Daily Archives

May 16, 2024

ବିଜେଡି-ବିଜେପି ମିଶି ଓଡ଼ିଶାକୁ ବରବାଦ କରିଛନ୍ତି, ଉଭୟ ଦଳକୁ ଓଡ଼ିଶାରୁ ହଟାଇବାକୁ ଆହ୍ୱାନ ଦେଲେ କଂଗ୍ରେସ ଅଧ୍ୟକ୍ଷ…

କନକ ବ୍ୟୁରୋ : ସାମ୍ବାଦିକ ସମ୍ମିଳନୀ କରି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଓଡ଼ିଶାର ଭଲ ପାଇଁ ଉଭୟ ବିଜେପି-ବିଜେଡି ମିଳିତ ଭାବେ କାମ କରିବେ ବୋଲି ଭାବୁଥିଲୁ । କିନ୍ତୁ ତାହା କରିପାରିଲେ ନାହିଁ । ଏଠାରେ ବିଜେପି-ବିଜେଡି…

ରାଜଧାନୀରେ ମାତିଛନ୍ତି ଏସି ଲୁଟେରା । ବିଭିନ୍ନ ସୋ ରୁମରୁ ୧୦ରୁ ଅଧିକ ଏସି ଚୋରି କ୍ୟାପିଟାଲ ଥାନାରେ ମାମଲା ।

କନକବ୍ୟୁରୋ : ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ରାଜଧାନୀରେ ମାତିଛନ୍ତି ଏସି ଲୁଟେରା । ଟାର୍ଗେଟରେ ରହିଛି ବିଭିନ୍ନ ସୋ ରୁମ୍ । ବୁଧବାର ବିଳମ୍ବିତ ରାତିରେ ବିଭିନ୍ନ ସୋ ରୁମରେ ପଶି ଏସି ଖୋଲିବା ସହ କାନ୍ଧରେ ବୋହି ନେଇଛନ୍ତି ଲୁଟେରା । ଲୁଟ ସମୟର ଏହି ଭିଡିଓ…

ଯାଜପୁର ଡଙ୍କାରି ପାହାଡ଼ର କଳାପଥର ମାଇନ୍ସରେ ଧସିଲା ମାଟି ଅତଡ଼ା । ଖସିପଡ଼ିଲା ପ୍ରାୟ ଶହେ ଟ୍ରିପ କଳାପଥର । ୩ଜଣ ଶ୍ରମିକ…

କନକ ବ୍ୟୁରୋ : ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲ ଡଙ୍କାରି ପାହାଡ଼ର କଳାପଥର ମାଇନ୍ସରେ ମାଟି ଅତଡ଼ା ଧସିପଡ଼ିଛି । ମାଟି ଅତଡ଼ା ଧସିବା ଫଳରେ ପାଖାପାଖି ଶହେ ଟ୍ରିପ କଳାପଥର ଖସି ପଡ଼ିଛି । ଏହି ବେଆଇନ କଳା ପଥର ଖାଦାନରେ ବିଳମ୍ବିତ ରାତିରେ ଡ୍ରିଲ ହେଉଥିବା ବେଳେ ମାଟି ଅତଡ଼ା ଧସି ତା ତଳେ ୩ଜଣ…

ଖଲ୍ଲିକୋଟ ହିଂସାକୁ ନେଇ ନିନ୍ଦା କଲେ ଧର୍ମେନ୍ଦ୍ର । କହିଲେ, ଶାସକ ଦଳ ହାରିବା ଭୟରେ ହିଂସା ଅବଲମ୍ବନ କରୁଛି ।

କନକ ବ୍ୟୁରୋ : ଖଲ୍ଲିକୋଟରେ ଅଭାବନୀୟ ପ୍ରାକ୍ ନିର୍ବାଚନୀ ହିଂସା ଘଟଣାରେ ବିଜେପି କାର୍ଯ୍ୟକର୍ତ୍ତା ଦିଲ୍ଲୀପ ପାହାନଙ୍କ ମୃତ୍ୟୁ ଘଟଣାରେ ଦୁଃଖ ପ୍ରକାଶ କରିବା ସହ ବିଜେଡି କର୍ମୀଙ୍କ ଆକ୍ରମଣକୁ ଦୃଢ ନିନ୍ଦା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଧର୍ମେନ୍ଦ୍ର କହିଛନ୍ତି ଯେ…

ଅଭିଯୁକ୍ତଙ୍କୁ ଥାନାକୁ ନେଲା ବେଳେ ପୋଲିସ ଉପରକୁ ଢେଲା ପଥର ମାଡ । ଲାଠି ଚାର୍ଜ କଲା ପୋଲିସ

କନକ ବ୍ୟୁରୋ : ନିର୍ବାଚନ ସମୟରେ ଅଶାନ୍ତ ହେଉଛି ନିର୍ବାଚନୀ ହିଂସା । ଖଲ୍ଲିକୋଟରେ ହିଂସାକାଣ୍ଡ ଘଟାଇଥିବା ଅଭିଯୁକ୍ତଙ୍କୁ ଥାନାକୁ ନେଲାବେଳେ ଘେରିଲେ ଗାଁ ଲୋକେ । ପୋଲିସ ଗାଡି ଉପରକୁ କରିଛନ୍ତି ବୋତଲ ଓ ଢେଲା ମାଡ । ଏଥିରେ ପୋଲିସ ଭ୍ୟାନର କାଚ ଭାଙ୍ଗି ଯାଇଛି  । ପରବର୍ତ୍ତି…

ଅଧିକ ଲୁଣ ଖାଉଛନ୍ତି କି? ହୋଇଯାଆନ୍ତୁ ସାବଧାନ ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କ ମତ, ହୋଇପାରେ ଭୟଙ୍କର ରୋଗ।

କନକବ୍ୟୁରୋ : ଅଧିକ ଲୁଣ ଖାଉଛନ୍ତି କି? ହୋଇପାରେ ଭୟଙ୍କର ରୋଗ। ଲୁଣ ଏପରି ଏକ ଦ୍ରବ୍ୟ ଯାହା ଦୈନନ୍ଦିନ ପ୍ରତ୍ୟେକ ବ୍ୟକ୍ତିଙ୍କ ରୋଷେଇ ଘରେ ଏହା ବ୍ୟବହାର ହୋଇଥାଏ । ବିନା ଲୁଣରେ କୌଣସି ଖାଦ୍ୟ ଖାଇ ହୁଏନାହିଁ ଏବଂ ଲୁଣ ବିନା କୌଣସି ଖାଦ୍ୟର ସ୍ୱାଦ ମଧ୍ୟ ନଥାଏ । ତେବେ କିଛି ଲୋକ ଅତ୍ୟଧିକ…