Daily Archives

February 8, 2020

୨୪ କ୍ୟାରେଟ ସୁନା ଟିଭି । ଏମିତି ରହିଛି ଫିଚର, କେବଳ ଧନୀ ଲୋକ ହିଁ କିଣିପାରିବେ ।

କନକ ବ୍ୟୁରୋ: ଆପଣ ସାଧାରଣତ ବିଭିନ୍ନ ପ୍ରକାର ଟିଭି ଦେଖିଥିବେ । ହେଲେ କେବେ ସୁନାରେ ପ୍ରସ୍ତୁତ ଟିଭି ଦେଖିଛନ୍ତି କି ? ନିକଟରେ ବ୍ରିଟେନର ଏକ କମ୍ପାନୀ ଏବେ ସୁନା ଟିଭିଟିଏ ବଜାରକୁ ଆଣିଛି ଯାହା ବିଷୟରେ ଜାଣିଲେ ହୁଏତ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ବ୍ରିଟେନର ଆକୁଆଭିଜନ ନାମକ କମ୍ପାନୀ ଏହି…

ପଞ୍ଜାବର ମୋହାଲିରେ ଭୁଷୁଡିଲା ୩ ମହଲା ବିଶିଷ୍ଟ କୋଠା : ମାଟି ତଳେ ଅନେକ ଫସିଥିବା ମିଳୁଛି ସୂଚନା , ୨ ଉଦ୍ଧାର ।

ପଞ୍ଜାବର ମୋହାଲି ଜିଲ୍ଲାରେ ଶନିବାର ଏକ ୩ ମହଲା ବିଶିଷ୍ଟ ଅଟ୍ଟାଳିକା ଭୁଷୁଡିବା କାରଣରୁ ଅନେକ ଲୋକ ମାଟି ତଳେ ଫସିଥିବା ଆଶଙ୍କା କରାଯାଉଛି । ତେବେ ଉଦ୍ଧାରକାରୀ ଦଳ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ପୋଲିସ୍ ର କହିବାନୁସାରେ , ଖରଡ଼- ଲାନ୍ଦରା ମାର୍ଗର ଏହି ବିଲଡିଙ୍ଗ୍ ରେ ଜେସିବି…

ସ୍ୱର୍ଣ୍ଣମନ୍ଦିରରେ ଟିକଟକ୍ ବ୍ୟାନ୍ : ମନ୍ଦିର ପରିସରରେ ଟିକଟକ୍ ଭିଡିଓକୁ ନେଇ ଦେଖାଗଲା ଅସନ୍ତୋଷ , ନୋଟିସ୍ ଲଗାଇଲେ…

ପଞ୍ଜାବର ଅମୃତସର ସ୍ଥିତ ସ୍ୱର୍ଣ୍ଣ ମନ୍ଦିରରେ ବ୍ୟାନ୍ ହୋଇଛି ଟିକଟକ୍ । ଏହି ପପୁଲାର୍ ଆପ୍ କୁ ମନ୍ଦିର ଭିତରେ ବ୍ୟବହାର ନ କରିବା ପାଇଁ ନୋଟିସ୍ ଜାରି କରାଯାଇଛି । ଶିରୋମଣି ଗୁରୁଦ୍ୱାର ପ୍ରବନ୍ଧକ କମିଟି (ଏସଜିପିସି) ପକ୍ଷରୁ ଶ୍ରୀହରମନ୍ଦିର ସାହିବ୍ (ସ୍ୱର୍ଣ୍ଣ ମନ୍ଦିର) ପରିସର ଭିତରେ…

ଦିଲ୍ଲୀ ବିଧାନସଭା ନିର୍ବାଚନ : ମତଦାନ କଲେ ବୟସ୍କା ଭୋଟର। ହ୍ୱିଲଚେୟାରରେ ଆସି ମତଦାନ ଦେଲେ ୧୧୦ ବର୍ଷର କଲିତାରା…

ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଚାଲିଛି ମତଦାନ । ସକାଳ ୮ ଟାରୁ ଆରମ୍ଭ ହୋଇଥିବା ଭୋଟଗ୍ରହଣ ସଂଧ୍ୟା ୬ଟା ଯାଏଁ ଚାଲିବ । ଦିନ ୨ ଟା ସୁଦ୍ଧା ୨୮.୧୪ % ପ୍ରତିଶତ ମତଦାନ ହୋଇଛି । ମତଦାନ କେନ୍ଦ୍ର ଲୋକେ ଧାଡିରେ ଆସି ଭୋଟ ଦେଉଥିବା ଦେଖିବାକୁ ମିଳିଛି । ମତଦାନ ଚାଲିଥିବାବେଳେ ଦିଲ୍ଲୀର…

ଓଡିଶାରେ ମାତିଛନ୍ତି ଛତିଶଗଡର ନକଲି ଡାକ୍ତର: ଚିକିତ୍ସା ନାଁରେ ଆଦିବାସୀଙ୍କ ଜୀବନ ସହ ଖେଳ; ନା ଅଛି କୌଣସି…

କନକ ବ୍ୟୁରୋ: ଓଡିଶାରେ ମାତିଛନ୍ତି ଛତିଶଗଡର ନକଲି ଡାକ୍ତର । ଚିକିତ୍ସା ନାମରେ ଆଦିବାସୀଙ୍କ ଜୀବନ ସହ ଖେଳ ଖେଳୁଛନ୍ତି । ଡାକ୍ତରୀ ପାଠ ପଢିଥିବାର କୌଣସି ପ୍ରମାଣପତ୍ର ନାହିଁ, ଅଥଚ ନିଜକୁ ଡାକ୍ତରର ପରିଚୟ ଦେଇ ନୀରିହ ଆଦିବାସୀଙ୍କୁ ଠକି ଚାଲିଛନ୍ତି । ସୁନ୍ଦରଗଡର ଆଦିବାସୀ ବହୁଳ ଅଂଚଳର…

ବର୍ଷିବ ପରେ ଥରାଇବ : ଆସନ୍ତା ୨୪ଘଣ୍ଟା ଯାଏଁ ରାଜ୍ୟରେ ବର୍ଷା ସମ୍ଭାବନା, ୭ଜିଲ୍ଲାରେ ବର୍ଷା ସହ ୩୦ରୁ ୪୦ କିମି ବେଗରେ…

କନକ ବ୍ୟୁରୋ : ଆସନ୍ତା ୨୪ ଘଣ୍ଟା ଯାଏଁ ରାଜ୍ୟରେ ବର୍ଷା ସମ୍ଭାବନା । ୭ଟି ଜିଲ୍ଲାରେ ୩୦ରୁ ୪୦ କିମି ବେଗରେ ବହିବ ପବନ । ପୁରୀ, ଢ଼େଙ୍କାନା. ଖୋର୍ଦ୍ଧା, ନୟାଗଡ଼, ଭଦ୍ରକ , କେନ୍ଦୁଝର, ମୟୁରଭଞ୍ଜ ଜିଲ୍ଲାରେ ପ୍ରବଳ ବେଗରେ ପବନ ବହିବ ବୋଲି ଆଞ୍ଚଳିକ ପାଣିବାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ…