଦ୍ଧା ଭୁବନେଶ୍ୱରରେ ସର୍ବନିମ୍ନ ୩୩ ପ୍ରତିଶତ ମତଦାନ ।

କନକବ୍ୟୁରୋ: ଦିନ ଗୋଟାଏ ସୁଦ୍ଧା ଭୁବନେଶ୍ୱରରେ ସର୍ବନିମ୍ନ ମତଦାନ ହୋଇଛି । ମୋଟ ୩୫ ଦଶମିକ ୬୯ ପ୍ରତିଶତ ମତଦାନ ହୋଇଥିବା ବେଳେ ଭୁବନେଶ୍ୱର ଲୋକସଭା କ୍ଷେତ୍ରରେ ସବୁଠୁ କମ୍ ଭୋଟ ପଡିଛି । ସମ୍ବଲପୁରରେ ସର୍ବାଧିକ ୩୮ ଦଶମିକ ୧୩ ପ୍ରତିଶତ ମତଦାନ ହୋଇଥିବା ବେଳେ ରାଜଧାନୀରେ ୩୩ ପ୍ରତିଶତ…

ଆଳି ମଞ୍ଚରୁ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କଲେ ସ୍ମୃତି ଇରାନୀ । କହିଲେ, ତାମିଲ ରିମୋର୍ଟ କଣ୍ଟ୍ରୋଲରେ ଚାଲିଛି ରାଜ୍ୟ…

କନକ ବ୍ୟୁରୋ : ଚଳିତ ନିର୍ବାଚନରେ କେନ୍ଦ୍ର ବିଜେପି ନେତାମାନେ ବାରମ୍ବାର ଆସି ଓଡିଶାରେ ିର୍ବାଚନ ପ୍ରଚାର କରିବା ସହ ରାଜ୍ୟ ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗରେ ଟାର୍ଗେଟ କରିବାରେ ଲାଗିଛନ୍ତି । ଏହି କ୍ରମରେ ଆଜି ବିଜେପିରେ ଫାୟାରବ୍ରାଣ୍ଡ ନେତ୍ରୀ କୁହାଯାଉଥିବା କେନ୍ଦ୍ରମନ୍ତ୍ରୀ…

ଶାଶୁ ଦେଲେ ଭୋଟ୍ ନାଁ ପଡିଛି ବୋହୂଙ୍କର । ଭୋଟ ଦେବାରୁ ବଞ୍ଚିତ ହେଲେ ମହିଳା ।

କନକ ବ୍ୟୁରୋ: ରାଜଧାନୀରେ ଭୋଟ ଦେବାକୁ ଆସି ହଟହଟା ହେଲେ ମହିଳା ଭୋଟର । ଝାରପଡ଼ା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ହୋଇଥିବା ମତଦାନ କେନ୍ଦ୍ରରେ ଶୁଭାସିନୀ ଦାସଙ୍କୁ ଭୋଟ ଦେବାକୁ ମନା କଲେ ପୋଲିଂ ଅଧିକାରୀ । ପୂର୍ବରୁ ସେ ପୋଷ୍ଟାଲ ବାଲାଟରେ ଭୋଟ ଦେଇଥିବା କହିଛନ୍ତି ପୋଲିଂ ଅଧିକାରୀ । ତେବେ…

ସବୁଠାରୁ ବଡ ବାରୁଦ କାରଖାନାରେ ଭୟଙ୍କର ବିସ୍ଫୋରଣ । ଚାଲିଗଲା ୧୦ ଜୀବନ, ଅନେକ ଗୁରୁତର

କନକ ବ୍ୟୁରୋ : ଛତିଶଗଡ ବେସେତରା ଜିଲ୍ଲାରେ ଶନିବାର ଦିନ ଭୟଙ୍କର ବିସ୍ଫୋରଣ ହୋଇଛି । ଏଠାରେ ବେରଲା ଠାରେ ଥିବା ବାରୁଦ କାରଖାନାରେ ଭୟଙ୍କର ବିସ୍ଫୋରଣ ହୋଇଛି । ଏହି ବିସ୍ଫୋରଣରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇପାରେ ବୋଲି ଆକଳନ କରାଯାଉଛି ।…