Daily Archives

February 14, 2020

ପାଣିରେ ପଡିଲା ପଚାଶ କୋଟି ! ସେତୁ ନିର୍ମାଣ ନସରୁଣୁ ଭୁଷୁଡି ପଡିବାକୁ ବସିଛି ବସ୍ତା ବାଲିଆପାଳର ପେଜଗଳା ବ୍ରିଜ

କନକ ବ୍ୟୁରୋ: ପାଣିରେ ପଡିବାକୁ ଯାଉଛି ୫୦ କୋଟିର ପ୍ରକଳ୍ପ । ସେତୁ ନିର୍ମାଣ କାମ ନସରୁଣୁ ଭୁଶୁଡିବା ପରିସ୍ଥିତିରେ ବସ୍ତା-ବାଲିଆପାଳର ପେଜଗଳା ବ୍ରିଜ । ସାମାନ୍ୟ ବର୍ଷା ହେଲେ ବସ୍ତା ବ୍ଲକ କୋଡିଆରେ ପେଜଗଳା ଚଟାଣରେ ୩ରୁ ୪ଫୁଟର ବନ୍ୟା ଜଳ ପ୍ରବାହିତ ହେଉଥିବାର ଦେଖିବାକୁ ମିଳୁଥିବା ବେଳେ…

ଅନୁପଙ୍କ ଗିରଫଦାରୀ ପରେ ଛତିଶଗଡ ପୋଲିସର ସୂଚନା । ମାଆ-ଝିଅ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ହେଉଛନ୍ତି ଅନୁପ ସାଏ;…

କନକ ବ୍ୟୁରୋ: ବ୍ରଜରାଜନଗରର ପୂର୍ବତନ ବିଧାୟକ ଅନୁପ ସାଏଙ୍କ ଗିରଫଦାରୀ ପରେ ଛତିଶଗଡ ପୋଲିସର ବଡ ସୂଚନା । ଛତିଶଗଡ ପୋଲିସର କହିବା ଅନୁଯାୟୀ ୨୦୧୬ ମସିହାର ମା ଓ ଝିଅ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ହେଉଛନ୍ତି ଅନୁପ ସାଏ । ଏବଂ ଏହି ହତ୍ୟାକାଣ୍ଡରେ ଅନୁପଙ୍କ ସମ୍ପୃକ୍ତି ନେଇ ପୋଲିସ ପ୍ରମାଣ…

ଆସୁ ଆସୁ ଉଠିଗଲା କଂଗ୍ରେସ । ଗୃହରେ ରାଜ୍ୟପାଳଙ୍କ ଅଭିଭାଷଣ ଚାଲିଥିବା ବେଳେ ଅସନ୍ତୋଷ ପ୍ରକାଶ କରି କକ୍ଷ୍ୟତ୍ୟାଗ କଲେ…

କନକ ବ୍ୟୁରୋ: ଅଧିବେଶନ ଆରମ୍ଭ ହେଉ ହେଉ ଆସନରୁ ଉଠି ପଳାଇଲା କଂଗ୍ରେସ । ମହାମହିମ ରାଜ୍ୟପାଳଙ୍କ ଅଭିଭାଷଣ ଆରମ୍ଭରୁ ହିଁ ଅସନ୍ତୋଷ ପ୍ରକାଶ କଲେ କଂଗ୍ରେସ ସଦସ୍ୟ । ନିଜ ଆସନରେ ଛିଡା ହୋଇ ରାଜ୍ୟପାଳଙ୍କ ଭାଷଣକୁ ପ୍ରତିବାଦ କଲେ । ଆଉ କିଛି ସମୟ ପରେ ବିରୋଧୀ କଂଗ୍ରେସର ସମସ୍ତ ବିଧାୟକ…

ଆରମ୍ଭ ହେଲା ବଜେଟ୍ ଅଧିବେଶନ: ଗୃହରେ ରାଜ୍ୟପାଳଙ୍କ ଅଭିଭାଷଣ, ମୋ ସରକାର-ଫାଇଭ ଟି ଏବଂ କାଳିଆ ଯୋଜନାକୁ ପ୍ରଶଂସା ।

କନକ ବ୍ୟୁରୋ: ବିଧାନସଭା ବଜେଟ୍ ଅଧିବେଶନ ଆରମ୍ଭ । ଅଧିବେଶନ ଆରମ୍ଭ ଅଭିଭାଷଣ ରଖିଲେ ମହାମହିମ ରାଜ୍ୟପାଳ ପ୍ରଫେସର୍ ଗଣେଶୀ ଲାଲ୍ । ଅଭିଭାଷଣ ଆରମ୍ଭରୁ ସହିଦ ଓ ଦିବଙ୍ଗତ ନେତା ବିୟୋଗରେ ଶୋକପ୍ରସ୍ତାବ ଆଗତ କଲେ । ଏହାପରେ ବଜେଟ୍ ଅଭିଭାଷଣରେ, ମୋ ସରକାରକୁ କାର୍ଯ୍ୟକ୍ରମକୁ ପ୍ରଶଂସା କଲେ…

ସହିଦ ହେବା ପରେ… ଶିଖର ଗାଁରୁ ଶୁଖୁନି ଲୁହ, ପରିବାର ଛାତିରୁ କମୁନି କୋହ । ବର୍ଷେ ତଳେ ପୁଲୱାମା ଆକ୍ରମଣ…

କନକ ବ୍ୟୁରୋ: କାନ୍ଦନା ମା କାନ୍ଦନା... ତୁ କାନ୍ଦିଲେ ଆମକୁ କିଏ ବୁଝାଇବ ? ଜୀବନ ଯୁଦ୍ଧରେ ଜିତିବାକୁ କିଏ ସାହସ ଦେବ ? ତୁ ପରା ଆମ ମାଆ, ତୁ ପରା ଆମ ବାପା... ବର୍ଷେ ହେଲା ବାପା ଗଲା ପରେ ନିଜ ଲୁହ ନିଜେ ପିଇ ତୁ ପରା ଆମକୁ ବାପାମାଆର ସ୍ନେହ ଦେଇଛୁ... ଏବେ କାନ୍ଦୁଛୁ କଣ ପାଇଁ...? ମାଆର…

ସରକାରୀ କର୍ମଚାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଭେଟି: ମହଙ୍ଗା ଭତ୍ତା ୫ ପ୍ରତିଶତ ବଢ଼ାଇଲେ ରାଜ୍ୟ ସରକାର, ୨୦୨୦ ଜାନୁଆରୀ…

କନକ ବ୍ୟୁରୋ: ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର । ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତାକୁ ସରକାର ୫ ପ୍ରତିଶତ ବୃଦ୍ଧି କରିଛନ୍ତି । ୨୦୨୦ ଜାନୁଆରୀ ପହିଲାରୁ ପିଛିଲା ଭାବେ ଏହା ଲାଗୁ ହେବ । କେବଳ ଏତିକି ନୁହେଁ ସପ୍ତମ ବେତନ କମିଶନଙ୍କ ଆଧାରରେ ମହଙ୍ଗା ଭତ୍ତା ବଢ଼ାଇବା ବକେୟା…