Daily Archives

February 16, 2020

ଶ୍ରୀମନ୍ଦିରରେ ପାନଛେପ ଦେଖି ଭୀଷଣ ରାଗିଗଲେ ପାଣ୍ଡିଆନ । ଶ୍ରୀଜିଉଙ୍କ ଦର୍ଶନ ପାଇଁ ଯିବାବେଳେ ଏଭଳି ଦୃଶ୍ୟ ଦେଖି…

କନକ ବ୍ୟୁରୋ: ପାନଛେପ ଦେଖିଲେ, ଭୀଷଣ ରାଗିଲେ । ଶ୍ରୀମନ୍ଦିରରେ ପାନଛେପ ଦେଖି ରାଗିଗଲେ ପାଣ୍ଡିଆନ । ଶ୍ରୀମନ୍ଦିର ଭିତରେ ଘଟିଥିବା ଏକ ଘଟଣା ଆଜି ଦିନ ତମାମ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି । ମହାପ୍ରଭୁଙ୍କ ଦର୍ଶନ କରିବାକୁ ଆସି କାହିଁକି ରାଗି ଖପ୍ପା ହୋଇଗଲେ ଫାଇଭ-ଟି ସଚିବ ?…

ପାହାଡ ଉପରେ ପ୍ରଥମଥର ୧୦୦ କିଲୋମିଟର ବେଗରେ ଗଡିବ ଟ୍ରେନ୍ । ଚୀନ୍-ତିଦ୍ଦତ ସୀମାକୁ ବେଶ ସହଜରେ ପହଞ୍ଚିପାରିବ ସେନା ।

କନକ ବ୍ୟୁରୋ : ଆଗାମୀ ୫ବର୍ଷ ଭିତରେ ପ୍ରଥମ ଥର ପାଇଁ ପାହାଡ଼ ଉପରେ ଟ୍ରେନ୍‌ ଗଡ଼ିବ। ଯାହାକି ଘଣ୍ଟାପ୍ରତି ୧୦୦ କିଲୋମିଟର ବେଗରେ ଗତି କରିବ। ୨୦୧୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ରେଳ ଧାରଣାର ଘୋଷଣା କରିଥିଲେ। ୨୦୧୫ରେ ଏହା ରେଳ ବିଭାଗକୁ ପଠାଯାଇଥିଲା। ମାର୍ଚ୍ଚ ୨୦୨୦ରେ ଏହି…

ମାଆ-ଝିଅଙ୍କ ହତ୍ୟା ଘଟଣାରେ ବୋଲେରୋ ସହ ଥିଲା ‘ଇନୋଭା’ କାର । ଡେମୋ କଲା ବେଳେ ନକଲି ମୃତଦେହ ଉପରେ ବୋଲେରୋ ସହ ଚଢାଗଲା…

କନକ ବ୍ୟୁରୋ: କଳ୍ପନା ଦାସ ଓ ତାଙ୍କ ଝିଅର ହତ୍ୟାକାଣ୍ଡରେ ବୋଲେରୋ ବ୍ୟତୀତ ଏକ ଇନୋଭା ମଧ୍ୟ ବ୍ୟବହାର କରାଯାଇଥିବା ସନ୍ଦେହ କରାଯାଉଛି । କାରଣ ଆଜି ଡେମୋ ସମୟରେ ନକଲି ମୃତଦେହ ଉପରେ ଏକ ଇନୋଭା ମଧ୍ୟ ଚଢାଯାଇଥିଲା । ଏବେ ପ୍ରଶ୍ନ ଉଠୁଛି ଏହି ଇନୋଭାରେ କିଏ କିଏ ବସିଥିଲେ । ଏନେଇ ପୋଲିସ ନିରବ…

କେମିତି ହୋଇଥିଲା କଳ୍ପନାଙ୍କ ହତ୍ୟା? ଡେମୋ କରି ଦେଖାଇଲା ଅନୁପଙ୍କ ଡ୍ରାଇଭର: ନକଲି ମୃତଦେହ ଉପରେ ଚଢାଗଲା ବୋଲେରୋ;…

କନକ ବ୍ୟୁରୋ: କଳ୍ପନା ଦାସ ଓ ତାଙ୍କ ଝିଅର ହତ୍ୟାକାଣ୍ଡ ଘଟଣାରେ ସମ୍ପୃକ୍ତ ଆଉ କିଛି ଅଭିଯୁକ୍ତଙ୍କୁ ଖୋଜୁଛି ପୋଲିସ । ଏହି ଘଟଣାରେ ଗିରଫ ଅନୁପ ସାଏଙ୍କ ଡ୍ରାଇଭର ବର୍ଦ୍ଧନ ଟପ୍ପୋଙ୍କୁ ସାଥିରେ ନେଇ ପୋଲିସ ହତ୍ୟା ଘଟଣାର ଡେମୋ କରିଛି । କିପରି ପରିସ୍ଥିତିରେ କଳ୍ପନାଙ୍କ ହତ୍ୟା କରାଯାଇଥିଲା…

ରିକ୍ସାବାଲାକୁ ପିଏମଓରୁ ଚିଠି…ବାରଣାସୀର ରିକ୍ସାଚାଳକଙ୍କ ଝିଅ ବିବାହ ନିମନ୍ତ୍ରଣ ରକ୍ଷା କଲେ ମୋଦି…ଚିଠି…

କନକ ବ୍ୟୁରୋ: ରିକ୍ସା ଚାଳକଙ୍କ ନିମନ୍ତ୍ରଣ ରକ୍ଷା କରି ଶୁଭେଚ୍ଛା ପତ୍ର ପଠାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଝିଅର ବାହାଘର ପାଇଁ ବାରଣାସୀରେ ରିକ୍ସା ଚଳାଉଥିବା ମଙ୍ଗଳ କେୱଟ ଦିଲ୍ଲୀ ଯାଇ ପିଏମଓ ଅଫିସରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ କାର୍ଡ଼ ଦେଇଥିଲେ । ତେବେ ମଙ୍ଗଳ କେୱଟର…

ଜେଲର କୋଠରୀରେ ବିତିଲା ଅନୁପ ସାଏଙ୍କ ରାତି । ଶୁଖିଲା ରୁଟି-ତରକାରୀ ଖାଇ ଶୋଇଲେ ପୂର୍ବତନ ବିଧାୟକ, ସକାଳୁ ମିଳିଲା ଚା’…

କନକ ବ୍ୟୁରୋ: ହତ୍ୟା ଅଭିଯୋଗରେ ଛତିଶଗଡ଼ ଜେଲରେ ବିତିଛି ପୂର୍ବତନ ବିଧାୟକ ଅନୁପ ସାଏଙ୍କ ରାତି । ଘରେ ରାଜା ଭଳି ବଂଚୁଥିବା ଅନୁପ ସାଏଙ୍କୁ ଖାଇବାକୁ ପଡ଼ିଛି ଶୁଖିଲା ରୁଟି ଏବଂ ତରକାରୀ । ଆଜି ସକାଳେ ତାଙ୍କୁ ଖାଇବା ପାଇଁ ହାଲୱା ଦିଆଯାଇଥିବା ବେଳେ ଗତକାଲି ମଧ୍ୟାହ୍ନରେ ଭାତ, ଡାଲି ଏବଂ…