Daily Archives

May 17, 2024

ଗୌତମଙ୍କ ସମ୍ପର୍କ କରୁଛି ବିସିସିଆଇ । ଗମ୍ଭୀରଙ୍କୁ ଟିମ୍ ଇଣ୍ଡିଆ ହେଡ୍ କୋଚ୍ କରିବା ମୁଡରେ ବୋର୍ଡ । ରାହୁଲ…

କନକ ବ୍ୟୁରୋ: ଗୌତମ ଗମ୍ଭୀରଙ୍କୁ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ କରିବା ମୁଡରେ ବିସିସିଆଇ । ମିଳିଥିବା ସୂଚନା ମୁତାବକ, ଟିମ୍ ଇଣ୍ଡିଆ ହେଡ୍ କୋଚ୍ ଦାୟିତ୍ୱ ନେବାକୁ ବିସିସିଆଇ ଗୌତମ ଗମ୍ଭୀରଙ୍କ ସହ ସମ୍ପର୍କ କରିଛି । ଜାତୀୟ ଗଣମାଧ୍ୟମର ଏକ ରିପୋର୍ଟରୁ ଏନେଇ ସୂଚନା ମିଳିଛି । କୁହାଯାଉଛି,…

ଶବସତ୍କାର ପାଇଁ ଯାଉଥିଲେ । ଅଧ ବାଟରେ ଶବ ପାଲଟିଗଲେ । ୪ ଜଣଙ୍କର ମୃତ୍ୟୁ, ୬ ଗୁରୁତର ।

କନକ ବ୍ୟୁରୋ: ବଡ ଭାଇର ମୃତ୍ୟୁ ଖବର ପାଇ ଅନ୍ତିମ ସଂସ୍କାର କରିବାକୁ ଯାଉଥିଲେ ସାନ ଭାଇର ପରିବାର । ହେଲେ ଅଧବାଟରେ ଦୁର୍ଘଟଣାରେ ଚାଲିଗଲା ପରିବାର ଓ ସଂପର୍କୀୟଙ୍କ ଜୀବନ । ବଣାଇ ଉପଖଣ୍ଡ ଧାନନଗର ଜାତୀୟ ରାଜପଥ ୧୪୩ ନିକଟରେ ଭୋରରେ ଭାରସାମ୍ୟ ହରାଇ ଡିଭାଇଡରରେ ପିଟି ହୋଇ ଘଟିଛି ମର୍ମନ୍ତୁଦ…

୭୭ ତମ କ୍ୟାନ୍ସ ଫିଲ୍ମ ଫେଷ୍ଟିଭାଲରେ ଚମକିଲେ ଐଶ୍ୟର୍ଯ୍ୟା ରାୟ ବଚ୍ଚନ । ଝିଅ ଆରାଧ୍ୟା ସହ ରେଡ କାରପେଟ ଚାଲିଲେ…

କନକବ୍ୟୁରୋ: ୭୭ ତମ କାନସ୍ ଫିଲ୍ମ ଫେଷ୍ଟିଭାଲରେ ଚମକିଲେ ଐଶ୍ୱର୍ଯ୍ୟା । ଝିଅ ଆରାଧ୍ୟା ସହ ରେଡ କାରପେଟ ଚାଲିଲେ ବଲିଉଡ କୁଇନ । ଫ୍ରାନ୍ସରେ ଆୟୋଜିତ ହେଉଥିବା ଲୋକପ୍ରିୟ ଫିଲ୍ମ ଫେଷ୍ଟିଭାଲରେ ଏଥର ଦେଖିବାକୁ ମିଳିଥିଲା ବଲିଉଡ ଅଭନେତ୍ରୀ ଏଶ୍ୱର୍ଯ୍ୟା ଜଲୱା । ଏକ ବ୍ଲାକ୍ ଓ ଗୋଲଡେନ୍ ଆଉଟ୍…

ଉତ୍ତରପ୍ରଦେଶରେ ପାୱାର ସୋ’ । ବିଶାଳ ଜନସଭାକୁ ସମ୍ବୋଧିତ କରି ବିରୋଧୀଙ୍କୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଟାର୍ଗେଟ ।…

କନକବ୍ୟୁରୋ: ଉତରପ୍ରଦେଶରେ ପାୱାର ସୋ’ । ବାରବାଙ୍କିରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିଶାଳ ଜନସଭା । ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିଛନ୍ତି ପ୍ରଧାନମନ୍ତ୍ରୀ । ବିରୋଧୀ ମେଂଟକୁ ଟାର୍ଗେଟ୍ କରି ମୋଦି କହିଛନ୍ତି, ଇଣ୍ଡିଆ ମେଂଟ ସରକାର ଗଠନ ହେଲେ ରାମ ମନ୍ଦିରକୁ ବୁଲଡୋଜର୍ ଲଗାଇ…

ଅଧିକ ଲୁଣ ଖାଉଛନ୍ତି କି? ହୋଇଯାଆନ୍ତୁ ସାବଧାନ । ମାତ୍ରାଧିକ ଲୁଣ ନେଇଯାଇପାରେ ଜୀବନ । ସତର୍କ କଲା ବିଶ୍ୱ ସ୍ୱାସ୍ଥ୍ୟ…

କନକ ବ୍ୟୁରୋ: ଅଧିକ ଲୁଣ ଖାଉଛନ୍ତି କି ? ସଜାଗ ହୋଇଯାନ୍ତୁ, ଲୁଣ ନେଇପାରେ ଜୀବନ । ତେବେ କୁହାଯାଏ, ରୋଷେଇ ଘରେ ଲୁଣ ନଥିଲେ ସବୁକିଛି ଓଲଟପାଲଟ ହୋଇଯାଏ । କାରଣ ଖାଦ୍ୟରେ ଲୁଣ ନପଡିଲେ ଖାଦ୍ୟ ସ୍ୱାଦହୀନ ହୋଇଯାଏ । ଖାଦ୍ୟରେ ଅଧିକ ଲୁଣ ପଡିଗଲେ ଖାଦ୍ୟର ମାନ ବି ବିଗିଡିଯାଏ । କିନ୍ତୁ କେତେ…

ଗୁମର ଖୋଲିଲା ସ୍ୱାତୀ ମଲିୱାଲଙ୍କ ଏଫଆଇଆର । ଚାପୁଡା ସହ ଛାତି,ପେଟକୁ ଗୋଇଠା ମାରିଥିଲେ କେଜ୍ରିୱାଲଙ୍କ ସହଯୋଗୀ ବୈଭବ…

କନକବ୍ୟୁରୋ: ଅରବିନ୍ଦ କେଜ୍ରିୱାଲଙ୍କ ସହଯୋଗୀ ବୈଭବ କୁମାର ଆପ ନେତ୍ରୀ ସ୍ୱାତୀ ମଲିୱାଲଙ୍କୁ ଖରାପ ବ୍ୟବହାର ଏବଂ ମାଡ ମାରିବାର ଚାରି ଦିନ ପରେ ଘଟଣା ସାମ୍ନାକୁ ଆସିଛି । ଦିଲ୍ଲୀ ପୁଲିସରେ ସ୍ୱାତୀ ମାଲୱାଲ ଦେଇଥିବା ଏଫଆଇଆରରେ ସେଦିନ କେଜ୍ରିୱାଲଙ୍କ ଅଫିସରେ କ’ଣ ଘଟିଥିଲା ତାର ଉଲ୍ଲେଖ…