Daily Archives

May 25, 2024

କୁଜଙ୍ଗ, ଆଳି, ରେମୁଣାରେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ପ୍ରଚାର । ରତ୍ନଭଣ୍ଡାର ଓ ଚାବି ହଜିବା ପ୍ରସଙ୍ଗ ଉଠାଇ…

କନକ ବ୍ୟୁରୋ: ଜଣକ ପରେ ଜଣେ ବିଜେପିର କେନ୍ଦ୍ରୀୟ ନେତା ଓଡ଼ିଶା ଆସୁଛନ୍ତି । ଆଉ ଶାଣିତ ଢଙ୍ଗରେ ବିଜେଡି ସରକାର ଉପରେ ବର୍ଷୁଛନ୍ତି । ଆଜି ତିନୋଟି ନିର୍ବାଚନୀ ସଭାରେ ପ୍ରଚାର କରିଛନ୍ତି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ । ଆଉ ରତ୍ନଭଣ୍ଡାର ଓ ତାମିଲନାଡୁ ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କ…

ମତଦାନ ସମୟରେ ହିଂସା ଦେଖିଲା ଓଡ଼ିଶା । ବ୍ରହ୍ମଗିରି, ବୋଲଗଡ଼, ଡେଲାଙ୍ଗ, ଘସିପୁରା, ଆଠଗଡ଼ରେ ଉତ୍ତେଜନା । ବିଭିନ୍ନ…

କନକ ବ୍ୟୁରୋ: କେଉଁଠି ହୋହଲ୍ଲା ତ’ ଆଉ କେଉଁଠି ହଙ୍ଗାମା । କେଉଁଠି ଉତ୍ତେଜନା ତ’ ଆଉ କେଉଁଠି ହିଂସା । ପ୍ରଥମ ଦୁଇଟି ପର୍ଯ୍ୟାୟରେ ଓଡ଼ିଶାରେ ସୁରୁଖୁରୁରେ ନିର୍ବାଚନ ସରିଥିଲା । କିନ୍ତୁ ତୃତୀୟ ପର୍ଯ୍ୟାୟରେ ଅନେକ ସ୍ଥାନରୁ ହିଂସା ଓ ଉତ୍ତେଜନାର ଖବର ଆସିଛି । ଦଳୀୟ କର୍ମୀଙ୍କ ଭିତରେ…

ଗଣତନ୍ତ୍ରର ମହାପର୍ବରେ ସାମିଲ ହେଲେ ସାଧାରଣ ଜନତାଙ୍କ ଠାରୁ ଆରମ୍ଭ କରି ସେଲିବ୍ରିଟି । ନେତା ଓ ବରିଷ୍ଠ ଅଧିକାରୀ ମଧ୍ୟ…

କନକ ବ୍ୟୁରୋ: ଭୋଟ୍ ଦେବା ଯେମିତି ପ୍ରତିଟି ନାଗରିକଙ୍କ ଅଧିକାର, ନିଜ ଗଣତାନ୍ତ୍ରିକ ଅଧିକାରକୁ ସାବ୍ୟସ୍ତ କରିବା ସେମିତି ପ୍ରତିଟି ନାଗରିକର ଦାୟିତ୍ୱ । ଭୋଟ୍ ଖଣ୍ଡେ ଦେଇ ଗଣତନ୍ତ୍ରର ମହାନ ପର୍ବରେ ସାମିଲ ହୋଇଛନ୍ତି ବଡ଼ ବଡ଼ ଚେହେରା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ…

ମତଦାନ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦମ୍ଭୋକ୍ତି । ଲୋକସଭା ଓ ବିଧାନସଭାରେ ବିଜେଡିର ହେବ ବଡ଼ ବିଜୟ । ସେପଟେ…

କନକ ବ୍ୟୁରୋ: ରାଜ୍ୟର ସବୁଠୁ ଗୁରୁତ୍ୱପୂର୍ଣ୍ଣ ତୃତୀୟ ପର୍ଯ୍ୟାୟ ମତଦାନ ଶେଷ ହୋଇଛି । ଏହାସହ ରାଜ୍ୟରେ ବଡ଼ ବିଜୟ ନେଇ ଦମ୍ଭୋକ୍ତି କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ରାଜ୍ୟରେ ସରକାର ଗଠନ ନେଇ ଦାବି କରିଛନ୍ତି ଦୁଇ ନେତା । ବିଜେଡି…

ସରିଲା ରାଜ୍ୟର ତୃତୀୟ ପର୍ଯ୍ୟାୟ ନିର୍ବାଚନ । ଇଭିଏମରେ ସିଲ୍ ହେଲା ବଡ଼ ବଡ଼ ନେତାଙ୍କ ସମେତ ୪୪୭ ପ୍ରାର୍ଥୀଙ୍କ ଭାଗ୍ୟ ।…

କନକ ବ୍ୟୁରୋ: ଦେଶରେ ଷଷ୍ଠ ଓ ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି । ଆଜି ଗୋଟିଏ ଦିନରେ ସମ୍ବଲପୁର, ଭୁବନେଶ୍ୱର, କଟକ, ପୁରୀ, ଢ଼େଙ୍କାନାଳ ଓ କେନ୍ଦୁଝରରେ ଭୋଟିଂ ହୋଇଛି । ତେବେ ବିଭିନ୍ନ ସ୍ଥାନରୁ ହିଂସାର ଖବର ଭିତରେ ବୁଥ ରିଙ୍ଗିର ଅଭିଯୋଗ ବି ଆସିଛି, ଆଉ ଏସବୁ ଭିତରେ ପଡ଼ିଛି…

ବୋଲଗଡରେ ବୁଥ୍ ଭିତରେ ବିଜେପି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦେବ ଇଭିଏମ ଭଙ୍ଗାରୁଜା ଅଭିଯୋଗ ।ଗିରଫ ଦାବିରେ ସିଇଓ…

କନକବ୍ୟୁରୋ:ପ୍ରଶାନ୍ତ ଜଗଦେବଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଛି ବିଜେଡି । ପ୍ରଶାନ୍ତ ଜଗଦେବଙ୍କୁ ଗିରଫ କରିବା ପାଇଁ ଦାବି କରିଛି ବିଜେଡି । ବିଜେଡିର ଅଭିଯୋଗ ଅନୁସାରେ, ବୋଲଗଡ଼ର ଏକ ବୁଥରେ ପଶି ବିଜେପିର ଖୋର୍ଦ୍ଧା…