Daily Archives

May 25, 2024

ତୃତୀୟ ପର୍ଯ୍ୟାୟ ଭୋଟ ଦେଉଛି ଓଡିଶା । ରାଜ୍ୟରେ ୫ଟା ସୁଦ୍ଧା ୫୯.୬୦%ପ୍ରତିଶତ ମତଦାନ

କନକବ୍ୟୁରୋ:ରାଜ୍ୟରେ ୫ଟା ସୁଦ୍ଧା ୫୯.୬୦%ପ୍ରତିଶତ ମତଦାନ ।ସୂଚନା ଦେଲେ ରାଜ୍ୟ ନିର୍ବାଚନ ଅଧିକାରୀ । ଏଯାବତ ୫୯ ଦଶମିକ ୬୦ ପ୍ରତିଶତ ମତଦାନ ହୋଇଥିବା ବେଳେ ଭୁବନେଶ୍ୱର ଲୋକସଭା କ୍ଷେତ୍ରରେ ସବୁଠୁ କମ୍ ଭୋଟ ପଡିଛି । ଦେଓଗଡ ସର୍ବାଧିକ ମତଦାନ ହୋଇଛିି ।  । ସେହିଭଳି ବିଧାନସଭା କ୍ଷେତ୍ରରେ…

ଆସନ୍ତା ୨୭ ତାରିଖ ଯାଏଁ ପ୍ରବଳରୁ ଅତି ପ୍ରବଳ ବର୍ଷାର ପୂର୍ବାନୁମାନ । ପଢନ୍ତୁ କେଉଁ ସବୁ ଜିଲ୍ଲାକୁ ଜାରି ହେଲା ୟେଲୋ…

କନକ ବ୍ୟୁରୋ: ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ପ୍ରଭାବରେ ଆସନ୍ତାକାଲି ଯାଏଁ ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଆଜି ରାତି ୮ଟା ୩୦ରୁ ଆସନ୍ତାକାଲି ୮ଟା ୩୦ ପର୍ଯ୍ୟନ୍ତ ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର ଏବଂ କେନ୍ଦ୍ରାପଡ଼ାକୁ ପ୍ରବଳ ବର୍ଷାର ପୂର୍ବାନୁମାନ କରିଛି…

ସୈନୀ ସରକାରର ବଢିଲା ସଙ୍କଟ । ଜଣେ ସ୍ୱାଧୀନ ବିଧାୟକଙ୍କ ହାର୍ଟ ଆଟାକରେ ମୃତ୍ୟୁ । ଭାଙ୍ଗିଯିବ କି ବିଜେପି ସରକାର?

କନକ ବ୍ୟୁରୋ: ହରିୟାଣାରେ ସଙ୍କଟରେ ଚାଲୁଥିବା ସୈନୀ ସରକାରର ଟେନସନ୍ ଆହୁରି ଅଧିକ ବଢିବାରେ ଲାଗିଛି । ଲଗାତାର ବିରୋଧୀ ସୈନୀ ସରକାରକୁ ଅଳ୍ପମତର ସରକାର ବୋଲି କହି ଆସୁଥିବାବେଳେ, ଆଜି ଜଣେ ନିର୍ଦ୍ଦଳୀୟ ବିଧାୟକଙ୍କ ମୃତ୍ୟୁ ସୈନୀ ସରକାରର ସଂଖ୍ୟା ବଳକୁ ଆହୁରି ଦୁର୍ବଳ କରିଦେଇଛି ।…

ଅଶାନ୍ତ ଘଷିପୁରା । ଗୋଟିଏ ଦିନରେ ଦୁଇଟି ଭିନ୍ନ ଭିନ୍ନ ସ୍ଥାନରେ ସାମ୍ବାଦିକଙ୍କୁ ଆକ୍ରମଣ

କନକ ବ୍ୟୁରୋ : ଦେଶର ଚତୁର୍ଥ ସ୍ତମ୍ବ ବି ଆଜି ସୁରକ୍ଷିତ ନୁହେଁ । ସାମ୍ବାଦିକମାନେ ଏବେ ଲୋକପ୍ରତିନିଧୀଙ୍କ ଆକ୍ରୋଶରେ ବାରମ୍ବାର ଶିକାର ହେଉଛନ୍ତି । ଏହା ପଛରେ କାରଣ ଯାହା ହେଉନା କାହିଁକି, କିନ୍ତୁ ଏହା ନିନ୍ଦନୀୟ । ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ଚାଲିଥିବା ବେଳେ…

ରାଜ୍ୟରେ ୩ଟା ସୁଦ୍ଧା ୪୮.୪୪ ପ୍ରତିଶତ ମତଦାନ । ସୂଚନା ଦେଲେ ରାଜ୍ୟ ନିର୍ବାଚନ ଅଧିକାରୀ ।

କନକ ବ୍ୟୁରୋ: ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ସୂଚନା । ଅପରାହ୍ନ ୩ଟା ସୁଦ୍ଧା ରାଜ୍ୟରେ ୪୮.୪୪ ପ୍ରତିଶତ ଭୋଟିଂ ହୋଇଛି । ତା ସହିତ ରାଜ୍ୟରେ ସୁରୁଖରରେ ନିର୍ବାଚନ ଚାଲିଛି । ଅପରାହ୍ନରେ ଆହୁରି ମତଦାନ ସଂଖ୍ୟା ବଢିପାରେ ବୋଲି କହିଛନ୍ତି ନିର୍ବାଚନ ଅଧିକାରୀ । ତେବେ ଅପରାହ୍ନ ୬ଟା ଭିତରେ…

ଭୋଟ୍ ଦେଲେ ଧର୍ମେନ୍ଦ୍ର ପ୍ରଧାନ । କହିଲେ ଓଡିଶାର ୨୧ ଲୋକସଭା ଜିତିବା ସହ ପୁଣିଥରେ କେନ୍ଦ୍ରରେ ହେବ ମୋଦୀ ସରକାର ।…

କନକ ବ୍ୟୁରୋ: ଭୋଟ୍ ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସମ୍ବଲପୁରରେ ଲୋକସଭା ନିର୍ବାଚନ୍ ଲଢୁଥିଲେ ବି, ଭୁବନେଶ୍ୱର ଆସି ନିଜ ମତ ଅଧିକାର ସାବ୍ୟସ୍ତ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଭୁବନେଶ୍ୱର ଚନ୍ଦ୍ରଶେଖରପୁରରେ ଥିବା ଡିଏଭି ପବ୍ଲିକ୍ ସ୍କୁଲରେ ହେଇଥିବା ମତଦାନ କେନ୍ଦ୍ରକୁ…