Daily Archives

February 14, 2020

ନିର୍ଭୟା ଗଣଦୁଷ୍କର୍ମକାରୀ ବିନୟ ଶର୍ମାକୁ ଝଟକା : ରାଷ୍ଟ୍ରପତିଙ୍କ ନିଷ୍ପତ୍ତି କୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟ…

ବହୁଚର୍ଚ୍ଚିତ ଦିଲ୍ଲୀ ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ବିନୟ ଶର୍ମାର ପିଟିସନ ଖାରଜ କରିଛନ୍ତି ସୁପ୍ରିମକୋର୍ଟ । ରାଜକ୍ଷମାକୁ ଚ୍ୟାଲେଞ୍ଜ କରି ଦୋଷୀ ବିନୟ ସୁପ୍ରିମକୋର୍ଟରେ ଅପିଲ କରିଥିଲା । ଏହାକୁ ନେଇ ସୁପ୍ରିମକୋର୍ଟ କହିଛନ୍ତି, ବିନୟର ମାନସିକ ଅବସ୍ଥା ସମ୍ପୂର୍ଣ୍ଣ ରୂପେ ଠିକ୍ ଅଛି ।…

ନିଜେ ଭିଆଇଥିବା ହତ୍ୟାକାଣ୍ଡ ଉପରୁ ପରଦା ଉଠାଇଲେ ଅନୁପ୍ :  କେମିତି ଓ କାହିଁକି କରିଥିଲେ ହତ୍ୟା ? 

କନକ ବ୍ୟୁରୋ : ପରକୀୟା ପ୍ରୀତିରୁ ହତ୍ୟା । ଲୁହା ଛଡ଼ରେ ପିଟିପିଟ ମୃତକଙ୍କୁ ହତ୍ୟା କରିଥିଲେ ଅନୁପ ସାଏ  ।  ବ୍ରଜରାଜନଗରର ୩-୩ ଥର ବିଧାୟକ ତଥା ଝାରସୁଗୁଡ଼ା ଜିଲ୍ଲାର ଟାଣୁଆ ଚେହେରା ଅନୁପ ସାଏ, ବହୁ ଚର୍ଚ୍ଚିତ ଡବଲ୍ ମର୍ଡର ଘଟଣା ପାଇଁ ଗିରଫ ହୋଇଛନ୍ତି । ଗିରଫ ପରେ ମର୍ଡ଼ର ମିଷ୍ଟିର…

ଟ୍ରାଫିକ ଜାମରେ ଆମ୍ବୁଲାନ୍ସରେ ଶିଶୁ ମୃତ୍ୟୁ ଘଟଣା: ଅପବାଦ ମୁଣ୍ଡାଇବା ପରେ କମିଶନରେଟ୍ ପୁଲିସର ସ୍ପଷ୍ଟିକରଣ;…

କନକ ବ୍ୟୁରୋ: ରାଜଧାନୀରେ ଟ୍ରାଫିକ ଜାମରେ ଆମ୍ବୁଲାନ୍ସରେ ଶିଶୁମୃତ୍ୟୁ ଘଟଣା ନୂଆମୋଡ ନେଇଛି । ଶିଶୁମୃତ୍ୟୁ ନେଇ ଆଜି କମିଶନରେଟ ପୋଲିସ ରଖିଛି ସ୍ପଷ୍ଟୀକରଣ । ଏକ ଘଂଟାରୁ ଅଧିକ ସମୟ ନୁହେଁ ବରଂ ୨୨ ମିନିଟ୍ ୩୮ ସେକେଣ୍ଡରେ ଆମ୍ବୁଲାନ୍ସ ରାଜଭବନରୁ କିମ୍ସ ଯାଇଛି ବୋଲି କହିଛି କମିଶନରେଟ…

ଆସନ୍ତାକାଲି ଯାଏଁ ବିଧାନସଭା ମୁଲତବି । ବଜେଟ୍ ଅଧିବେଶନରେ ପ୍ରଥମ ଦିନରେ ଅଭିଭାଷଣରେ ମୋ ସରକାର ଓ ଫାଇଭ-ଟିକୁ ପ୍ରଶଂସା…

କନକ ବ୍ୟୁରୋ: ଆଜି ଆରମ୍ଭ ହୋଇଛି ବିଧାନସଭାର ବଜେଟ୍ ଅଧିବେଶନ । ପ୍ରଥମ ଦିନରେ ଗୃହରେ ଅଭିଭାଷଣ ରଖିବା ସହ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ନିଜ ଅଭିଭାଷଣରେ ନବୀନ ସରକାରଙ୍କ ମୋ ସରକାର ଓ ଫାଇଭ-ଟିକୁ ବେଶ୍ ପ୍ରଶଂସା କରିଥିଲେ । କହିଲେ ଲୋକଙ୍କ ସୁବିଧା ପାଇଁ ମୋ ସରକାର କରାଯାଇଛି । ୫ଟି…

ସଚ୍ଚୋଟ ଦେଶଭକ୍ତଙ୍କ ହାତରେ ସହିଦ୍ ଙ୍କ ଗାଁ ମାଟି : ପୁଲୱାମା ଆକ୍ରମଣ ପରେ ଶିହରି ଉଠିଥିଲା ଏହି ଦେଶଭକ୍ତଙ୍କ ହୃଦୟ ,…

ବର୍ଷେ ପରେ ବି ବେଦନା ଦେଉଛି ପୁଲୱାମା ଆକ୍ରମଣରେ ସହିଦ୍ ହୋଇଥିବା ବୀର ଯବାନଙ୍କ ବଳିଦାନ । ବର୍ଷେ ତଳର ସେହି ବିଭତ୍ସ ଘଟଣା ଆଜି ବି ମନକୁ ଆନ୍ଦୋଳିତ କରୁଛି । ଦେଶର ପ୍ରତିଟି ବ୍ୟକ୍ତି ବିଭିନ୍ନ ତରିକାରେ ସହିଦ୍ ଯବାନଙ୍କୁ ମନେ ପକାଉଛନ୍ତି । କାଶ୍ମୀରର ଲେଥପୋରା ସ୍ଥିତ ସିଆରପିଏଫ୍…

ବଲାଙ୍ଗିରର ରୋମିଓ-ଜୁଲିଏଟ୍ ! ପ୍ରେମ ଆଗରେ ପାଚେରୀ ଛିଡା କରି ପାରିଲାନି ଧର୍ମ। ହିନ୍ଦୁ ଝିଅର ହୃଦୟରେ ଘର କରି ରହିଲା…

କନକ ବ୍ୟୁରୋ: ପ୍ରେମ ! ଅଢେଇ ଅକ୍ଷରର ଏକ ଅବୋଲକରା ଆବେଗ । ଯାହାକୁ ବୁଝି ହୁଏନା କି ଦେଖି ବି ହୁଏନା । ବାସ୍ ଖାଲି ଆଖିବୁଜି ଅନୁଭବ କରିହୁଏ । ପ୍ରେମ ହୃଦୟର ହାଟରେ ବିକ୍ରି ହେଉଥିବା ଏକ ପାରିଜାତ ଫୁଲ । ମନର ମାଟିରେ କୁଳୁକୁଳୁ ନାଦ କରି ବହିଯାଉଥିବା ଏକ ନିରନ୍ତର ନଈ । ପ୍ରେମ ସ୍ୱର୍ଗୀୟ…