Daily Archives

May 13, 2024

ଶୋଭାଯାତ୍ରା କରି ଆସିଥିଲେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ । ନାମାଙ୍କନ ନ କରି ଫେରିଆସିଲେ ମାହାଙ୍ଗା ବିଜେଡି ପ୍ରାର୍ଥୀ…

କନକ ବ୍ୟୁରୋ : ମାହାଙ୍ଗା ବିଜେଡି ପ୍ରାର୍ଥୀ ଅଙ୍କିତ ପ୍ରତାପ ଜେନା ଆଜି ଶୋଭାଯାତ୍ରା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ନାମାଙ୍କନ କରିବାକୁ ଆସିଥିଲେ । ହେଲେ ନାମାଙ୍କନ ନ କରି ସେ ଫେରି ଆସିଛନ୍ତି । ହେଲେ ନାମାଙ୍କନ ନ କରି ଫେରିଆସିବାର କାରଣ ସ୍ପଷ୍ଟ ହୋଇନାହିଁ । ସେ ହଜାର ହଜାର…

ଟି-୨୦ ବିଶ୍ୱକପ ଜର୍ସି ଉନ୍ମୋଚନ । ଏକାଠି ନଜର ଆସିଲେ ଜୟ ଶାହା, ରୋହିତ ଶର୍ମା, ବିବାଦ ଭିତରେ ଥିବା ହାର୍ଦ୍ଦିକ…

କନକ ବ୍ୟୁରୋ : ବିଧିବଦ୍ଧ ଭାବେ ଉନ୍ମୋଚନ ହେଲା ଟି-୨୦ ବିଶ୍ୱକପର ଜର୍ସି । ଏଥିସହ ନୂଆ ରଙ୍ଗ ରୂପରେ ଟିମ ଇଣ୍ଡିଆ ଜର୍ସି ଦେଖିବାକୁ ମିଳିଛି । ଅହମଦାବାଦ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଜର୍ସିକୁ ଲଂଚ କରାଯାଇଛି । ବିସିସିଆଇ ସାଧାରଣ ସମ୍ପାଦକ ଜୟ ଶାହା, ଟିମ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମା…

ବୟାନକୁ ନେଇ ବିବାଦରେ କଙ୍ଗନା । କହିଲେ, ୨୦୧୪ରେ ଦେଶକୁ ମିଳିଥିଲା ପ୍ରକୃ୍ତ ସ୍ୱାଧୀନତା, ପାକିସ୍ତାନ ଯଦି ମୁସଲିମ…

କନକ ବ୍ୟୁରୋ : ପୁଣି ବିବାଦରେ ଅଭିନେତ୍ରୀୀ କଙ୍ଗନା ରାଣାୱତ । ହିନ୍ଦୁ ରାଷ୍ଟ୍ର ପ୍ରସଙ୍ଗରେ ଅଭିନେତ୍ରୀ ଯେଉଁ ବୟାନ ଦେଇଛନ୍ତି ତାକୁ ନେଇ ବିବାଦ ଛିଡା ହୋଇଛି । ଧର୍ମ ଆଧାରରେ ଯଦି ପାକିସ୍ତାନ ଗଠନ ହୋଇପାରିବ ତେବେ ଭାରତ ହିନ୍ଦୁ ରାଷ୍ଟ୍ରର ମାନ୍ୟତା ପାଇନି ବୋଲି ପ୍ରଶ୍ନ କରିଛନ୍ତି…

ବିବାଦ ଭିତରେ କେଜ୍ରିୱାଲଙ୍କ ବ୍ୟକ୍ତିଗତ ସଚିବ ବୈଭବ କୁମାର । ମୁଖ୍ୟମନ୍ତ୍ରୀ ବାସଭବନରେ ମାରପିଟ ଅଭିଯୋଗ ଆଣିଲେ ଆପ…

କନକ ବ୍ୟୁରୋ : ସୋମବାର ସକାଳୁ ଦିଲ୍ଲୀ ପୁଲିସ ପିସିଆରକୁ ଆସେ ଏକ କଲ । କଲ କରିିଥିବା ମହିଳା ନିଜକୁ ସ୍ୱାତୀ ମାଲିୱାଲ ଆପର ରାଜ୍ୟସଭା ସାଂସଦ ପରିଚୟ ଦେଇଥିଲେ । ଏହା ପରେ ସେ ନିଜ ସହ ମାରପିଟ ହୋଇଥିବା କହି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବ୍ୟକ୍ତିଗତ ସଚିବ ବୈଭବ କୁମାରଙ୍କ…

ବାରଣାସୀରେ ପ୍ରଧାନମନ୍ତ୍ରୀଙ୍କ ଶକ୍ତି ପ୍ରଦର୍ଶନ । ବିଶାଳ ରୋଡ ଶୋରେ ମୋଦୀ, କାଲି କାଶୀ ବିଶ୍ୱନାଥଙ୍କ ପୂଜା ପରେ…

କନକ ବ୍ୟୁରୋ : ବାରାଣାସୀରେ ମୋଦିଙ୍କ ବିଶାଳ ରୋଡ ଶୋ । ନାମାଙ୍କନ ପୂର୍ବରୁ ଶକ୍ତିପ୍ରଦର୍ଶନ କଲେ ମୋଦୀ । କାଲି ବାରଣାସୀ ପାଇଁ ନାମାଙ୍କନ ଭରିବେ ତେଣୁ ଦିନକ ପୂର୍ବରୁ ଏଠାରେ ପହଁଚି ରୋଡ ଶୋ କରିଛନ୍ତି । ଶହ ଶହ କର୍ମୀ ଓ ସମର୍ଥକଙ୍କ ଗହଣରେ ଚମକିଛି ବାରାଣାସୀ । କାଲି ସକାଳୁ କାଶୀ…

ପ୍ରକାଶ ପାଇଲା ସିବିଏସସି ପରୀକ୍ଷା ଫଳ । ଅପୂର୍ବ ସଫଳତା ସହ କମାଲ୍ କଲେ ନାରାୟଣୀ ଇଂରାଜୀ ବିଦ୍ୟାଳୟର ପିଲା ।

କନକ ବ୍ୟୁରୋ: ଜୟପୁର ସ୍ଥିତ ନାରାୟଣୀ ଇଂରାଜୀ ବିଦ୍ୟାଳୟ ପୂର୍ବ ସଫଳତା ବଜାୟ ରଖିଛି। ସଦ୍ୟ ପ୍ରକାଶିତ ସି ବି ଏସ ସି ଦଶମ ପରୀକ୍ଷା ଫଳରେ ୯୬.୪ ପ୍ରତିଶତ ମାର୍କ ରଖି ସୁଭ୍ରାଜୀତ ସାହୁ ବିଦ୍ୟାଳୟର ଟପ୍ପର ହୋଇଛନ୍ତି। ସେହିପରି ଦ୍ବିତୀୟରେ ଅଦିତି ପଟ୍ଟନାୟକ ୯୪ ପ୍ରତିଶତ ମାର୍କ ରଖିଛନ୍ତି ।…