Daily Archives

May 18, 2024

ଆସିଲା ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ପ୍ରାର୍ଥୀଙ୍କ ସତ୍ୟପାଠ । ୩୮୩ ପ୍ରାର୍ଥୀଙ୍କ ମଧ୍ୟରୁ ୧୦୦ ଜଣଙ୍କ ବିରୋଧରେ ରହିଛି…

କନକବ୍ୟୁରୋ :ଆସିଲା ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ପ୍ରାର୍ଥୀଙ୍କ ସତ୍ୟପାଠ । ନିର୍ବାଚନ ହେବାକୁ ଥିବା ୪୨ ବିଧାନସଭା ଆସନରେ ୩୮୩ ପ୍ରାର୍ଥୀଙ୍କ ସତ୍ୟପାଠ ପ୍ରକାଶ କରିଛି ଏଡିଆର । ୩୮୩ ପ୍ରାର୍ଥୀଙ୍କ ମଧ୍ୟରୁ ୧୦୦ ଜଣ ଅର୍ଥାତ ୨୬ ପ୍ରତିଶତ ପ୍ରାର୍ଥୀଙ୍କ ନାମରେ ଅପରାଧିକ ମାମଲା ରହିଛି । ୪…

‘ଚିଲିକା ସେତୁ ଗଲା କୁଆଡେ’? କୃଷ୍ଣପ୍ରସାଦରେ କେନ୍ଦ୍ର ପରିବହନ ମନ୍ତ୍ରୀଙ୍କୁ ଟାର୍ଗେଟ କଲେ ପାଣ୍ଡିଆନ୍ ।

କନକ ବ୍ୟୁରୋ: କୃଷ୍ଣପ୍ରସାଦରେ ନିର୍ବାଚନୀ ପ୍ରଚାରବେଳେ ବିଜେପି ସରକାର ଉପରେ ବର୍ଷିଛନ୍ତି ଭିକେ ପାଣ୍ଡିଆନ୍ । ପରୋକ୍ଷରେ ନିକଟରେ କୃଷ୍ଣପ୍ରସାଦରେ ପ୍ରଚାର ପାଇଁ ଆସିଥିବା କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀଙ୍କୁ ଟାର୍ଗେଟ କରିଛନ୍ତି । କହିଛନ୍ତି, ୨୦୧୪ରେ କେନ୍ଦ୍ରମନ୍ତ୍ରୀ ଆସିଥିଲେ, ଚିଲିକା…

୩ ବର୍ଷର ଝିଅକୁ କାର ଭିତରେ ଛାଡିଦେଇଗଲେ ବାପା, ମା’ । ଶ୍ୱାସରୁଦ୍ଧ ହୋଇ ଚାଲିଗଲା କୁନି ଝିଅ ଜୀବନ ।

କନକ ବ୍ୟୁରୋ: ରାଜସ୍ଥାନ କୋଟାରେ ଘଟିଛି ଅଭାବନୀୟ ଘଟଣା । ଖାଟୋଲି ଥାନା ଅନ୍ତର୍ଗତ ଜୋରାୱରପୁରକୁ ବିବାହ ଭୋଜି  ଖାଇବାକୁ ଦୁଇ ଝିଅ ଓ ପତ୍ନୀଙ୍କ ସହ ଯାଇଥିଲେ ପ୍ରଦୀପ ନାଗର ନାମକ ବ୍ୟକ୍ତି । ପାର୍କିଙ୍ଗରେ ବଡ ଝିଅ ସହ ସ୍ତ୍ରୀ ଓହ୍ଲାଇପଡିଥିଲେ । ଏହାପରେ ପ୍ରଦୀପ କାର ପାର୍କିଙ୍ଗ କରି ଡୋର…

ଖଲ୍ଲିକୋଟ ପ୍ରାକ୍ ନିର୍ବାଚନୀ ହିଂସା : ତଦନ୍ତ ପାଇଁ ଆଇଜିଙ୍କ ତଦାରଖରେ ଏସଆଇଟି ଟିମ୍ ଗଠିତ ।

କନକ ବ୍ୟୁରୋ: ଖଲ୍ଲିକୋଟ ଥାନା ଶ୍ରୀକୃଷ୍ଣଶରଣପୁର ଗାଁରେ ଘଟିଥିବା ରାଜନୈତିକ ହଂସା ଓ ହତ୍ୟା ଘଟଣାରେ ଏସଆଇଟିର ତଦନ୍ତ । ଆଇପିଏସ୍ ଆରକେ ଶର୍ମାଙ୍କୁ ଖଲ୍ଲିକୋଟ ଦାୟିତ୍ୱ ଦିଆଯାଇଛି । ଗତକାଲି ସେ ଖଲ୍ଲିକୋଟ ଥାନାକୁ ଯାଇ ତଦନ୍ତ କରିଥିଲେ । ଦକ୍ଷିଣାଂଚଳ ଆଇଜି ଜୟରାମ ପଙ୍କଜ ମଧ୍ୟ ଖଲ୍ଲିକୋଟ…

ନିର୍ବାଚନ କମିଶନଙ୍କ ପ୍ରସ୍ତୁତି:  ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀର ୨ଶହ ବୁଥରେ ରହିବେ କେବଳ ମହିଳା କର୍ମଚାରୀ  ।…

କନକ ବ୍ୟୁରୋ: ପ୍ରଥମ ଥର ପାଇଁ ନିର୍ବାଚନ କମିଶନଙ୍କ ଅଭିନବ ବ୍ୟବସ୍ଥା । ରାଜଧାନୀରେ ଦେଖିବାକୁ ମିଳିବ ସଖି ବୁଥ । ସାଧାରଣ ନିର୍ବାଚନ ପାଇଁ ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀରେ ଥିବା ୨ଶହ ବୁଥରେ ରହିବେ ମହିଳା । ପ୍ରିଜାଇଡିଂ ଅଫିସର ଠାରୁ ଆରମ୍ଭ କରି ପୋଲିଂ କର୍ମଚାରୀ ଏବଂ ମହିଳା…

ଆସନ୍ତାକାଲି ରାତିରେ ଭୁବନେଶ୍ୱରରେ ପହଞ୍ଚିବେ ମୋଦୀ । ପୁରୀରେ କରିବେ ରୋଡ ସୋ’, କଟକରେ ଜନସଭା । ସିଲ ହେବ ବାଲିଯାତ୍ରା…

କନକ ବ୍ୟୁରୋ: ଆସନ୍ତାକାଲି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଭୁବନେଶ୍ୱରରେ ରାତ୍ରିଯାପନ କରିବା ପରେ ୨୦ ତାରିଖରେ ପୁରୀ ଯାଇ ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ନେବେ । ଏହା ପରେ ପୁରୀରେ ପ୍ରଧାନମନ୍ତ୍ରୀଙ୍କର ରୋଡ ସୋ କାର୍ଯ୍ୟକ୍ରମ ରହିଛି । ଏହା ପରେ ସକାଳ ୯ଟା ୩୦ରେ…