Daily Archives

December 5, 2019

ମୋଦି ସରକାରକୁ ଝଟକା । ଜିଡିପି ଅଭିବୃଦ୍ଧି ହାର ଆକଳନକୁ କମାଇଲା ଆରବିଆଇ

କନକ ବ୍ୟୁରୋ : ମୋଦି ସରକାରଙ୍କୁ ବଡ ଝଟକା । ଚଳିତ ବର୍ଷ ମୋଟ ଘିରୋଇ ଉତ୍ପାଦ ବା ଜିଡିପି ଅଭିବୃଦ୍ଧି କମିବ ବୋଲି ଅନୁମାନ କରିଛି ଭାରତୀୟ ରିଜର୍ଭ ବ୍ୟାଙ୍କ । ୨୦୧୯-୨୦୨୦ ଆର୍ଥିକ ବର୍ଷରେ ଏହି ଅନୁମାନ ୬ ଦଶମିକ ଏକ ପରିବର୍ତ୍ତେ ୫ ରହିବ ବୋଲି ଅନୁମାନ କରାଯାଇଛି । ଗତ ଅକ୍ଟୋବରରେ ସମୀକ୍ଷା…

ସଂସଦରେ ପିଆଜ ତାତି : ବେଲଗାମ ପିଆଜ ଦର ବୃଦ୍ଧି ପ୍ରତିବାଦରେ ଗାନ୍ଧି ମୂର୍ତ୍ତି ତଳେ କଂଗ୍ରେସ ସାଂସଦଙ୍କ ଧାରଣା

କନକ ବ୍ୟୁରୋ : ପିଆଜ ଦର ବୃଦ୍ଧିକୁ ନେଇ କଂଗ୍ରେସର ହଲ୍ଲାବୋଲ । ବେଲଗାମ ପିଆଜ ଦର ବୃଦ୍ଧି ପ୍ରତିବାଦରେ ସଂସଦ ପରିସରରେ ଥିବା ଗାନ୍ଧି ମୂର୍ତ୍ତି ତଳେ ଧାରଣା ଦେଲେ କଂଗ୍ରେସ ସାଂଦଦ । ଆଇଏନ୍ଏକ୍ସ ମିଡିଆ ମାମଲାରେ ସୁପ୍ରିମ୍ କୋର୍ଟଙ୍କ ଦ୍ୱାରା ଜାମିନ ପାଇବାର ଦିନକ ପରେ ଅର୍ଥାତ୍ ଗୁରୁବାର…

ଅର୍ଥମନ୍ତ୍ରୀଙ୍କୁ ଟାର୍ଗେଟ୍ କଲେ ପି . ଚିଦାମ୍ବରମ୍ । ସଂସଦରେ ମୁଁ ଏତେ ପିଆଜ , ରସୁଣ ଖାଏନି ମନ୍ତବ୍ୟରେ…

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଟାର୍ଗେଟ୍ କରିଛନ୍ତି ପି.ଚିଦାମ୍ବରମ୍ । ପିଆଜର ଦରବୃଦ୍ଧିକୁ ନେଇ ଦେଶରେ ଚର୍ଚ୍ଚା ଲାଗିରହିଛି । କିନ୍ତୁ ଗତକାଲି ସଂସଦରେ ମୁଁ ଏତେ ପିଆଜ ଓ ରସୁଣ ଖାଏ ନାହିଁ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଅର୍ଥମନ୍ତ୍ରୀଙ୍କ ଏହି ବୟାନକୁ ନେଇ…

ପୁରା ହେବ ଉଡନ୍ତା କାରର ସ୍ୱପ୍ନ । ରାସ୍ତାରେ ଚାଲିବ, ଆକାଶରେ ପବନର ଛାତିକୁ ଚିରି ୨୦୦ କିଲୋମିଟର ବେଗରେ ଉଡିବ କାର ।

କନକ ବ୍ୟୁରୋ : ଆକାଶରେ ଉଡିବ କାର । ଏବେ କେବଳ ରାସ୍ତାରେ ନୁହେଁ, ଆପଣ ଚାହିଁଲେ ଆକାଶରେ ମଧ୍ୟ କାର ଚଲାଇପାରିବେ । ହୁଏତ ଏଭଳି କିଛି ତଥ୍ୟ ଆପଣଙ୍କୁ ଆଶ୍ଚର୍ଯ୍ୟ କରୁଥାଇପାରେ । କିନ୍ତୁ ପୂରା ହେବାକୁ ଉଡନ୍ତା କାରର ସ୍ୱପ୍ନ । ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁଯାୟୀ,…

ହାତ ମିଳାଇଲେ କେନ୍ଦ୍ର ଓ ରାଜ୍ୟ ସରକାର : ମିଶିଲା ପ୍ରଧାନମନ୍ତ୍ରୀ କିଷାନ ଓ କାଳିଆ ଯୋଜନା, ତଥାପି ଜାରି ରହିବ କାଳିଆ

କନକ ବ୍ୟୁରୋ : ଶେଷରେ ହାତ ମିଳାଇଲେ କେନ୍ଦ୍ର ଓ ରାଜ୍ୟ ସରକାର । ଯେଉଁ ପ୍ରସଙ୍ଗକୁ ନେଇ ସାଧାରଣ ନିର୍ବାଚନ ପୂର୍ବରୁ ମୁହାଁମୁହିଁ ସ୍ଥିତି ସୃଷ୍ଟି ହୋଇଥିଲା, ଏବେ ତାହାର ଅବସାନ ଘଟିଛି । ପ୍ରଧାନମନ୍ତ୍ରୀ କିଷାନ୍ ଓ ରାଜ୍ୟ ସରକାରଙ୍କ କାଳିଆ ଯୋଜନା ମିଶିଯାଇଛି । ଆସନ୍ତା ଆର୍ଥିକ ବର୍ଷରୁ…

ଆଜି ହେଉଛି ବିଶ୍ୱ ମୂର୍ତ୍ତିକା ଦିବସ । ମୂର୍ତ୍ତିକାର ସଂରକ୍ଷଣ ପାଇଁ ୨୦୧୪ ରେ ପ୍ରଥମଥର ଏହି ଦିବସକୁ ପାଳନ…

ଆଜି ହେଉଛି ବିଶ୍ୱ ମୂର୍ତ୍ତିକା ଦିବସ । ମୂର୍ତ୍ତିକାର ସଂରକ୍ଷଣ ପାଇଁ ଏହି ଦିନକୁ ପାଳନ କରାଯାଇଥାଏ । ପ୍ରତିବର୍ଷ ଡିସେମ୍ବର ୫ ରେ ବିଶ୍ୱ ମୂର୍ତ୍ତିକା ଦିବସ ପାଳନ କରାଯାଏ । ୨୦୧୪ ରେ ପ୍ରଥମଥର ପାଇଁ ବିଶ୍ୱ ମୂର୍ତ୍ତିକା ଦିବସ ପାଳନ କରିବା ଆରମ୍ଭ କରାଯାଇଥିଲା । ଭାରତୀୟ କୃଷି ଅନୁସନ୍ଧାନ…