Daily Archives

February 2, 2020

ପ୍ରେମ ବାଟରେ କଣ୍ଟା ସାଜିପାରିଲାନି କରୋନା: ପ୍ରେମିକକୁ ପାଇବା ଲାଗି ଚୀନରୁ ଭାରତକୁ ଧାଇଁ ଆସିଲେ ପ୍ରେମିକା, ବୈଦିକ…

କଥାରେ ଆଛି, ଭଲ ପାଇବା ଆଗରେ ସବୁକିଛି ହାର ମାନିଥାଏ । ଆଉ ଏହାର ଏକ ଉଦାହରଣ ଚୀନର ଯୁବତୀ ଜି ହାୟୋ ଓ୍ଵାଙ୍ଗଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଛି। ଗତ ଶୁକ୍ରବାର ସେ ନିଜର ପିତା ଶିବୋ ଓ୍ଵାଙ୍ଗ, ମା’ ଜିନ୍‌ ଗୁଆନ୍‌, ମାଉସୀ ଓ ତାଙ୍କ ଝିଅଙ୍କ ସହିତ ମଧ୍ୟପ୍ରଦେଶର ମନ୍ଦସୌରରେ ଆସି…

ଚୀନରେ କରୋନା ଆତଙ୍କ ଭିତରେ ଭାରତୀୟଙ୍କୁ ସ୍ୱଦେଶ ଆଣିବା ପ୍ରକ୍ରିୟା ଜାରି : ଦ୍ୱିତୀୟ ଉଡାଣରେ ବୁହାନ ସହରରୁ ଭାରତ…

କନକ ବ୍ୟୁରୋ : ଚୀନରେ ମହାମାରୀର ରୂପ ନେଇଛି କରୋନା ଭୂତାଣୁ  । ଏଥି ମଧ୍ୟରେ ସରକାର ଫସିଥିବା ଭାରତୀୟ ନାଗରିକଙ୍କୁ ଫେରାଇ ଆଣିବା କାମ ଜାରି ରଖିଛନ୍ତି । ଶନିବାର ପ୍ରଥମ ଥର ଏୟାରଲିଫ୍ଟରେ ୩୨୪ ଭାରତୀୟ ବୁହାନରୁ ଭାରତ ଫେରିଥିଲେ । ଆଜି ଚୀନର ବୁହାନ ସହରରରୁ ଫେରିଛନ୍ତି ୩୨୩ ଜଣ ଭାରତୀୟ ।…

କମାରଶାଳରୁ କମର କସିିଲେ ଲଢୁଆ ଝିଅ, ମୁଣ୍ଡାଇଲେ ପରିବାରର ବୋଝ…କୌଳିକ ବୃତ୍ତି ଆପଣାଇ ସମାଜ ପାଇଁ ଉଦାହରଣ…

କନକ ବ୍ୟୁରୋ: କଥାରେ ଅଛି ପରିସ୍ଥିତି ଏବଂ ନିଜ ଇଚ୍ଛାଶକ୍ତି ଆଗରେ କୌଣସି ବି କାମ ଅସମ୍ଭବ ନୁହେଁ । କଷ୍ଟରୁ କଷ୍ଟସାଧ୍ୟ କାମ ବି କରିପାରିବ ମଣିଷ । ବୁଢା ବାପା, ମାଆଙ୍କ ଭରଣ ପୋଷଣ ପାଇଁ କମାରଶାଳ କୌଳିକ ବୃତିକୁ ଆପଣାଇଲେ ଘରର ଝିଅ । ଖାଲି କମାରଶାଳ ନୁହେଁ ସମୟ ପାଇଲେ ସିଲେଇ କରିବା ଏବଂ…

ପଙ୍ଗପାଳ ଆକ୍ରମଣ ‌ଯୋଗୁଁ ପାକିସ୍ତାନରେ ବ୍ୟାପକ ଫସଲହାନୀ : ଜରୁରୀକାଳୀନ ପରିସ୍ଥିତି ଘୋଷଣା କଲେ ଇମ୍ରାନ୍ ସରକାର

କନକ ବ୍ୟୁରୋ : ପାକିସ୍ତାନରେ ପଙ୍ଗପାଳ ଆକ୍ରମଣ ‌ଯୋଗୁଁ ବ୍ୟାପକ ଫସଲହାନୀ ଘଟିଛି । ଏହି ସମସ୍ୟା ଏବେ ଅତି ଜଟିଳ ରୂପ ଧାରଣ କରିଛି ଏବଂ ପାକିସ୍ତାନ ସରକାର ଏହାକୁ ଜାତୀୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିବାକୁ ବାଧ୍ୟ ହୋଇଛନ୍ତି । ପଙ୍ଗପାଳ ଆକ୍ରମଣରେ ପାକିସ୍ତାନର ସିନ୍ଧୁ ପ୍ରଦେଶ…

ଭଜନ ସମାରୋହରେ ଟଙ୍କା ବର୍ଷା । ଗୀତରେ ମୁଗ୍ଧ ହୋଇ ଗାୟିକାଙ୍କ ଉପରେ ଟଙ୍କା, ଡଲାର ବର୍ଷା କଲେ ଦର୍ଶକ

କନକ ବ୍ୟୁରୋ: ଚାଲିଛି ଭଜନ ସମାରୋହ । ଏହି ଅବସରରେ ଗାୟିକାଙ୍କ ଉପରେ ଚାଲିଛି ଟଂକା ବର୍ଷା । କେବଳ ଟଂକା ନୁହଁ ଆମେରିକୀୟ ଡଲାର ବି ବର୍ଷା ହେଉଛି ତାଙ୍କ ଉପରେ । ଆପଣଙ୍କୁ ଆମେ ଦେଖାଉଛୁ ଗୁଜରାଟ ନବସାରୀର ଏକ ଭଜନ କାର୍ଯ୍ୟକ୍ରମର ଦୃଶ୍ୟ । ଗୁଜରାଟର ଲୋକପ୍ରିୟ ଗାୟିକା ଗୀତା ରବାରୀ ମଂଚରେ…

ସେସୁ, ସାଉଥକୋ ପରେ ଏବେ ବିଜୁଳି ଗ୍ରାହକଙ୍କୁ ୱେସ୍କୋର ଚରମବାଣୀ । ଆସନ୍ତା ୧୮ ତାରିଖ ସୁଦ୍ଧା ବକେୟା ବିଲ୍ ନଦେଲେ…

କନକ ବ୍ୟୁରୋ: ସେସୁ, ସାଉଥକୋ ପରେ ଏବେ ବିଜୁଳି ଗ୍ରାହକଙ୍କୁ ୱେସ୍କୋର ଚରମବାଣୀ । ଆସନ୍ତା ୧୮ ତାରିଖ ସୁଦ୍ଧା ବକେୟା ବିଜୁଳି ବିଲ୍ ପଇଠ ନକଲେ କାଟି ଦିଆଯିବ ବିଜୁଳି ସଂଯୋଗ । ଏପରି ନିଷ୍ପତି ନେଇ ୱେସ୍କୋ । ଏନେଇ ୱେସ୍କୋ ଅଧିକାରୀ ସାଂବାଦିକ ସମ୍ମିଳନୀ କରି ଜଣାଇ ଦିଆଯାଇଛି । ସୂଚନା…