Daily Archives

December 23, 2019

ସରକାରୀ ଚାକିରିଆଙ୍କ ପାଇଁ ନବୀନଙ୍କ ବଡ ଘୋଷଣା । ଜାନୁଆରୀ ୧ ସୁଦ୍ଧା ଯୋଗ୍ୟ ବାବୁଙ୍କୁ ମିଳିବ ପଦୋନ୍ନତି, ବିଳମ୍ବ…

କନକ ବ୍ୟୁରୋ : ସରକାରୀ ଚାକିରିଆଙ୍କ ପାଇଁ ଖୁସି ଖବର । ଜାନୁଆରୀ ୧ରୁ ସରକାରୀ କର୍ମଚାରୀଙ୍କୁ ପଦୋନ୍ନତି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପଦୋନ୍ନତି ପାଇବାକୁ ଯୋଗ୍ୟ ସରକାରୀ ବାବୁଙ୍କୁ ଜାନୁଆରୀ ୧ ସୁଦ୍ଧା ପଦୋନ୍ନତି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ନବୀନ ।…

ନାଗରିକତା ଆଇନକୁ ନେଇ ଓଡିଶାରେ ପ୍ରତିବାଦ । କଂଗ୍ରେସ ସହ ସ୍ୱର ମିଳାଇଲେ ବାମପନ୍ଥୀ ଓ ଛାତ୍ର ସଙ୍ଗଠନ, ସର୍ମଥନରେ…

କନକ ବ୍ୟୁରୋ : ଓଡିଶାରେ ତେଜୁଛି ନାଗରିକତା ସଂଶୋଧନ ଆଇନକୁ ନେଇ ପ୍ରତିବାଦ । ଏବେ ସହର ପରେ ବିଭିନ୍ନ ଗାଁ ଗଣ୍ଡାରେ ଦେଖିବାକୁ ମିଳିଛି ପ୍ରତିବାଦ । ଆଜି ଭୁବନେଶ୍ୱରରେ ଛାତ୍ର କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିବାବେଳେ ଯାଜପୁରରେ ଦେଖିବାକୁ ମିଳିଛି ପ୍ରତିବାଦ । ଅନ୍ୟପଟେ…

ନାଗରିକତା ସଂଶୋଧନ ଆଇନକୁ ନେଇ କଂଗ୍ରେସର ପ୍ରତିବାଦ । ରାଜଘାଟରେ ସୋନିଆ, ପ୍ରିୟଙ୍କା, ରାହୁଲ ଗାନ୍ଧୀ ଓ ମନମୋହନ ସିଂ,…

କନକ ବ୍ୟୁରୋ : ନାଗରିକତା ସଂଶୋଧନ ଆଇନକୁ ନେଇ ତେଜିଛି ରାଜନୀତି । ପ୍ରତିବାଦରେ କଂଗ୍ରେସ ରାଜଘାଟରେ ସତ୍ୟାଗ୍ରହ କରିଥିବାବେଳେ ବିଜେପି ପଶ୍ଚିମବଙ୍ଗରେ କରିଛି ସମର୍ଥନ ରାଲି । କେନ୍ଦ୍ର ସରକାର ବିରୋଧରେ ବର୍ଷିଛନ୍ତି ସୋନିଆଙ୍କ ସମେତ କଂଗ୍ରେସର ବରିଷ୍ଠ ନେତା । ଅନ୍ୟପଟେ କୋଲକାତାରେ ସମର୍ଥନ…

ମୁଁ ଆପଣଙ୍କ ପାଖରେ କୃତଜ୍ଞ… ଜନାଦେଶ ପାଇଁ ଝାଡଖଣ୍ଡ ଜନତାଙ୍କୁ ହୃଦୟରୁ ଧନ୍ୟବାଦ ଦେଲେ ହେମନ୍ତ ସୋରେନ ।…

କନକ ବ୍ୟୁରୋ: ଝାଡଖଣ୍ଡରେ ଧନୁତୀର ମାଡରେ ଝଡି ପଡିଲା ପଦ୍ମ ପାଖୁଡା । ମୋଟ ୮୧ ଆସନରୁ ସରକାରରେ ଥିବା ବିଜେପି ବିପର୍ଯ୍ୟୟର ସାମ୍ନା କରିଥିବା ବେଳେ ଗଣତି ଆରମ୍ଭରୁ ଆଗକୁ ଆଗକୁ ମାଡି ମାଡି ଚାଲିଥିଲା ମହାମେଣ୍ଟ । ଜେଏମଏମ, କଂଗ୍ରେସ ଓ ଆରଜେଡି ମେଣ୍ଟ ଝାଡଖଣ୍ଡରେ ଝାଡୁ ବୁଲାଇ ପଦ୍ମକୁ ସଫା…

ଶ୍ରୀଲଙ୍କା-ଅଷ୍ଟ୍ରେଲିଆ ବିପକ୍ଷ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା । ଟି-୨୦ ସିରିଜ ପାଇଁ ରୋହିତଙ୍କୁ ଦିଅଗଲା ବିଶ୍ରାମ,…

ୱେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ସିରିଜରେ ବାଜି ମାରିବା ପରେ ଆଗାମୀ ଶ୍ରୀଲଙ୍କା ଓ ଅଷ୍ଟ୍ରେଲିଆ ବିପକ୍ଷ ସିରିଜ୍ ପାଇଁ ଘୋଷଣା ହୋଇଛି ଭାରତୀୟ ଦଳ । ମୁଖ୍ୟ ଚୟନକର୍ତ୍ତା ଏମକେ ପ୍ରସାଦଙ୍କ ନେତୃତ୍ୱାଧୀନ ଚୟନ କମିଟି ଆଗାମୀ ୨ଟି ସିରିଜ ପାଇଁ ଟିମ୍ ଘୋଷଣା କରିଛନ୍ତି । ଆଉ ସବୁଠୁ ବଡ କଥା ହେଲା…

ବିଜେପିର ବିପର୍ଯ୍ୟୟ ପଛର ବଡ ବିନ୍ଧାଣୀ । ଅପ୍ରତ୍ୟାଶିତ ଭାବେ ରାଜନୀତିକୁ ଆସିଥିଲେ, ଝାଡଖଣ୍ଡ ରାଜନୀତିରେ ଝଡ ସୃଷ୍ଟି…

କନକ ବ୍ୟୁରୋ : ମହାରାଷ୍ଟ୍ର ପରେ ଝାଡଖଣ୍ଡରେ ଝଡିଛି ପଦ୍ମ । ତ୍ରୀଦଳୀୟ ମେଣ୍ଟର ରଣନୀତି ଆଗରେ ମୁଣ୍ଡ ନୁଆଁଇଛି ବିଜେପି । ଝାଡଖଣ୍ଡରେ ପଦ୍ମ ଝଡିବା ପରେ ମୁଣ୍ଡ ଟେକିଛି ଜେଏମଏମ, କଂଗ୍ରେସ ଓ ଆରଜେଡି ମହାମେଣ୍ଟ । ଗଣତି ଶେଷ ହୋଇନଥିବା ବେଳେ ଝାଡଖଣ୍ଡରେ ମହାଗଠବନ୍ଧନ ମେଣ୍ଟ ବହୁମତ ହାସଲ…