Daily Archives

March 19, 2020

ପୁଣି ମୁଣ୍ଡ ନେଲା ‘କରୋନା’ । ଭୟଙ୍କର ଭାଇରସ ସଂକ୍ରମଣରେ ଭାରତରେ ଚତୁର୍ଥ ମୃତ୍ୟୁ ।

କନକ ବ୍ୟୁରୋ : ପୁଣି ମୁଣ୍ଡ ନେଲା କରୋନା ଭାଇରସ । କରୋନା ସଂକ୍ରମଣରେ ଭାରତରେ ଆଉ ଜଣେ ଆକ୍ରାନ୍ତଙ୍କ ମୃୃତ୍ୟୁ ହୋଇଥିବା ସୂଚନା ମିଳିଛି । ଭାରତରେ କରୋନା ମୃତ୍ୟୁ ସଂଖ୍ୟା ୪କୁ ବୃଦ୍ଧି ପାଇଛି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି । ଅନ୍ୟପଟେ ସାରା ବିଶ୍ୱରେ…

କରୋନା ନେଇ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀଙ୍କ ସୂଚନା । ଏଯାଏଁ ସରିଛି ୬୧ ଜଣଙ୍କ ରକ୍ତ ନମୂନା ପରୀକ୍ଷା,…

କନକ ବ୍ୟୁରୋ : କରୋନା ସ୍ଥିତି ନେଇ ୨୪ ଘଂଟାର ଅପଡେଟ୍ ଦେଇଛନ୍ତି ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ । ଏଯାଏଁ ସରିଛି ୬୧ ଜଣଙ୍କ ରକ୍ତ ନମୂନା ପରୀକ୍ଷା । ଜଣଙ୍କୁ ଛାଡି ସମସ୍ତଙ୍କର ନେଗେଟିଭ୍ ରିପୋର୍ଟ ଆସିଥିବା ସୁବ୍ରତ ବାଗଚୀ ସୂଚନା ଦେଇଛନ୍ତି । ସେହିପରି ବାହାରୁ ଆସିଥିବା…

କରୋନା ମୁକାବିଲା: ସମୂହ ସଂକ୍ରମଣ ଆରମ୍ଭ ହୋଇନଥିବା ସ୍ପଷ୍ଟ କଲା ଆଇସିଏମଆର । ପରୀକ୍ଷା ପାଇଁ ସଂଗ୍ରହ କରାଯାଇଥିବା ୮୨୦…

କନକ ବ୍ୟୁରୋ: ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବା ଭିତରେ ଆସିଲା ଭଲ ଖବର । ଏବେବି ଦେଶରେ କରୋନା ଭୂତାଣୁର ଆରମ୍ଭ ହୋଇନି କମ୍ୟୁନିଟି ଟ୍ରାନ୍ସମିଶନ । ସମୂହ ସଂକ୍ରମଣ ଆରମ୍ଭ ହୋଇନଥିବା ଦାବି କରିଛି ଭାରତୀୟ ମେଡିକାଲ କାଉଁସିଲ ଅଫ୍ ମେଡିକାଲ ରିସର୍ଚ୍ଚ ବା ଆଇସିଏମଆର । …

ରାତି ପାହିଲେ ଫାଶୀ ଖୁଣ୍ଟରେ ଝୁଲିବେ ନିର୍ଭୟା ନରହନ୍ତା ! ଡେଥ୍ ୱାରେଣ୍ଟରେ ଲାଗିଲାନି ରୋକ୍, ଫାଶୀ ପାଇଁ ରାସ୍ତା ସଫା…

କନକ ବ୍ୟୁରୋ : ଫାଶୀ ପାଇଁ ସଫା ହେଲା ରାସ୍ତା । ନିର୍ଭୟା ଦୋଷୀଙ୍କୁ ଆସନ୍ତାକାଲି ସକାଳେ ହୋଇପାରେ ଫାଶୀ । ଡେଥ୍ ୱାରେଂଟ ରୋକ୍ କରିବାକୁ ହୋଇଥିବା ଆବେଦନକୁ ଖାରଜ କରାଯାଇଛି । ପଟିଆଲ ହାଉସ କୋର୍ଟ ଏହାକୁ ଖାରଜ କରିଛନ୍ତି । ଏହା ପୂର୍ବରୁ ଦୋଷୀ ପବନ ଗୁପ୍ତାର କ୍ୟୁରେଟିଭ ପିଟିସନ୍…

କରୋନା ସତର୍କତା ପାଇଁ ବନ୍ଦ ହେଲା ସେଲୁନ । ବିଉଟିପାର୍ଲର ଓ ସ୍ପା ସେଂଟରକୁ ବନ୍ଦ କରିବାକୁ ନିର୍ଦ୍ଦେଶ ।

କନକ ବ୍ୟୁରୋ : କରୋନା ସତର୍କତା ପାଇଁ ବନ୍ଦ ହେଲା ସେଲୁନ । ସେଲୁନ, ବିଉଟିପାର୍ଲର ଓ ସ୍ପା ସେଂଟରକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ପରବର୍ତ୍ତୀ ନିର୍ଦ୍ଦେଶ ନଆସିବା ପର୍ଯ୍ୟନ୍ତ ବନ୍ଦ ରଖିବାକୁ କୁହାଯାଇଛି । ଏହି ସବୁ ସ୍ଥାନରେ ଦୂରତା ରକ୍ଷା କରିବା ସମ୍ଭବ ନୁହେଁ । ସେବା…

ଜେଲରେ କରୋନା ମୁକାବିଲା । ଆଜିଠୁ ସବୁ ଜେଲରେ ଲାଗୁ ହେଲା ଇ-ମୁଲାକାତ ବ୍ୟବସ୍ଥା, ଲ୍ୟାପଟପ୍ ଓ ସ୍କାଏପି ମାଧ୍ୟମରେ…

କନକ ବ୍ୟୁରୋ : ଜେଲରେ କରୋନା ମୁକାବିଲା । ଆଜିଠୁ ସବୁ ଜେଲରେ ଲାଗୁ ହେଲା ଇ-ମୁଲାକାତ ବ୍ୟବସ୍ଥା । ଜିଲ୍ଲା ମୁଖ୍ୟ କାରାଗାରରେ ହୋଇଛି ସ୍ୱତନ୍ତ୍ର ବ୍ୟବସ୍ଥା । ଜେଲରେ ଭିଜିଟର ରୁମରେ ଲ୍ୟାପଟପ୍ ଓ ସ୍କାଏପି ମାଧ୍ୟମରେ କଏଦୀଙ୍କୁ ଭେଟିଲେ ସମ୍ପର୍କୀୟ । ଚୌଦ୍ୱାର ଜେଲରେ ଦିନ ୧୦ଟା ସୁଦ୍ଧା…