Daily Archives

February 8, 2020

ମସ୍କୋରେ ମିଶିଲା ମନ, ପୁରୀରେ ପଡିଲା ହାତଗଣ୍ଠି । ଜଗାକୁ ସାକ୍ଷୀ ରଖି ସାତ ଜନମର ସାଥୀ ହେବାକୁ ଦରିଆ ପାରିରୁ ଆସିଲେ…

କନକ ବ୍ୟୁରୋ: ହାତରେ ଶଙ୍ଖା, ମଥାରେ ସିନ୍ଦୂର, ପାଦରେ ଅଳତା ଆଉ ବେକରେ ବରଣମାଳା ପକାଇ ବାହାବେଦୀ ଉପରେ ବସିଥିବା ଏ ନବ ଦମ୍ପତି ଙ୍କୁ ଭଲକି ନଦେଖିଲେ  ଆପଣ ବି ଭ୍ରମରେ ପଡିଯିବେ କି ଏମାନେ ଓଡିଆ ନା ବିଦେଶୀ । ଶରୀରର ରଙ୍ଗ ଆଉ ମୁହଁର ଗଢଣକୁ ଛାଡି ଦେଲେ ବାକି ସବୁ ଓଡିଆ ଭଳି ଲାଗୁଛି ।…

ଅନ୍ୟପାଇଁ ବଞ୍ଚୁଥିବା ମଣିଷଟିଏ ! ‘ବିକ୍ରମ’ଙ୍କ ଜୀବନର ମୂଳମନ୍ତ୍ର ସମାଜସେବା, ନିଜ ରୋଜଗାର ଟଙ୍କାରେ ଅନ୍ୟମାନଙ୍କୁ…

କନକ ବ୍ୟୁରୋ : ମାତ୍ର ୩୦ ବର୍ଷ ବୟସରେ ସେ ସମାଜସେବାକୁ ନିଜର ବ୍ରତ ଭାବେ ଧରିନେଇଛନ୍ତି । ପେଶା ବ୍ୟବସାୟ ହେଲେ ନିଶା ହେଉଛି ସମାଜସେବା । ଉଚ୍ଚ ବେତନଯୁକ୍ତ ଚାକିରୀ ଛାଡ଼ି ସମାଜରେ ଅବହେଳିତ ହୋଇ ରହିଥିବା ଦୁଖୀରଙ୍କିକୁ ସେବା କରିବା ପାଇଁ ଆଗେଇଆସିଛନ୍ତି ପୁରୀ ଜିଲ୍ଲା ନିମାପଡା ଅଂଚଳର…

ପ୍ରଦୂଷଣ ବିଷ ବଳୟରେ କଳିଙ୍ଗନଗର । କଳକାରଖାନା ଧୂଆଁ ଓ ଧୂଳିରେ ଢାଙ୍କି ହୋଇଗଲାଣି ଶିଳ୍ପାଂଚଳର ଗଛପତ୍ର, ବାୟୁ ଓ ଜଳ…

କନକ ବ୍ୟୁରୋ : ପ୍ରଦୂଷଣ ବିଷ ବଳୟରେ କଳିଙ୍ଗନଗର । କଳକାରଖାନାର ଧୂଆଁ ଓ ଧୂଳିରେ ଢାଙ୍କି ହୋଇଯାଇଛି ଶିଳ୍ପାଞ୍ଚଳର ଗଛପତ୍ର । ବାୟୁ ଓ ଜଳ ପ୍ରଦୂଷଣ ଯୋଗୁଁ ଲୋକେ ଚର୍ମ ରୋଗରେ ପଡୁଥିବା ବେଳେ ଚିନ୍ତା ବଢିଯାଇଛି । ନିକଟରେ ଅନ୍ତର୍ଜାତୀୟ ସର୍ବେକ୍ଷଣ ସଂସ୍ଥା ଗ୍ରୀନପିସ୍ ପକ୍ଷରୁ ପ୍ରକାଶିତ…

ପାଞ୍ଚ ଟଙ୍କାରେ କିଲେ ପରିବା : ଗୁଜୁରାଟର ରାଜକୋଟରେ କମିଲା ପରିବା ଦାମ୍ , ୨ ଟଙ୍କାରେ ବିକ୍ରି ହେଲା ଫୁଲକୋବି ଏବଂ…

ସାରା ଦେଶରେ ଯେଉଁଠି ପନିପରିବାର ଦରଦାମ୍ ଆକାଶଛୁଆଁ ହୋଇଛି । ଗୁଜୁରାଟର ରାଜକୋଟରେ ପରିବାର ଦାମ୍ ଖୁବ୍ କମ୍ ଥିବା ଜାଣିବାକୁ ମିଳିଛି । ଏଠାରେ ବନ୍ଧାକୋବି କିଲୋ ୨ ଟଙ୍କା ଥିବା ବେଳେ ଫୁଲକୋବିର ଦାମ୍ ମଧ୍ୟ ୨ ଟଙ୍କା ରହିଛି । ଟମାଟର ଦାମ୍ ଜାଣିଲେ ତ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏଠାରେ…

ମାଲକାନଗିରି ମାଲ୍ୟବନ୍ତ ମଞ୍ଚରୁ ମାଓବାଦୀଙ୍କୁ ମନ୍ତ୍ରୀଙ୍କ ଆହ୍ୱାନ । କହିଲେ, ‘ଅସ୍ତ୍ର ଛାଡ଼, ସମାଜର ମୁଖ୍ୟସ୍ରୋତରେ…

କନକ ବ୍ୟୁରୋ : ମାଲ୍ୟବନ୍ତ ମଂଚରୁ ମାଓବାଦୀଙ୍କୁ ଆହ୍ୱାନ । ଅସ୍ତ୍ର ଶସ୍ତ୍ର ଛାଡି ସମାଜର ମୁଖ୍ୟସ୍ରୋତରେ ଯୋଗ ଦେବା ଲାଗି ଲାଲବାହିନୀଙ୍କୁ ଆହ୍ୱାନ ଦେଇଛନ୍ତି ଯୁବ ମନ୍ତ୍ରୀ । ଗତ କାଲି ମାଲକାନଗିରି ଜିଲ୍ଲାର ଗଣପର୍ବ ମାଲ୍ୟବନ୍ତ ମହୋତ୍ସବ ଉଦଘାଟିତ ହୋଇଥିବା ବେଳେ ମାଲ୍ୟବନ୍ତର ମୁକ୍ତାକାଶ…

ଗାଁ ମହିଳାଙ୍କ ଜଙ୍ଗଲ ଜମି ସୁରକ୍ଷା ଚିନ୍ତା ! ମାଫିଆଙ୍କୁ ସାବାଡ଼ କରିବାକୁ ହାତରେ ଠେଙ୍ଗା ଧରି ବାହାରିଲେ ମହିଳା

କନକ ବ୍ୟୁରୋ: ସବୁ ସରକାରୀ ସମ୍ପତି ଉପରେ ମାଫିଆ ମାନଙ୍କ ନଜର ପଡି ଆସିଛି । ସେ ଜଙ୍ଗଲ ଜମି ହେଉ କି ନଦୀ ବାଲି ପଠା ହେଉ ସବୁଠି ମାଫିଆ ମାନଙ୍କ ନଜର । ସବୁ ସରକାରୀ ସମ୍ପତିକୁ ସରକାର ସୁରକ୍ଷା ନଦେଇ ପ।ରିବାରୁ ଶେଷରେ ଗାଁ ଲୋକ ମାନେ ଏକାଠି ହୋଇ ସାମନାକୁ ଆସିଛନ୍ତି । ଏମିତି ଏକ ଘଟଣ।…