Daily Archives

February 2, 2020

ବିପ୍ଲବୀ କବିଙ୍କ ବିୟୋଗରେ ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ : ରାଷ୍ଟ୍ରୀୟ ମର୍ଯ୍ୟାଦା ସହ କରାଯିବ ରବି ସିଂଙ୍କ…

କନକ ବ୍ୟୁରୋ : ବିପ୍ଲବୀ କବି ରବି ସିଂଙ୍କ ଦେହାନ୍ତକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦିବଂଗତ ରବି ସିଂଙ୍କୁ ଅତ୍ୟନ୍ତ ପ୍ରତିଭାବାନ କବି, ଅନେକ ସାହିତ୍ୟ କୃତୀର ସ୍ରଷ୍ଟା ଏବଂ ବାସ୍ତବ ଦେଶପ୍ରେମୀ ବୋଲି ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ ତାଙ୍କ ପ୍ରତି…

ବିଶ୍ୱ ହିନ୍ଦୁ ମହାସଭା ଅଧ୍ୟକ୍ଷଙ୍କୁ ଗୁଳି ମାରି ହତ୍ୟା : ପ୍ରାତଃଭ୍ରମଣ ସମୟରେ ବାଇକରେ ଆସି ଗୁଳିମାଡ କରି ଦୁର୍ବୃତ୍ତ…

କନକ ବ୍ୟୁରୋ : ଉତ୍ତର ପ୍ରଦେଶରେ ବିଶ୍ୱ ହିନ୍ଦୁ ମହାସଭା ଅଧ୍ୟକ୍ଷଙ୍କୁ ଗୁଳି ମାରି ହତ୍ୟା । ମର୍ଣ୍ଣିଂୱାକ୍ କରୁଥିବା ସମୟରେ ବାଇକରେ ଆସି ଦୁର୍ବୃତ୍ତ ତାଙ୍କ ଉପରେ ଗୁଳିମାଡ କରି ଫେରାର ହୋଇଯାଇଥିଲେ । ବିଶ୍ୱ ହିନ୍ଦୁ ମହାସଭା ଅଧ୍ୟକ୍ଷ ରଣଜୀତ ବଚ୍ଚନଙ୍କ ମୁଣ୍ଡକୁ ଟାର୍ଗେଟ କରି ଦୁର୍ବୃତ୍ତ…

ଦୁଇ ଟ୍ରକ୍ ମୁହାଁମୁହିଁ ଧକ୍କା : ଘଟଣାସ୍ଥଳରେ ପ୍ରାଣ ହରାଇଲେ ୨ ଡ୍ରାଇଭର୍

କନକ ବ୍ୟୁରୋ : ଦୁଇ ଟ୍ରକ୍ ମୁହାଁମୁହିଁ ଧକ୍କା । ଘଟଣାସ୍ଥଳରେ ୨ ଡ୍ରାଇଭରଙ୍କର ମୃତ୍ୟୁ । ହୋଇଥିବା ଘଟଣା ସେହି ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି । କେନ୍ଦୁଝର ସଦର ଥାନା ଅନ୍ତର୍ଗତ ଚାନ୍ଦପଣି ନିକଟରେ ଘଟିଛି ଦୁର୍ଘଟଣା । ଏକ ଲୁହା ବୋଝେଇ ଟ୍ରକ ଓ କୋଇଲା ବୋଝେଇ ଟ୍ରକ ମୁହଁ।ମୁହିଁ ଧକ୍କା…

ଏବେ କରନି ବିବାହ : କୋକୁଆ ଭୟ ଖେଳାଇଥିବା କରୋନା ପାଇଁ ଚୀନର ଅନେକ ସହରରେ ବିବାହ ଆଦି ଶୁଭକାର୍ଯ୍ୟ ବନ୍ଦ, ଗୋଟିଏ…

କନକ ବ୍ୟୁରୋ : ଚୀନରେ କରୋନା ପାଇଁ କୋକୁଆ ଭୟ । ଦିନକୁ ଦିନ ବଢ଼ୁଛନ୍ତି ମୃତକଙ୍କ ସଂଖ୍ୟା । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହି ସଂକ୍ରମଣକୁ ବିଶ୍ୱ ଜନସ୍ୱାସ୍ଥ୍ୟ ସଙ୍କଟ ଘୋଷଣା କରିସାରିଛି । କରୋନା ଭାଇରସ୍ ଏବେ ଚୀନ୍ ସମେତ ଅନ୍ୟ ଦେଶକୁ ମଧ୍ୟ ବ୍ୟାପିବାରେ ଲାଗିଛି । ତେବେ କରୋନା ପାଇଁ ଚୀନରେ…

କେରଳରେ ଦ୍ୱିତୀୟ କରୋନା ଭୂତାଣୁ ଆକ୍ରାନ୍ତ ଚିହ୍ନଟ : କିଛି ଦିନ ପୂର୍ବରୁ ଚୀନରୁ ଫେରିଥିଲେ ରୋଗୀ

କନକ ବ୍ୟୁରୋ : କେରଳରେ ଦ୍ୱିତୀୟ କରୋନା ଭୂତାଣୁ ଆକ୍ରାନ୍ତ ଚିହ୍ନଟ । ୩ ଦିନ ପୂର୍ବରୁ ଜଣେ କରୋନା ଭୂତାଣୁ ସଂକ୍ରମିତ ମିଳିଥିବା ବେଳେ ଏବେ ଆଉ ଜଣେ ବ୍ୟକ୍ତି ଏଥିରେ ସଂକ୍ରମିତ ହୋଇଥିବା ଜଣାପଡିଛି । କରୋନା ସଂକ୍ରମିତ ଦ୍ୱିତୀୟ ବ୍ୟକ୍ତି ଜଣଙ୍କ ଚାଇନାରୁ ଫେରିଥିବା କୁହାଯାଉଛି । ତାଙ୍କୁ…

ପରପାରିରେ ବିପ୍ଲବୀ କବି ରବି ସିଂ । କଟକ ବଡ ମେଡିକାଲରେ ଚିକିତ୍ସାଧିନ ଅବସ୍ଥାରେ ଦେହାନ୍ତ

କନକ ବ୍ୟୁରୋ: ପରଲୋକରେ ବିପ୍ଳବୀ କବି ରବି ସିଂ । ଚିକିତ୍ସାଧୀନ ଅବସ୍ଥାରେ କଟକ ବାସଭବନରେ ସେ ଆଖି ବୁଜିଛନ୍ତି । ବାର୍ଧକ୍ୟଜନିତ ରୋଗରେ ପୀଡିତ ହୋଇ ଦୀର୍ଘ ଦିନ ଧରି ସେ ଚିକିତ୍ସିତ ଥିଲେ । ରବି ସିଂଙ୍କ ପରଲୋକ ଓଡିଆ ସାହିତ୍ୟ ଜଗତରେ ସୃଷ୍ଟି କରିଛି ଶୋକର ପରିବେଶ । ୧୯୬୧ ରେ ସାହିତ୍ୟ…