Daily Archives

February 6, 2020

କଲବଲ କରୁଛି କର୍କଟ : ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ, ସରକାରୀ ସହାୟତା ଅପେକ୍ଷାରେ ବିଷ୍ଣୁ

କନକ ବ୍ୟୁରୋ : ଅସହ୍ୟ ଯନ୍ତ୍ରଣାରେ ଜର୍ଜରିତ ଜୀବନ । କକର୍ଟ ରୋଗ ପରିବାରର ହସ ଛଡ଼ାଇ ନେଇଛି । କ୍ୟାନସର ରୋଗରେ ଝଟପଟ ହେଉଛନ୍ତି ମାଲକାନଗିରି କାଲିମେଳା ବ୍ଲକ୍ ଅନ୍ତର୍ଗତ ଏମଭି-୭୯ ଗ୍ରାମର ବିଷ୍ଣୁ ସରକାର । ଦୀର୍ଘ ଦିନ ହେବ ମାରାତ୍ମକ କର୍କଟ ରୋଗରେ ଘାଣ୍ଟି ହେଉଛନ୍ତି ।  ଯେଉଁ ବୟସରେ…

ଢ଼େଙ୍କାନାଳରେ ଅଘଟଣ: କୁନି ହାତୀ ଛୁଆ ଉପରେ ଚଢ଼ିଗଲା ଲୌହଦାନବ, ଘଟଣାସ୍ଥଳରେ ହାତୀ ଛୁଆର ମୃତ୍ୟୁ ।

କନକ ବ୍ୟୁରୋ: ପୁଣି ଟ୍ରେନ ଧକ୍କାରେ ହାତୀ ଛୁଆର ମୃତ୍ୟୁ  । ଢ଼େଙ୍କାନାଳ ପୋଡ଼ାପଡ଼ା ଠାରେ ଟ୍ରେନ ଧକ୍କାରେ ଗୋଟିଏ ହାତୀ ଛୁଆର ମୃତ୍ୟୁ ହୋଇଛି । ରାସ୍ତାପାରି ହେଲାବେଳେ ଛୁଆ ହାତୀ ଉପରେ ମାଡ଼ିଗଲା ଲୌହ ଦାନବ । ତେବେ ଦୁର୍ଘଟଣାରେ ହାତୀ ଛୁଆର ଶରୀର ଦୁଇଖଣ୍ଡ ହୋଇଯାଇଛି । ସେପଟେ ଘଟଣା ସ୍ଥଳରେ…

ରେଳ ବଜେଟ ନେଇ ବୟାନବାଜି । ପରିବହନ ମନ୍ତ୍ରୀ କହିଲେ, ରେଳ ବଜେଟ ନୈରାଶ୍ୟଜନକ, ଓଡ଼ିଶାକୁ କମିଛି ଅନୁଦାନ । ବିଜେପି…

କନକ ବ୍ୟୁରୋ : ରେଳ ବଜେଟକୁ ନେଇ ଆରମ୍ଭ ହୋଇଛି ରାଜନୈତିକ ବୟାନବାଜି । ବଜେଟକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ସେ କହିଛନ୍ତି, ରେଳ ବଜେଟ ନୈରାଶ୍ୟଜନକ । ରେଳ ବଜେଟରେ ଅନୁଦାନ କମିଛି । ଯେତିକି ମିଳିବା କଥା ସେତିକି ମିଳିନି ବୋଲି ମନ୍ତ୍ରୀ କହିଛନ୍ତି ।…

ଧୋନୀଙ୍କ ନିଆରା ଅନ୍ଦାଜ । ଗୁପଚୁପ୍ ତିଆରି କରି ସାଥୀ ଖେଳାଳୀଙ୍କୁ ଖୁଆଇଲେ, ସମୁଦ୍ର କୂଳରେ ଭଲିବଲ୍ ଖେଳିଲେ ।

କନକ ବ୍ୟୁରୋ : ଧୋନୀ ବନିଲେ ଗୁପଚୁପ୍ ବିକାଳୀ ? ନିଜର ନିଆରା ଅନ୍ଦାଜକୁ ନେଇ ସବୁବେଳେ ଚର୍ଚ୍ଚାରେ ରହୁଥିବା ମାହିଙ୍କ ଏକ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ ହେଉଛି । ଯେଉଁଥିରେ ଏକ ନୂଆ ଷ୍ଟାଇଲରେ ନଜର ଆସିଛନ୍ତି ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ । ଏହି ଭିଡିଓରେ…

ଡିଜିପିଙ୍କ ଦିନିକିଆ ସମ୍ବଲପୁର ଗସ୍ତ : ମାଓ ମୁକାବିଲା, ସାଇବର କ୍ରାଇମ ଓ ନିଶା କାରବାର ରୋକିବା ଦିଗରେ ହେଉଛି…

କନକ ବ୍ୟୁରୋ : ଦିନିକିଆ ସମ୍ବଲପୁର ଗସ୍ତ କରିଛନ୍ତି ପୁଲିସ ଡିଜି ଅଭୟ । ବସନ୍ତପୁର ସ୍ଥିତ ପୁଲିସ ତାଲିମ କେନ୍ଦ୍ର ଅନୁଧ୍ୟାନ କରିବା ପରେ ଡିଆଇଜି କାର୍ଯ୍ୟାଳୟରେ ପହଞ୍ଚି ଉତରାଞ୍ଚଳ ଅଧିନ ୫ଟି ଏସପିଙ୍କ ସହ ଆଲୋଚନା କରୁଛନ୍ତି । ୬ଟା ପର୍ଯ୍ୟନ୍ତ ଏହି ବୈଠକ ଚାଲିବ । ମାଓବାଦୀ, ନୂତନ…

ଆସନ୍ତାକାଲି ସୁପ୍ରିମକୋର୍ଟରେ ନିର୍ଭୟା ଶୁଣାଣି : ଦୋଷୀଙ୍କୁ ଏକାଠି ଫାଶୀ ଦେବା ନେଇ ହାଇକୋର୍ଟଙ୍କ ରାୟକୁ ସର୍ବୋଚ୍ଚ…

କନକ ବ୍ୟୁରୋ : ନିର୍ଭୟା ଦୋଷୀଙ୍କୁ ଫାଶୀ ଦେବା ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ଆବେଦନ ଉପରେ ସୁପ୍ରିମକୋର୍ଟରେ ଆସନ୍ତାକାଲି ଶୁଣାଣି ହେବ । ଦିଲ୍ଲୀ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଆବେଦନ କରିଥିଲେ କେନ୍ଦ୍ର ସରକାର । ଏହି ଆବେଦନକୁ ଗ୍ରହଣ କରିବା ସହ ଆସନ୍ତାକାଲି…