Daily Archives

February 6, 2020

ରେଳ ବଜେଟକୁ ନେଇ ପରିବହନ ମନ୍ତ୍ରୀଙ୍କ ପ୍ରତିକ୍ରିୟା : ଓଡିଶାକୁ ଅନୁଦାନ କମିଛି, ନୈରାଶ୍ୟଜନକ ରହିଛି ବଜେଟ୍  

କନକ ବ୍ୟୁରୋ : ରେଳ ବଜେଟକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ରେଳ ବଜେଟ ନୈରାଶ୍ୟଜନକ । ରେଳ ବଜେଟରେ ଅନୁଦାନ କମିଛି । ଯେତିକି ମିଳିବା କଥା ସେତିକି ମିଳିନି ବୋଲି ମନ୍ତ୍ରୀ କହିଛନ୍ତି । ପୂର୍ବ ବର୍ଷ ଠାରୁ ଚଳିତ ବର୍ଷର ବଜେଟ କମିଛି । ଆଗାମୀ ଦିନରେ…

ନୟାଗଡ଼ ଜିଲ୍ଲାରେ ଶିଶୁମୃତ୍ୟୁ ହାର ଉଦ୍‌ବେଗଜନକ : ୫ ବର୍ଷରେ ୧୨ ଶହରୁ ଅଧିକ ମୃତ

କନକ ବ୍ୟୁରୋ : ନୟାଗଡ଼ ଜିଲ୍ଲାରେ ଏବେବି ଶିଶୁ ମୃତ୍ୟୁରେ ରୋକ୍‌ ଲାଗିପାରିନି । ସରକାରଙ୍କ ବ୍ୟାପକ ଯୋଜନା ଶିଶୁ ମୃତ୍ୟୁକୁ ରୋକିବା ଦିଗରେ ବିଶେଷ ଫଳପ୍ରଦ ହୋଇପାରିନି । ବିଗତ ପାଞ୍ଚବର୍ଷ ତଳେ ଘଟୁଥିବା ନବଜାତକ ଶିଶୁ ମୃତ୍ୟୁଠାରୁ ଆରମ୍ଭ କରି ଜନ୍ମରୁ ପାଞ୍ଚ ବର୍ଷ ବୟସ ମଧ୍ୟରେ ଶିଶୁ…

ଝିଅ ବିବାହ ପାଇଁ ବନ୍ଧା ହୋଇଥିଲା ଟେଣ୍ଟ୍ : ସିଏଏ ବିକ୍ଷୋଭକାରୀଙ୍କ ଧାରଣାସ୍ଥଳ ଭାବି ଟେଣ୍ଟ ଭାଙ୍ଗିଦେଲା ପୁଲିସ୍,…

କନକ ବ୍ୟୁରୋ : ଦିଲ୍ଲୀର ଶାହିନବାଗରେ ଦୀର୍ଘ ଅଢ଼େଇ ମାସ ହେଲାଣି ଲୋକେ ସିଏଏ ଓ ଏନଆରସିକୁ ବିରୋଧ କରି ଧାରଣାରେ ବସି ରହିଛନ୍ତି । ଯେପରି କୌଣସି ଅଘଟଣ ନଘଟେ ତାକୁ ଆଖି ଆଗରେ ରଖି ସ୍ଥାନୀୟ ପୁଲିସକୁ ସେଠାରେ ଜଗି ରହିବାକୁ ପଡ଼ୁଛି । ଶାହିନ ବାଗ୍ ଭଳି ପରିସ୍ଥିତି ଉତ୍ତରପ୍ରଦେଶର ସୃଷ୍ଟି…

ଛତିଶଗଡ-ଓଡିଶା ଉପରେ ଘୂର୍ଣ୍ଣିବଳୟ ପ୍ରଭାବ : ୯ ତାରିଖ ଯାଏଁ ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡିଶାରେ ବର୍ଷା…

କନକ ବ୍ୟୁରୋ : ଛତିଶଗଡ-ଓଡିଶା ଉପରେ ଘୂର୍ଣ୍ଣିବଳୟର ପ୍ରଭାବ । ରାଜ୍ୟର ଅନେକ ସ୍ଥାନରେ ପ୍ରବଳ ବର୍ଷା । ୯ ତାରିଖ ଯାଏଁ ଲାଗି ରହିବ ବର୍ଷା । ଏନେଇ ପୂର୍ବାନୁମାନ କରିଛି ଭୁବନେଶ୍ୱର ଆଂଚଳିକ ପାଣିପାଗ କେନ୍ଦ୍ର । ଘୂର୍ଣ୍ଣିବଳୟର ପ୍ରଭାବରେ ଉତ୍ତର ଆଭ୍ୟନ୍ତରୀଣ ଓଡିଶା ଓ ଦକ୍ଷିଣ ଓଡିଶାର…

ଥାନାବାବୁଙ୍କୁ ମହଙ୍ଗା ପଡିଲା ମଦ । ବେତନଟୀ ଥାନାର କାର୍ଯ୍ୟରତ ସବଇନସ୍ପେକ୍ଟରଙ୍କ ବେହୋସ ଭିଡିଓ ସୋସିଆଲ ମିଡିଆରେ…

କନକ ବ୍ୟୁରୋ : ନିଲମ୍ବିତ ହେଲେ ମାତାଲ ପୁଲିସ ବାବୁ । ମୟୁରଭଂଜ ବେତନଟୀ ଥାନାରେ ସବ୍ ଇନ୍ସପେକ୍ଟର ଭାବେ କାର୍ଯ୍ୟ କରୁଥିବା ସଚିଦାନନ୍ଦ କିଷାନ ଗତକାଲି ସଂଧ୍ୟାରେ ମଦ୍ୟପାନ କରି ବେତନଟୀ ଥାନା ଛକ ନିକଟ ଏକ ଦୋକାନରେ ଅଚେତ ଅବସ୍ଥାରେ ପଡିରହିଥିଲେ  । ତେବେ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର…

କରୋନା କବଳରେ କୁନି ଶିଶୁ । ନବଜାତ ଶିଶୁଠାରେ ଠାବ ହେଲା ଭୟଙ୍କର ଭୂତାଣୁ, ଆଶ୍ଚର୍ଯ୍ୟ ହୋଇଗଲେ ଡାକ୍ତରୀ ଟିମ୍ ।

କନକ ବ୍ୟୁରୋ : ଚୀନରେ ମହାମାରୀର ରୂପ ନେଇ ସାରିଥିବା କରୋନା ଭୂତାଣୁର ଅତି କରୁଣ ଚିତ୍ର ସାମ୍ନାକୁ ଆସିଛି । ଏହି ଖବର ଆପଣଙ୍କୁ ବି ବିଚଳିତ କରିଦେବ । ନବଜାତ ଶିଶୁ ଠାରେ ବି ମିଳିଲା କରୋନା ଭୂତାଣୁ । ଗୋଟିଏ ଦିନର ଶିଶୁ ଠାରେ ମିଳିଲା ସଂକ୍ରମଣର ଲକ୍ଷଣ । କରୋନା ଭୂତାଣୁ ସାରା ବିଶ୍ୱରେ ୨୮…