Daily Archives

December 5, 2019

ପେଟ୍ରୋଲ କି ବ୍ୟାଟେରୀ ନୁହେଁ, ଏଣିକି ପବନରେ ଚାଲିବ ବାଇକ୍ । କରିସ୍ମା ଦେଖାଇଲେ ଷଷ୍ଠ ଶ୍ରେଣୀର କୁନି ବୈଜ୍ଞାନିକ,…

କନକ ବ୍ୟୁରୋ : ରାସ୍ତାରେ ହେଉ କିମ୍ବା ଗାଡି ସୋରୁମରେ, ଆପଣ ଏପର୍ଯ୍ୟନ୍ତ ପେଟ୍ରୋଲରେ ଚାଲୁଥିବା କିମ୍ବା ବ୍ୟାଟେରୀରେ ଚାଲୁଥିବା ବାଇକ୍ ଦେଖିଥିବେ । କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ବାଇକ୍ ଦେଖାଇବୁ, ଯାହା ନା ପେଟ୍ରୋଲରେ ଚାଲୁଛି ନା ବ୍ୟାଟେରୀରେ, ଏହି ବାଇକଟି ଚାଲୁଛି ପବନରେ ।…

ଅନ୍ତରୀକ୍ଷରେ ହୋଟେଲ ତିଆରି କରିବ ନାସା । ଶେଷ ହେଲାଣି ପ୍ରସ୍ତୁତି, ଖୁବ ଶୀଘ୍ର ହେବ ଲଂଚ ।

କନକ ବ୍ୟୁରୋ : ମହାକାଶରେ କ’ଣ ରହିଛି । ମହକାଶରେ ରହିଲେ କେମିତି ଲାଗେ । ମହାକାଶରୁ ପୃଥିବୀ କେମିତି ଦେଖାଯାଏ । ମହାକାଶକୁ ନେଇ ସାଧାରଣ ଲୋକଙ୍କ ମନରେ ଏମିତି ଅନେକ ପ୍ରଶ୍ନ ଉଙ୍କି ମାରିଥାଏ । ତେବେ ଆଜି ଆମେ ଆପଣଙ୍କୁ ଏମିତି ଏକ ଖବର ଦେବୁ, ଯାହା ହୁଏତ ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ ।…

ସଂସଦ କ୍ୟାଣ୍ଟିନ୍‌ରେ ରିହାତିର ଯୁଗ ଶେଷ ! ପ୍ରତ୍ୟାହାର ହେଲା ସବ୍‌ସିଡି, ଏଣିକି ବଜାର ଦର ଅନୁଯାୟୀ ପଇସା ଗଣିବେ…

କନକ ବ୍ୟୁରୋ : ସଂସଦର ଉଭୟ ରାଜ୍ୟସଭା ଓ ଲୋକସଭାର ସାଂସଦମାନଙ୍କ ପାଇଁ ଉଦ୍ଦିଷ୍ଟ ସଂସଦ କ୍ୟାଣ୍ଟିନ୍‌କୁ ପ୍ରଦାନ କରାଯାଉଥିବା ସବ୍‌ସିଡିକୁ କେନ୍ଦ୍ର ସରକାର ଆଜି ଠାରୁ ପ୍ରତ୍ୟାହାର କରି ନେଇଛନ୍ତି । ସମସ୍ତ ସାଂସଦଙ୍କ ସହମତି ଆଧାରରେ କେନ୍ଦ୍ର ସରକାର ଏହି ନିଷ୍ପତ୍ତି ନେଇଥିବା ଆଜି ଘୋଷଣା…

ସାର୍ ! ଆପଣ ଡେରିରେ ଆସିଲେ କାହିଁକି…? ପିଲାଙ୍କ ପ୍ରତିବାଦ ପରେ ମାତାଲ ମାଷ୍ଟ୍ରେଙ୍କ କଙ୍ଗାରୁ କୋର୍ଟ । କାନ…

କନକ ବ୍ୟୁରୋ: ମଦୁଆ ସାରଙ୍କ କଙ୍ଗାରୁ କୋର୍ଟ । ଶିକ୍ଷାଦାନ ବଦଳରେ ଛାତ୍ରଛାତ୍ରୀଙ୍କୁ ରାସ୍ତା ଉପରେ ଆଣ୍ଠେଇ ଦେଲେ ମଦ୍ୟପ ଶିକ୍ଷକ । ପିଲା ପ୍ରତିବାଦ କରିବୂାରୁ ଏଭଳି ଦଣ୍ଡ ଦେଳେ ମାତାଲ ସାର । ଏଭଳି ଅଭାବନୀୟ କାଣ୍ଡ ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ସୁକିନ୍ଦା ଲେମ୍ବୋ ପଂଚାୟତ ବାଲିଆ…

ଆରଟିଓରେ ଏଜେଣ୍ଟ୍ କାମ କରିବା ନେଇ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ : ମଧ୍ୟସ୍ଥିଙ୍କୁ ଚିହ୍ନଟ କରିବା ସହ ଥଇଥାନ…

କନକ ବ୍ୟୁରୋ : ଆରଟିଓରେ ସାମ୍ନାରେ ପୂର୍ବପରି ଏଜେଣ୍ଟ ରହିପାରିବେ । ଆରଟିଓରେ ଏଜେଂଟ  ବା ମଧ୍ୟସ୍ଥି କାମ କରିବା ନେଇ ହାଇକୋର୍ଟ ଦେଇଛନ୍ତି ଗୁରୁତ୍ୱପୂର୍ଣ୍ଣ ରାୟ  । ଆରଟିଓରେ କାମ କରିପାରିବେ ମଧ୍ୟସ୍ଥି । ମଧ୍ୟସ୍ଥି କାମ କରିବା ନେଇ ସରକାର ଲଗାଇଥିବା କଟକଣାକୁ ଚ୍ୟାଲେଞ୍ଜ କରି ହୋଇଥିବା…

ବାରବାଟୀ ମ୍ୟାଚ୍ ପାଇଁ ଆରମ୍ଭ ହେଲା ଅନଲାଇନ୍ ଟିକେଟ୍ ବିକ୍ରି । ୱେବସାଇଟରେ ମିଳୁଛି ଟିକେଟ୍, ଜାଣନ୍ତୁ କେମିତି କରିବେ…

କନକ ବ୍ୟୁରୋ : ଆସନ୍ତା ଡିସେମ୍ୱର ୨୨ ତାରିଖରେ ବାରବାଟୀରେ ହେବ ଭାରତ ୱେଷ୍ଟଇଣ୍ଡିଜ ଦିନିକିଆ ମ୍ୟାଚ୍ । ଏହି ମ୍ୟାଚ ପାଇଁ ଆରମ୍ଭ ହୋଇଛି ଅନଲାଇନ୍ ଟିକେଟ୍ ଟିକ୍ରି । ଡବ୍ଲୁଡବ୍ଲୁଡବ୍ଲୁ ଡଟ୍ ବୁକ୍ ମାଇଁ ସୋ, ଡବ୍ଲୁଡବ୍ଲୁଡବ୍ଲୁ ଡଟ୍ ପେଟିଏମ୍ ଡଟ୍ ଇନ୍ କିଂବା ଡବ୍ଲୁଡବ୍ଲୁଡବ୍ଲୁ ଡଟ୍…