Daily Archives

May 12, 2020

ଭୟ ଭିତରେ ଅଦ୍ଭୁତ ଦୃଶ୍ୟ…ଆକାଶରେ ଏକାସଙ୍ଗେ ଦେଖାଗଲା ଜହ୍ନ ଓ ବୃହସ୍ପତି ଗ୍ରହ: ଦେଖନ୍ତୁ ସେହି ମୁହୂର୍ତ୍ତର…

କନକ ବ୍ୟୁରୋ: ବର୍ତ୍ତମାନ ସମୟରେ ଷ୍ଟାରଗେଜିଂ କୌଣସି ରୋମାଂଚକରୁ କମ ନୁହେଁ । କାହିଁକି ନା ବାୟୁ ପ୍ରଦୂଷଣର ସ୍ତର ହ୍ରାସ ପାଇବା କାରଣରୁ ଏବେ ଆପଣ ବଡ ବଡ ସହରାଂଚଳରେ ବି ଘର ଛାତ ଉପରୁ ଆକାଶକୁ ସ୍ପଷ୍ଟ ଭାବେ ଦେଖିପାରୁଛନ୍ତି । ଯଦିଓ ତାଲାବନ୍ଦ କାରଣରୁ ଲୋକଙ୍କୁ ନାନା ଅସୁବିଧାର ସମ୍ମୁଖୀନ…

ରାଜ୍ୟରେ ଆଉ ୨୩ କରୋନା ପଜିଟିଭ: ବାଲେଶ୍ୱରରୁ ସର୍ବାଧିକ ୧୫ ପଜିଟିଭ ଚିହ୍ନଟ; ଗଞ୍ଜାମ ଓ ଯାଜପୁରରୁ ୩ ଜଣ ଲେଖାଏଁ ଏବଂ…

କନକ ବ୍ୟୁରୋ: ଆଜି ରାଜ୍ୟରେ ଆଉ ୨୩ ଜଣଙ୍କ ଠାରେ କରୋନା ପଜିଟିଭ ଚିହ୍ନଟ ହୋଇଛି । ଆଜି ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତ ବାଲେଶ୍ୱର, ଗଜାଂମ, ଯାଜପୁର, ପୁରୀ ଏବଂ ବୌଦ୍ଧ ଜିଲ୍ଲାରୁ ହୋଇଥିବା ସୂଚନା ମିଳିଛି । ତେବେ ୨୩ ନୂଆ କରୋନା ସଂକ୍ରମିତଙ୍କ ମଧ୍ୟରୁ ବାଲେଶ୍ୱରରୁ ସର୍ବାଧିକ ୧୫ ଜଣ ନୂଆ…

ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୬୭ ହଜାର ପାର : ବର୍ତ୍ତମାନ ସୁଦ୍ଧା ଭାଇରସ୍ ସଂକ୍ରମଣରେ ୨୨୦୬ ଜଣଙ୍କ…

କନକ ବ୍ୟୁରୋ : ସାରା ବିଶ୍ୱରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଥିବା ବେଳେ ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା ୬୭ହଜାର ୧୫୨ରେ ପହଂଚିଛି । ତେବେ ୨୦ହଜାର ୯୧୭ଜଣ ସୁସ୍ଥ ହୋଇ ଫେରିଥିବା ବେଳେ ୪୪ହଜାର ୩୯ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ମହାରାଷ୍ଟ୍ରରେ ସର୍ବାଧିକ ୨୨ ହଜାର ୧୭୧ ଜଣ…

ତାଲାବନ୍ଦ କଟକଣା ଭିତରେ ଆଶ୍ୱସ୍ତିକର ଖବର । କଟିବନି କୌଣସି ବି କର୍ମଚାରୀଙ୍କ ଦରମା କି ପେନସନ

କନକ ବ୍ୟୁରୋ: ଲମ୍ବା ଲକଡାଉନ୍ ଯୋଗୁଁ ଦେଶର ଅର୍ଥନୈତିକ କ୍ଷତିଭରଣା ପାଇଁ କେନ୍ଦ୍ର ସରକାର କର୍ମଚାରୀଙ୍କ ଦରମା କାଟ ହେବ ବୋଲି କେତେକ ଗଣମାଧ୍ୟମରେ ପ୍ରକାଶିତ ଖବରକୁ ଖଣ୍ଡନ କରିଛନ୍ତି ଅର୍ଥମନ୍ତ୍ରୀ । ଏମିତି କି ଦରମା କାଟ କରିବାର କୌଣସି ପ୍ରସ୍ତାବ ବିଚାରାଧୀନ ନାହିଁ ବୋଲି ଅର୍ଥ…

ଲକ୍‌ଡାଉନ୍‌ରେ ମେଲିଛି ଶିକାରୀଙ୍କ ପଞ୍ଝା : ବିପଦରେ ବନ୍ୟଜନ୍ତୁ, ୪୦ ଦିନରେ ୫୦ଶିକାରୀ ଗିରଫ

କନକ ବ୍ୟୁରୋ : ଲକ୍‌ଡାଉନ୍‌ ଯୋଗୁଁ ସବୁ ବନ୍ଦ। ଏହାର ଭରପୂର ଫାଇଦା ଉଠାଉଛନ୍ତି ଶିକାରୀ । ବନବିଭାଗ କର୍ମଚାରୀଙ୍କୁ ଚକ୍‌ମା ଦେଇ ‌ଶିକାରୀମାନେ ଦିନକୁ ଦିନ ନିଜର ‌ପଞ୍ଝା ମେଲାଇ ଚାଲିଛନ୍ତି। ବଲାଙ୍ଗୀରରୁ ଆରମ୍ଭ କରି ବୌଦ୍ଧ ଅଥବା ଝାରସୁଗୁଡ଼ାରୁ ଦେବଗଡ଼; ସବୁଠି ଚାଲିଛି ଅବାଧ ଶିକାର।…

ଲକ୍‌ଡାଉନ‌ରେ ଅନ୍‌ଲାଇନ୍‌ ପାଠପଢ଼ା‌କୁ ସାଇବର୍‌ ଭୟ : ସତର୍କ ନ ରହିଲେ ଗାଏବ ହୋଇପାରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ

କନକ ବ୍ୟୁରୋ : କରୋନା ଲକ୍‌ଡାଉନ୍‌ ପାଇଁ ରାଜ୍ୟର ସମସ୍ତ ସ୍କୁଲ ଆସନ୍ତା ଜୁନ୍‌ ୧୭ ପର୍ଯ୍ୟନ୍ତ ବନ୍ଦ ରହିଛି । ସେପଟେ ଛାତ୍ରଛାତ୍ରୀଙ୍କୁ ନେଇ ଏପ୍ରିଲ ପ୍ରଥମ ସପ୍ତାହରୁ ଅନ୍‌ଲାଇନ୍‌ରେ କ୍ଲାସ ଆରମ୍ଭ ହୋଇଛି। ତେବେ ଛାତ୍ରଛାତ୍ରୀ ବ୍ୟବହାର କରୁଥିବା ମୋବାଇଲ ଆପ୍ଲିକେସନ୍‌ଗୁଡିକ କେତେଦୂର…